Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଆମ ସହର ଦାୟିତ୍ୱ ଆମର ସଂସ୍ଥା ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

77 0

ବରଗଡ/ଅତାବିରା:ରକ୍ତଦାନ ମହତ ଦାନ ।ରକ୍ତ ର ବିକଲ୍ପ ନାହିଁ ।ବରଗଡ ଜିଲ୍ଲା ଅତାବିରାର ଅଗ୍ରଣି ଜନକଲ୍ୟାଣ ସଂସ୍ଥା ଆମ ସହର ଆମ ଦାୟିତ୍ୱ ତରଫରୁ ଅତାବିରାର ସ୍ଥାନିୟ ଟେଲିଫୋନ ଏକ୍ସଚେଞ୍ଜ ପାଖରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ବରଗଡ ର ରକ୍ତ ସଂଗ୍ରହ ଦଲ ଆସି ଏହାକୁ ପରିଚାଲନା କରିଥିବାବେଲେ

ଏଥିରେ ସର୍ବମୋଟ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ଏହି ଶିବିରକୁ ଆମ ସହର ଦାୟିତ୍ୱ ଆମର ତରଫରୁ ବିକାଶ ଶର୍ମା ,ଅରବିନ୍ଦ ଶର୍ମା,ଅମିତ ମିଶ୍ର,ଶେଷଦେବ ନାୟକ,ସୁରେନ୍ଦ୍ର ସ୍ୱାଇଁ ଙ୍କ ସହ ସଂସ୍ଥାର ବହୁ କର୍ମିମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ ।

Related Post

ଯାଜପୁର ର କୋରୋନା ସମୀକ୍ଷା

Posted by - May 14, 2020 45
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାରେ ବଢ଼ିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷକରି ରାଜ୍ୟ ବାହାରୁ ପେଂରୁଥିବା ପ୍ରବାସ ମାନଙ୍କ  ଯୋଗୁଁ ସଂଖ୍ୟା ବଢ଼ି ବଢ଼ି…

ମନମୁଣ୍ଡା ଥାନାରେ ସ୍ବେଚ୍ଛା ରକ୍ତଦାନ ଶିବିର, ୬୨ ୟୁନିଟ ରକ୍ତ ସଂଗ୍ରହ

Posted by - November 12, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ରେ ଏକ ସ୍ଵଚ୍ଛା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ବୌଦ୍ଧ ପୋଲିସ ସୌଯ୍ୟନ୍ୟତା ରେ ଓ ମନମୁଣ୍ଡା ଥାନା ର…

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ଵ ତମାଖୁ ଦିବସ ପାଳିତ

Posted by - May 31, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ଵ ତମାଖୁ ବର୍ଜନ ଦିବସ ୨୦୨୨…

ଆସିମ୍ଟୋମେଟିକ କରୋନା ଭାଇରସ୍: ଏହା କ’ଣ ଏବଂ କିପରି ଚିହ୍ନଟ ହୋଇପାରିବ

Posted by - May 10, 2020 41
  ୧॰ ଆସିମ୍ଟୋମେଟିକ କରୋନାଭାଇରସ୍: ଏହା କ’ଣ ଏବଂ ଯଦି ଏହାକୁ କିପରି ଚିହ୍ନଟ କରାଯାଇପାରିବ | କଡା ଲକଡାଉନ୍ ଏବଂ ସାମାଜିକ ଦୂରତା ପଦକ୍ଷେପ ସହିତ…

ଶରୀରରେ ପ୍ରୋଟିନ୍‌ ମାତ୍ରା କମିଲେ ଦେଖାଦିଏ ଏହି ସମସ୍ୟା

Posted by - December 6, 2018 0
ଶରୀର ପାଇଁ ପ୍ରୋଟିନ୍‌ ଅତ୍ୟନ୍ତ ଆବଶ୍ୟକ। ହର୍‌ମୋନ୍‌ଠୁ ଆରମ୍ଭ କରି ମାଂସପେଶୀ ପର୍ଯ୍ୟନ୍ତ ଶରୀରର ପ୍ରତ୍ୟେକ ଅଙ୍ଗ ପାଇଁ ପ୍ରୋଟିନ୍‌ର ଆବଶ୍ୟକତା ରହିଛି। ଯଦି ଶରୀରରେ ପ୍ରୋଟିନ୍‌ର…