Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

କୋଶଲ ସେନା ସମ୍ବଲପୁର ପକ୍ଷରୁ କୋଶଲ ଜୀବିତ ଯାତ୍ରା

88 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ ପୁଣି ଥରେ ଆନ୍ଦୋଳନ କଲେ କୋଶଲ ସେନା । ଆଜି ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ଆଗରେ କୋଶଲ ସେନା ର ସତାଧିକ କାର୍ଯ୍ୟକର୍ତ୍ତା କଲେ ବିକ୍ଷୋଭ ପଦର୍ଶନ । ସମ୍ବଲପୁର ଧନୁପାଲି ଛକ ଠାରୁ ଏକ ବିଶାଳ ସୋଭାଯାତ୍ରା ରେ ସତାଧିକ ସ୍ୱତନ୍ତ୍ର କୋଶଳରାଜ୍ୟ ପାଇଁ ଆନ୍ଦୋଳନ କରୁଥିବା କୋଶଳ ସେନାର ସମର୍ଥକ ମାନେ କୋଶଲ ଜୀବିତ ଯାତ୍ରାରେ ଯାଇ ପୁଣି ଥରେ ଆନ୍ଦୋଳନ କୁ ଯୋରଦାର କରିଛନ୍ତି ।

ଏହାସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଶ୍ଚିମ ଓଡ଼ିଶାର ୨ କୋଟି ଲୋକମାନଙ୍କୁ ସଦାସର୍ବଦା ଅବହେଳା କରୁଥିବା ଅଭିଯୋଗ କରିଥିଲେ । ତେଣେ ଆଜି ର କୋଶଲ ଜୀବିତ ଯାତ୍ରା କରି ଆରଡିସି କାର୍ଯ୍ୟାଳୟ ଆଗରେ ଦୄଢ ପ୍ରତିବାଦ କରି ବିକ୍ଷୋଭ ପଦର୍ଶନ ମଧ୍ୟ କରାଯାଇଥିଲା । ଏହାସହ ଆଗକୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ନେଇ ଆଗକୁ ଆନ୍ଦୋଳନ ଯୋରଦାର କରିବାକୁ ଚେତାବନୀ ଦିଆଯାଇଛି ।

Related Post

ପରିବାର କଲ୍ୟାଣ ଦିବସ ପାଳିତ

Posted by - October 11, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ସ୍ଥାନୀୟ ନବରଙ୍ଗପୁର ବ୍ଳକ୍ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ଆଶ୍ରମ ପ୍ରତିଷ୍ଠାତା ଜଗତ ଗୁରୁ ଶ୍ରୀ ଶ୍ରୀ ସ୍ବାମୀ ରଶ୍ମି…

ବିବେକସେନା ତରଫରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧବାର୍ଷିକୀ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସଭା। ଭବାନୀପାଟଣା

Posted by - July 1, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ମହାନ ସ୍ୱାଧୀନତା ସଂଗ୍ରାମୀ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ,ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବିନ୍ଧାଣି ‘ଉତ୍କଳମଣି’ ପଣ୍ଡିତ…

ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୭ ତମ ଜନ୍ମତିଥି ପାଳିତ

Posted by - August 21, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ଯୁବ ମାନସ ର ପ୍ରତୀକ, ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୭ ତମ ଜନ୍ମତିଥି କୁ ସାରା…

ଟିଟିଲାଗଡ଼ ଝାଙ୍କରପଡ଼ା ଭୂତଳପୋଲ ଭିତର ରାସ୍ତା ନିର୍ମାଣ ଦାବି

Posted by - December 4, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସହରକୁ ଦୁଇ ଭାଗରେ ବିଭକ୍ତ କରୁଛି ରେଳ ଲାଇନ। ଏହିରେଳ ଲାଇନ ପାରହେଲା ପରେ ସହର ଭିରରକୁ ପ୍ରବେଶ କରୁଥିଲେ। ହାଟପଦା ରେଳ…

ବରୀରେ ବିଶ୍ୱ ପରିବେଶ ଦିବସ ପାଳନ

Posted by - June 5, 2020 0
ଯାଜପୁର ଅଫିସ :୦୫/୦୬ (ସ୍ୱ.ପ୍ର) : ବରୀରେ ଶୁକ୍ରବାର ବିଶ୍ୱ ପରିବେଶ ଦିବସ ପାଳନ ହୋଇ ଯାଇଛି । ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଅଧ୍ୟକ୍ଷତାରେ ବରୀପାଳ…