Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଅବସର ପ୍ରାପ୍ତ ଶିକ୍ଷକ ବାଙ୍କ ବିହାରୀ ଖମାରି ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

83 0

ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଛୁଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ବାଙ୍କ ବିହାରୀ ଖମାରି ଅବସର ଗ୍ରହଣ କରିଥିବା ରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଉଛୁଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଏକ ବର୍ଣ୍ଣାଢ୍ୟ ସମାରୋହ ରେ ଶ୍ରୀ ଖମାରି ଙ୍କୁ ଉପଢୌକନ ରେ ସମ୍ମାନିତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା।

ଆୟୋଜିତ ସଭାରେ ସ୍କୁଲ ପ୍ରଧାନ ଶିକ୍ଷକ ସାବନ ବାଗ, ଜିଲ୍ଲା ଶିକ୍ଷକ ସଂଘ (SSD) ସଭାପତି ସୂର୍ଯ୍ୟ ନାରାୟଣ ପଣ୍ଡା, ଜୋନାଲ ସମ୍ପାଦକ ଦୀପକ ରଞ୍ଜନ ପଣ୍ଡା, ନୂଆପଡ଼ା ଜିଲ୍ଳା ସଭାପତି ଉଦୟ ସିଂ ମାଝୀ, ସୁଶୀଲ କୁମାର ପତି, ଶ୍ଯାମ ଦଣ୍ଡସେନା ପ୍ରମୁଖ ଙ୍କ ସମେତ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଯୋଗ ଦେଇ ଶ୍ରୀ ଖମାରି ଙ୍କ କାର୍ଯ୍ୟାବଳୀ ଉପରେ ଭୂୟସୀ ପ୍ରଶଂସା କରିଥିଲେ କାର୍ଯ୍ୟକ୍ରମ ରେ କର୍ମଚାରୀ ଓ ଛାତ୍ରୀମାନେ ମଧ୍ଯ ଯୋଗ ଦେଇଥିଲେ। ଏକ ଭାବ ବିହ୍ଵଳ ପରିବେଶ ରେ ଛାତ୍ରୀ ମାନେ ଶ୍ରୀ ଖମାରି ଙ୍କୁ ବିଦାୟ ଦେଇଥିଲେ।

Related Post

ବନ୍ୟା ପରେ ଭଙ୍ଗା ଘରେ ବିତୁଛି ଜୀବନ , ଦୟନୀୟ ଅବସ୍ଥାରେ ୩ ପରିବାର

Posted by - September 10, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଂଚଳରେ ବହୁ କ୍ଷୟ କ୍ଷତି ଘଟିଛି!ଏହି କ୍ଷୟ କ୍ଷତି…

ବିଦ୍ୟୁତ ସଂସ୍ପର୍ଶରେ କୁକୁଡ଼ା ଫlର୍ମ ମାଲିକଙ୍କ ମୃତ୍ୟୁ

Posted by - August 28, 2021 0
ବେଲଗୁଣ୍ଠା:୨୭/୦୮/ (ସୁଶାନ୍ତ କୁମାର ବେହେରା )ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ପଂଚାୟତର ଝାଡ଼ସାହି ଗ୍ରାମର ସନ୍ତୋଷ ବେହେରାଙ୍କ(38) ମୃତ୍ୟୁ ଘଟିଛି l ନିଜର କୁକୁଡ଼ାଫlର୍ମରେ ବିଦ୍ୟୁତ ସଜାଡୁଥିବାବେଳେ…

ସମସ୍ୟା ଘେରରେ ଅଙ୍ଗନବାଡି କର୍ମୀ, କ୍ଷୋଭ ପ୍ରକାଶ କଲେ ରାଜ୍ୟ ସମ୍ପାଦିକା

Posted by - December 28, 2020 0
ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି ଏନ୍. ଏ. ସି. କଲ୍ଯାଣ ମଣ୍ଡପ ସମ୍ମିଳନୀ କକ୍ଷରେ, ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘ, ବାଲେଶ୍ବର ଶାଖା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା…

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Posted by - December 13, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ପଶ୍ଚିମାଞ୍ଚଳ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମହାସଂଘ ଓଡ଼ିଶାର ନିଷ୍ପତ୍ତି କ୍ରମେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ…

ଡାକ୍ତରଖାନାରେ ଶିଶୁ ବଦଳ ଅଭିଯୋଗ

Posted by - December 30, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶିଶୁ ବଦଳ ଅଭିଯୋଗ ହୋଇଛି । ଗତ ସୋମବାର ଦିନ ଜିଲ୍ଲାର…