Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଯାଜପୁର ଡି ଆର ଡି ଏ ସମ୍ମିଳନୀ କକ୍ଷରେ “ଶକ୍ତି ପରମ୍ପରା ରେ ବିରଜା ” ପୁସ୍ତକ ଉନ୍ମୋଚିତ

100 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଡି ଆର ଡି ଏ ସମ୍ମିଳନୀ କକ୍ଷରେ “ଶକ୍ତି ପରମ୍ପରା ରେ ବିରଜା ” ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ବିରଜା ଜ୍ୟୋତି ପରିବାର ବର୍ଗ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ଼ ପ୍ରଫୁଲ କୁମାର ମିଶ୍ର,ଭାଷା ଓ ସାହିତ୍ୟ ସଂସ୍କୃତି ଗବେଷକ ଡ଼ ଅନ୍ତର୍ଯ୍ୟାମୀ ମିଶ୍ର,ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ପୁସ୍ତକ ର ରଚୟିତା ଡ଼ ଜ୍ଞାନରଞ୍ଜନ ପତି ଙ୍କ ଉଦ୍ୟମ କୁ ବେଶ ପ୍ରଶଂସା କରିଥିଲେ।

ଏହି ପୁସ୍ତକ ପ୍ରକାଶନ ଫଳରେ ଜିଲାର ପୁରାତନ ଐତିହ୍ୟ ଓ ପୌରାଣିକ କଥା ବସ୍ତୁ ସମ୍ପର୍କରେ ଅନେକ ତଥ୍ୟ ଲୋକ ଲୋଚନ କୁ ଆସିପାରିବ ବୋଲି ମତ ପ୍ରକାଶ ପାଇଥିଲା। ଏହି ଉତ୍ସବରେ ବିଭିନ୍ନ ବୁଦ୍ଧିଜୀବୀସାହିତ୍ୟିକ ,ଗବେଷକ ଉପସ୍ଥିତ ଥିଲେ।

 

Related Post

ଜୀଅନ୍ତା ଜଳିଗଲେ ଯୁବକ

Posted by - January 2, 2019 103
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବେତଣ୍ଡା ଗ୍ରାମରେ ପାଣି ଟାଙ୍କି କାମ ଚାଲିଥିଲା। ଏହି କାମରେ ଦିନବନ୍ଧୁ ସେଟ୍ଟୀ ବିଦ୍ୟୁତ ସଂଯୋଗ ଦାୟିତ୍ୱରେ ଥିଲେ। ଆଜି…

ପୌରନିର୍ବାଚନ ପରିଚାଳନା ତାଲିମ ଶିବିର

Posted by - March 16, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର ମ୍ୟୁନିସିପାଲିଟି,ବିନିକା ଏନଏ ସି, ଓ ତରଭା ଏନ୍‌ଏସି ରେ ନିର୍ବାଚନ ପରିଚାଳନା ପାଇଁ ଆଜି ଏକ ତାଲିମ ଶିବିର…

କୁଳୁତା ସମାଜର ସପ୍ତମ ଜିଲ୍ଲା ସ୍ତରୀୟ ମହାସଭା

Posted by - June 13, 2022 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ସରସରା ଠାରେ ବୌଦ୍ଧ ଜିଲ୍ଲା ସ୍ତରୀୟ ସପ୍ତମ ଜିଲ୍ଲା ସ୍ତରୀୟ କୁଳୁତା ମହାସଭା ଜିଲ୍ଲା ସଭାପତି ବିରଞ୍ଚି ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ…

ନବରଙ୍ଗପୁରରେ ନୂତନ ଏସପି ଙ୍କ ଦାଇତ୍ୱ ଗ୍ରହଣ

Posted by - July 15, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାହାଇ ମିନାଙ୍କ ମାଲକାନଗିରି ଜିଲାକୁ ବଦଳି ପରେ ଗୁରୁବାର ନୂତନ ଏସପି ପି .ଏସ ପରଷୋତ୍ତମ ଦାସ ଦାଇତ୍ୱ…

ଆର ପାରିରେ ସ୍ବେଚ୍ଛାସେବୀ ଦିବ୍ୟକିଶୋର ବେହେରା

Posted by - December 24, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ରେଙ୍ଗାଲି ପୁରୁଣାବସ୍ତି ଗ୍ରାମର ବରିଷ୍ଠ ନାଗରିକ ସ୍ବେଚ୍ଛାସେବୀ ଦିବ୍ୟକିଶୋର ବେହେରାଙ୍କ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଲେ ବୁର୍ଲା ଭିମସାର ଡାକ୍ତରଖାନାରେ…