Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଉପରେ ସଚେତନତା ବୈଠକ

69 0

ଖପ୍ରାଖୋଲ: ୧/୮( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ଯୋଗାଣ ବିଭାଗ ତରଫରୁ ଖରିଫ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ସମ୍ପର୍କିତ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପାଟଣାଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ବ୍ଲକ ଯୋଗାଣ ଅଧିକାରୀ ବିକାଶ ବାର୍ଲା ଯୋଗା ଦେଇ ଖରିଫ ଧାନ ସଂଗ୍ରହ , ଚାଷୀ ପଞ୍ଜିକରଣ ସମ୍ପର୍କ ରେ ଆଲୋଚନା ହେବାସହ ପ୍ରାଥମିକ ସମବାୟ ସମିତି ସମ୍ପାଦକ ଏବଂ ସଭାପତି ମାନଙ୍କୁ ଯୋଗ୍ୟ ଚାଷୀ ଯେଭଳି ପଞ୍ଜିକରଣ ରୁ ବାଦ ନପଡନ୍ତି ସେନେଇ ସଚେତନ ହେବାକୁ କହିବା ସହ ପଞ୍ଜିକରଣ ରେ ଆବଶ୍ୟକ କାଗଜ ସଂଲଗ୍ନ କରିବା ପାଇଁ କହିଥିଲେ ।

ବୈଠକ ରେ ଲୁହାସିଂହା ପେକ୍ସ ସଭାପତି କନ୍ଦର୍ପ ସୁଆର , ଖପ୍ରାଖୋଲ ସଭାପତି ଗୁଣ ମଣି ଭୋଇ , ଧଣ୍ଡାମୁଣ୍ଡା ସଭାପତି ଯଶୋବନ୍ତ ପଟେଲ , ଲାଠୋର ସଭାପତି ଈଶ୍ୱର ଭାଇସାଲ , ତେଲେନପାଲି ସଭାପତି ନକୁଳ ବେହେରା,ଭାନପୂର୍ ସଭାପତି ଫକିର ପ ଧା ନ, ମହରାପଦ ର ସଭାପତି ଶେଷଦେବ ଧାରୁଆ, ସମ୍ପାଦକ ଶ୍ରୀପତି ଭୋଇ , ଗଣେଶ ମାଝୀ , ଜଗଦୀଶ ରଣା ରାଜେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ଶିଶୁ ଶ୍ରମିକ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ

Posted by - June 11, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର  ସାହୁ) ଯାଜପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲା ସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥୀ…

ମଙ୍ଗଳପୁର ଥାନା କମାରଡିହି ପଂଚାୟତ ଇଟାପଡା ଗ୍ରାମର ଅକ୍ଷୟ ମୃତ୍ୟୁ ଘଟଣାର ଶୀଘ୍ର ତଦନ୍ତ ପାଇଁ ଦାବି ପତ୍ର

Posted by - July 13, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ମଙ୍ଗଳପୁର ଥାନା କମାରଡିହି ପଂଚାୟତ ଇଟାପଡା ଗ୍ରାମର ଅକ୍ଷୟ ମୃତ୍ୟୁ ଘଟଣା ଦୁଇମାସ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି। ଏହି ମାମଲାରେ…

ମମିତାଙ୍କ ଆତ୍ମାର ସଦଗତି କାମନା ପାଇଁ କ୍ୟାଣେଲ ଶୋଭାଯାତ୍ରା

Posted by - October 24, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ମମିତା ମେହେର ହତ୍ୟାକାରୀଙ୍କୁ ଗିରଫ କରି ଫାଶୀଦଣ୍ଡ ଦେବା ଦାବିରେ ନାରୀ ସ୍ୱାଭିମାନ ମଞ୍ଚ ବୌଦ୍ଧ ଜିଲ୍ଲାର ଶତାଧିକ ମହିଳା ଏବଂ ପୁରୁଷ ମାନେ ପୁରୁଣାକଟକ…

ବେଲଗୁଣ୍ଠା ଆମ ପୁଲିସର ସଚେତନତା ଶିବିର

Posted by - November 21, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ଥାନା ଅନ୍ତର୍ଗତ କଲ୍ୟାଣପୁର ଠାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଥାନା ଅଧିକାରୀ ପ୍ରକାଶ…

ଧଳପୁର ଓ ରାମଗଡ଼ ରେ ସ୍ୱଚ୍ଛତା ଉପରେ ସଚେତନତା ଶିବିର

Posted by - October 1, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ହରଭଙ୍ଗା ବ୍ଲକ ରାମଗଡ଼ ପଂଚାୟତ ରେ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ସ୍ୱଚ୍ଛତା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାମଗଡ଼…