ଜିଲାର ହାଇସ୍କୁଲ ଗୁଡିକରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୁରଣ ପାଇଁ ଉଦ୍ୟମ ଆରମ୍ଭ 

116 0

ଯାଜପୁର ଜିଲାର ହାଇସ୍କୁଲ ଗୁଡିକରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୁରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି  ଜିଲାରେ ମୋଟ ୨୯୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ମିଳିବ   I ଏଥିପାଇଁ ଆଜି ଜିଲା ହାଇସ୍ୁଲ ପରିସରରେ ଶିକ୍ଷକ ମାନଙ୍କର ବିଭିନ୍ନ କାଗଜପତ୍ର ଯାଂଚ ଚାଲିଛି  ପ୍ରତ୍ୟେକ ଶିକ୍ଷକ ଶିକ୍ଷୟତ୍ରୀ ନିଜ ନିଜର ସ୍କଲ ଚୟନ ପାଇଁ ସୁଯୋଗ ଦିଆଯିବ  

ଶିକ୍ଷକ ମାନେ ନିଜେ ନିଜ ମୋବାଇଲ ମାଧ୍ୟମରେ ଚଏସ ଲକିଂ କରିପାରିବେ I ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସୁବିଧା ପାଇଁ କଂପ୍ୟୁଟର  ବ୍ୟବସ୍ଥା କରାଯାଇଛି ସେମାନଙ୍କୁ ସହଯୋଗ କରିବା ପାଇଁ କମ୍ପ୍ରୁ୍ୟଟର ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି  ଆସନ୍ତାକାଲି ସୁଦ୍ଧା ସମସ୍ତ ଚଏସ ଲକିଂ କାର୍ଯ୍ୟ ଶେଷ ହେବ ବୋଲି ଜିଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ସୂଚନା ଦେଇଛନ୍ତି 

 

Related Post

ଜେଜେ ମା / ଜେଜେ ବାପା ଅଜା, ଆଇ ସମ୍ମିଳନୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଡବିଲ ରେ ଅନୁଷ୍ଠିତ

Posted by - November 19, 2019 0
ଅଦ୍ୟ ତା ୧୭,୧୧,୨୦୧୯(ରବିବାର)ରିଖ ଦିନ ୧୦ଟା ଘଟିକା ସମୟରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ର ଜେଜେବାପା, ଜେଜେମା ବା ଅଜା ଆଇ ମାନଙ୍କୁ ନେଇ ଏକ…

ଅଣ୍ଡା ଖାଇବାକୁ ଆସି ଧରାପଡିଲା ୬ଫୁଟିଆ ନାଗସାପ

Posted by - May 5, 2020 0
ବାରିପଦା:(ସୀତାରାମ ଦୀକ୍ଷିତ) ଧରାପଡ଼ିଲା କୁକୁଡ଼ା ଅଣ୍ଡା ଚୋର। ଅଣ୍ଡା ଚୋରିକରି ଖାଇବା ପରେ କୁକୁଡ଼ା ଧାଡିକୁ ଆକ୍ରମଣ କରି ଜୀବନରୁ ମାରି ଦେଇଥିବା ଦେଖିବାକୁ ମିଳିଛି। ଧରାପଡିବାରୁ ତାର…

ବିଧାୟକ ଙ୍କ ଚାନ୍ଦୋତରା ଗ୍ରସ୍ତ

Posted by - January 9, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)-ବଙ୍ଗୋମୁଣ୍ଡା ବ୍ଲକ ର ସିଂଧେକେଲା ଅଞ୍ଚଳ ଗ୍ରସ୍ତ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ।ଚାନ୍ଦୋତରା ଗ୍ରାମରେ ପହଞ୍ଚି ନବ ନିର୍ମିତ ଜଗନ୍ନାଥ ମନ୍ଦିର କାର୍ଯ୍ୟ ପୁନର୍ବାର ଆରମ୍ଭ…

ବୌଦ୍ଧର ମଧୁସୁଦନ ପ୍ରଧାନ ଦଶମ ପରୀକ୍ଷାରେ ପ୍ରଥମ,ଡକ୍ଟର ହେବାକୁ ଆଶା

Posted by - June 25, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ)ଦଶମ ପରିକ୍ଷାଫଳ ପ୍ରକାଶିତ ହେବାପରେ ଆଜି ବୌଦ୍ଧଜିଲ୍ଲାରେ ଜଣେ ଚାଷିକୁଳର ପୁଅ ଜିଲ୍ଲାର ପ୍ରଥମ ସ୍ଥାନରେ ରହିଥିବାନେଇ ଜଣାପଡିଛି । ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଲୁଣିବାହାଲ…

ବାଘପାଲି ସଂରକ୍ଷିତ ଜଙ୍ଗଲରୁ ଏକ କଳରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର

Posted by - September 13, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ବାଘପାଲି ସଂରକ୍ଷିତ ଜଙ୍ଗଲରୁ ଏକ କଳରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର l ବାଘର କେଉଁ…