ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ଙ୍କ ଗିରଫ କରାଯିବା ନେଇ ସହରରେ ଲାଗିଲା ପୋଷ୍ଠର

85 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରପେସର ସଞ୍ଜିବ ମିତ୍ତଲ ଙ୍କୁ ଗିରଫ କରାଯାଉ ବୋଳି ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ଫ୍ଲାଇଓଭର ପିଲରରେ ପୋଷ୍ଠର ଲାଗିଥିବା ଦେଖିବାକୁ ମିଳିଛି । ତେବେ ଗତ ରାତିରେ ଏହି ପୋଷ୍ଠର କେହି ଅଜଣା ବ୍ୟକ୍ତି ଲଗାଇଥିବାର ସନ୍ଦେହ କରାଯାଉଛି । ଏହି ଘଟଣା ନେଇ ଏବେ ସ୍ଥାନୀୟ ସମ୍ବଲପୁର ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି କିଏ ଏହି ପୋଷ୍ଠର ଲଗାଇଛି ବୋଲି ।

ତେଵେ ପୋଷ୍ଠର ଲଗାଯିବା ଘଟଣା ନେଇ କୌଣସି ସ୍ୱଷ୍ଠ ଚିତ୍ର ଆସିନଥିବା ବେଳେ ବିଗତ କିଛି ଦିନ ତଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଦୁଇଟି ପ୍ରଶ୍ନପତ୍ର ଲିକ ହେବା ପରେ କୁଳପତି ଙ୍କୁ ନେଇ କେତେକ ମହଳରେ ବିବାଦ ସୄଷ୍ଠି ହୋଇଥିଲା । ଆଜିର ପୋଷ୍ଠର ଲଗା ଘଟଣା ଓ ସମ୍ବଲପୁର ପ୍ରଶ୍ନପତ୍ର ଲିକ ଘଟଣା ର ସଂପୃକ୍ତି ଥାଇପାରେ ବୋଳି ଚର୍ଚ୍ଚା ହେଉଛି ।

Related Post

ତାସ୍ ଖେଳ ହେଲା କାଳ: ଗାଁ ଦାଣ୍ଡରେ ସାଙ୍ଗ, ସାଙ୍ଗ କୁ ଗୋଡାଇ ଗୋଡାଇ ଭୁଜାଲି ରେ ହତ୍ୟା କଲା

Posted by - January 9, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ତାସ୍ ଖେଲରୁ ମହାଭାରତ। ଖେଳ ରେ ହାରି ଯିବାରୁ ମନରେ ରହିଲା ରାଗ। ଆଉ ରାଗ ସୁଝେଇବାକୁ ଯାଇ, ସାଙ୍ଗକୁ ଗୋଡାଇ ଗୋଡାଇ ଧାରୁଆ ଅସ୍ତ୍ରରେ…

୯ ଲୋକସଭା ଓ ୩୪ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି ଦଳ ,ସମୀକ୍ଷା ଆରମ୍ଭ

Posted by - May 27, 2019 0
ଭୁବନେଶ୍ୱର : ବିଜେଡିରେ ଆରମ୍ଭ ହୋଇଛି ପରାଜୟ ସମୀକ୍ଷା। ୯ଲୋକସଭା ଆସନରେ କାହିଁକି ଜିତିଲେନି ଦଳୀୟ ପ୍ରାର୍ଥୀ। ହାରିଥିବା ଲୋକସଭା ସିଟକୁ ନେଇ ସିରିୟସ ନବୀନ ।…

ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍‌

Posted by - July 30, 2019 0
ପୁରୀ ୨୯ା୭: ଓଡ଼ିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ୍‌। ଓଡ଼ିଶା ରସଗୋଲା ପାଇଛି ଭୌଗଳିକ ପରିଚୟ। ମାଡ୍ରାସ ଜିଆଇ କାର୍ଯ୍ୟାଳୟରୁ ଏହି ମାନ୍ୟତା ମିଳିବା ପରେ ସମଗ୍ର…

ନୀଳଗିରିର କାର୍ଯ୍ୟରତ ସାମ୍ବାଦିକ ପ୍ରତି ପୋଲିସର ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ

Posted by - April 10, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ତରଭା ବ୍ଲକ ସାମ୍ବାଦିକ ସଙ୍ଘ…

ହରଭଙ୍ଗାବ୍ଲକ ର ବିଭିନ୍ନ ସ୍ଥାନରେ ସ୍ନାନ ପୁର୍ଣିମା

Posted by - June 24, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ)ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ କୋରନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନପୂଣ୍ଣିମା ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକର ସ୍ଥିତ ଠିଡିକାଜୋର ଶ୍ରୀ…