Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପକ୍ଷରୁ ଗ୍ରାମ ଗ୍ରାମ ବୁଲି ସ୍ବତନ୍ତ୍ର କୁଷ୍ଠରୋଗୀ ଚିହ୍ନଟ କାର୍ଯ୍ୟ କ୍ରମ

106 0

ସମ୍ବଲପୁର/ ବରଗଡ଼/ଭଟଲି:ବୁଧବାର ବରଗଡ଼ ଜିଲ୍ଲା ଭଟଲି ସ୍ଥିତ ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ. ରାଜେଶଚନ୍ଦ୍ର ପାଢ଼ୀ ଙ୍କ ତତ୍ବାବଧାନରେ ଗ୍ରାମ ଗ୍ରାମ ବୁଲି କୁଷ୍ଠରୋଗୀ ଚିହ୍ନଟ କାର୍ଯ୍ୟକ୍ରମ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କୁଷ୍ଠ ଅଧିକାରୀ ଡ଼ା. ଜୟପାଲ ସେନାପତି ଙ୍କ ସହ ଭଟଲି ଓ ଉଦେପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ର ସମସ୍ତ ଟିମ୍ ସାମିଲ ହୋଇ ୯୮୭ ଜଣଙ୍କ ସ୍ବାସ୍ଥ୍ୟ ପରିକ୍ଷା କରିଥିବା। ସୂଚନା ମିଳିଛି ।

Related Post

ହିଞ୍ଜିଳି ବ୍ଳକରେ ୨ ଦିନିଆ କୋଭିଡ଼ ସଖୀ ପ୍ରଶିକ୍ଷଣ ଶିବିର

Posted by - September 18, 2020 0
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ପଂଚାୟତରେ ୨ ଦିନିଆ କୋଭିଡ଼ ସଖୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ପାତ୍ରଙ୍କ…

ଓଡିଶାରେ ୮୬ ନୂଆ ଆକ୍ରାନ୍ତ ଚିହ୍ନଟ,ଏବେ ସଂକ୍ରମିତ ସଂଖ୍ୟା ୧୧୮୯କୁ ବୃଦ୍ଧି,୪୩୬ ଜଣ ସୁସ୍ଥ

Posted by - May 22, 2020 42
ଭୁବନେଶ୍ଵର: ରାଜ୍ୟରେ ଶୁକ୍ରବାର ପୁଣି ୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ଏହି ୮୬ ଜଣଙ୍କ…

ଗୀତବାଣୀ ପ୍ରଚାର ସମିତି ଓ ସ୍ପର୍ଶ ହସ୍ପିଟାଲ ମିଳିତ ଆନୁକୂଲ୍ୟରେ ସାନିଟାରୀ ପ୍ୟାଡ଼ ବିତରଣ

Posted by - August 17, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବାଲିଆପାଳ ସ୍ଥିତ ବିଧାନ ଚନ୍ଦ୍ର ଏକାଡେମୀର, ଗୀତବାଣୀ ପ୍ରଚାର ସମିତି, ବଇଁଶିରିଆ ଓ ଡାକ୍ତର ଘନଶ୍ୟାମ ବିଶ୍ୱାସ,…

ଡିଆରଡିଏ ସମ୍ମିଳନୀ କକ୍ଷ ଯାଜପୁର ରେ ରେଡକ୍ରସ ଦିବସ ଅନୁଷ୍ଠିତ

Posted by - May 9, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବିଶ୍ୱ ରେଡକ୍ରସ ଦିବସରେ ଯାଜପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାପାଳ…

ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ : ଜୀବନ ବିନ୍ଦୁ ରକ୍ତଦାନ ଶିବିର,୩୦ ୟୁନିଟ ରକ୍ତ ସଂଗୃହୀତ

Posted by - April 18, 2020 0
କେନ୍ଦୁଝର:(ସିତାରାମ ଦିକ୍ଷୀତ)ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ ଅବସରରେ ବଡ଼ବିଲ ଟାଉନ ବିଜେଡି ପକ୍ଷରୁ ସ୍ଥାନୀୟ ବିକାଶ ମହଲରେ ଜୀବନ ବିନ୍ଦୁ ରକ୍ତଦାନ…