Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଧଣ୍ଡାମୁଣ୍ଡା ସରସ୍ଵତୀ ଶିଶୁ ମନ୍ଦିର ରେ ରଙ୍ଗୋଳୀ ପ୍ରତିଯୋଗିତା

54 0

ଖପ୍ରାଖୋଲ 🙁 ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ସରସ୍ଵତୀ ଶିଶୁ ମନ୍ଦିର ରେ ରଙ୍ଗୋଲୀ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଛାତ୍ରୀ ଛାତ୍ର ମାନେ ବିଭିନ୍ନ ରାଙ୍ଗୋଳୀ ଝୋଟି ଆଙ୍କି ଥିବା ବେଳେ ପ୍ରଥମ ରୁ ଚତୁର୍ଥ ଚିତ୍ରାଙ୍କନ ପ୍ରତିଯୋଗିତା ରେ ଭାଗ ନେଇଥିଲେ। ରଙ୍ଗୋଳି ଝୋଟି ପ୍ରତିଯୋଗିତାରେ ଚତୁର୍ଥ ପଞ୍ଚମ ଶ୍ରେଣୀ କନିଷ୍ଠ ବର୍ଗ ଏବଂ ଷଷ୍ଠ ରୁ ଅଷ୍ଟମ ଛାତ୍ରୀମାନେ ବରିଷ୍ଟ ବର୍ଗ ଭାବରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ସଂପାଦକ ଐଶ୍ୱର୍ଯ୍ୟ ଭୋଇ, ମନୋଜ ପ୍ରଧାନ, ବବିତା ଭୋଇ, ରାଜେଶ ଶତପଥି, କ୍ଷମା ନିଧି ସାହୁ, ନାରାୟଣ ତାଣ୍ଡି, ମୁରଲୀ ଧର ସାହୁ, ନିତ ପ୍ରଜ୍ଞା ପଟେଲ, ରୀନା ବରିହା, ଜନକ ଜେମା ନାଏକ, ଦିପ୍ତିଲତା ସାହୁ, ଚୁମକି ବାରିକ ପ୍ରମୁଖ ଗୁରୁମା ଗୁରୁଜୀ ପରିଚାଳନା କରିଥିଲେ।

Related Post

ବୌଦ୍ଧ ଜିଲ୍ଲାପାଳ ଓ SP ଙ୍କ କାର୍ଯ୍ୟାଳୟ ରେ ବନ୍ଧୁତା ଦିବସ ପାଳିତ

Posted by - November 21, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ଚାଇଲଡ଼ ଲାଇନ ବୌଦ୍ଧ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଏବଂ ସୁପେରିଟେଣ୍ଡ ପୋଲିସ କାର୍ଯ୍ୟାଳୟରେ ରେ ଶିଶୁ ଦିବସ ଉପଲକ୍ଷେ ଚାଇଲଡ଼ଲାଇ ସହ ବନ୍ଧୁତା ଦିବସ…

ଅଖିଳ ଭାରତୀୟ ଅଧିବକ୍ତା ପରିଷଦ ଅନୁଗୋଳ ଜିଲ୍ଲା ଆନୁକୁଲ୍ୟରେ ସମ୍ବିଧାନ ଦିବସ ପାଳିତ ।

Posted by - November 30, 2019 0
ଅନୁଗୋଳ କୋର୍ଟ ପରିସରରେ ଅଖିଳ ଭାରତୀୟ ଅଧିବକ୍ତା ପରିଷଦ ଅନୁଗୋଳ ଜିଲ୍ଲାର ଉପ ସଭାପତି ଅଜୁର୍ନ କୁମାର ମୁଦୁଲି ଙ୍କ ସଭାପତିତ୍ବ ରେ ସମ୍ବିଧାନ ଦିବସ ପାଳିତ…

ଯାଜପୁରରେ ବିଜେଡି ବିଧାୟକଙ୍କ ପ୍ରଚାରର ମଙ୍ଗ ଧରିଲେ ବରିଷ୍ଠ ନାଗରିକ

Posted by - April 11, 2019 0
ଯାଜପୁର:୧୦/୦୪ ଯାଜପୁର ଜିଲାରେ ୪ର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନପତ୍ର ଦାଖଲ ପ୍ରକିୟା । ଯାଜପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ…

ସଫଳ ଚାଷୀ କିଶୋର ଚନ୍ଦ୍ର ପ୍ରଧାନଙ୍କ ବିୟୋଗ

Posted by - January 19, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତ ଅନ୍ତର୍ଗତ ବଲଣ୍ଡା ଗ୍ରାମର ସଫଳ ଚାଷୀ କିଶୋର ଚନ୍ଦ୍ର ପ୍ରଧାନ ଙ୍କ ଆଜି ବିୟୋଗ ଘଟିଛି!ମୃତ୍ୟୁ…