ଲାଞ୍ଜିଗଡ଼ ରେ ମାଓ ପୋଷ୍ଟର, ପିତାମ୍ବର ମାଝୀ କୁ ମୃତ୍ୟୁ ଦଣ୍ଡ ଘୋଷଣା

131 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ରେ ଜୈନିକ ପିତାମ୍ବର ମାଝୀ କୁ ପ୍ରଜାକୋର୍ଟ ଜରିଆରେ ମୃତ୍ୟୁ ଦଣ୍ଡ ଘୋଷଣା ଆଲୋଚନା ର ବିଷୟ ହୋଇଛି।

ସୁଚନା ରୁ ଜଣାଯାଏ ଯେ ଲାଞ୍ଜିଗଡ଼ ବ୍ଳକ ର ଶିକେରକୁପା ଛକ, ଲାଞ୍ଜିଗଡ଼ କଲେଜ ଫାଟକ ଏବଂ ନର୍ଲା ର କଦମ ଗୁଡା ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ବାଘୁନା ଡିଭିଜନ ଉଲ୍ଲେଖ ଥିବା ଏହି ପୋଷ୍ଟର ରେ ବାଳା ପଦର ଗ୍ରାମର ପିତାମ୍ବର ମାଝୀ ମାଓବାଦୀ ଙ୍କ ସହ ସମ୍ପର୍କ ଥିବା ଦର୍ଶାଇ ନର୍ଲା, ମଦନପୁର ରାମପୁର, ଲାଞ୍ଜିଗଡ଼ ଅଂଚଳରୁ ବହୁ ଅର୍ଥ ଆଦାୟ କରିଛି,

ଜୈନିକ ଠିକାଦାର ଠାରୁ ମାଓବାଦୀ ଙ୍କ ନାମରେ ଦଶ ଲକ୍ଷ ଟଙ୍କା ନେଇ ମାଓ ସଂଗଠନ କୁ ବଦନାମ କରୁଥିବା ରୁ ତାକୁ ପ୍ରଜାକୋର୍ଟ ମାଧ୍ୟମରେ ମୃତ୍ୟୁ ଦଣ୍ଡ ରେ ଦଣ୍ଡିତ କରାଯିବ ବୋଲି ପୋଷ୍ଟର ରେ ଉଲ୍ଲେଖ ରହିଛି। ଘଟଣା ର ସତ୍ୟା ସତ୍ୟ ଏ ଯାବତ୍ ଜଣାପଡ଼ି ନାହିଁ।

Related Post

ଅପହଞ୍ଚ ଇଲାକାରେ ଭାରତୀୟ ଦୁର ସଞ୍ଚାର ପକ୍ଷରୁ ମୋବାଇଲ ଟାୱାର:-ଟେଲିକମ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ

Posted by - January 7, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ରେ ଏବେବି ମୋବାଇଲ ଟାୱାର ନାହି । ଯାହା ଫଳରେ ସ୍କୁଲ ଛାତ୍ରଛାତ୍ରୀମାନ ,ସାଧାରଣ…

ବୀରମହାରାଜପୁର ରେ୧୨ଘଣ୍ଟିଆ ବନ୍ଦ ପାଳନ

Posted by - September 3, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଚାରି ଦଫା ଦାବି ନେଇ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି l ଜିଲ୍ଲା ଯୁବ କଂଗ୍ରେସ ଓ…

ଏକତରଫା ପ୍ରେମରୁ ଯୁବତୀଙ୍କ ଗଳାକାଟି ହତ୍ୟା ପରେ ଅଭିଯୁକ୍ତ ଯୁବକର ଆତ୍ମହତ୍ୟା ଉଦ୍ୟମ

Posted by - September 4, 2022 0
ରାୟଗଡ଼ା:(ରମାକାନ୍ତ ପଡାଲ)ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ଟିକିରି ଅଞ୍ଚଳ ଉଷାପଡା ନିକଟରେ ନିର୍ମାଧୀନ ଶ୍ରମିକ ଭାବରେ କାମ କରୁଥିବାବେଳେ ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି…

ମଞ୍ଜୁଦେବୀ ହତ୍ୟା ମାମଲାରେ ଆଦିବାସୀ ଯୁବକଙ୍କୁ ଦୋଷାରୋପ ପ୍ରତିବାଦରେ ବଙ୍ଗୋମୁଣ୍ଡା ଥାନା ଘେରାଉ

Posted by - October 26, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର )ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ର ଲୁଗା ବ୍ୟବସାୟୀ ବିନୋଦ ଜୈନଙ୍କ ସ୍ତ୍ରୀ ମଞ୍ଜୁଦେବୀ ଜୈନ ଙ୍କୁ ହତ୍ୟାକରାଯାଇଥିଲା ।ଏହି ହତ୍ୟା ଘଟଣାରେ ନୀରିହ ଆଦିବାସୀ…

ସ୍ବଧାର ଗୃହରୁ ଫେରାର୍ ହେଲେ ୧୨ ଅନ୍ତେବାସୀ,ପୋଲିସ ଦ୍ୱାରା ୬ଜଣ ଉଦ୍ଧାର

Posted by - May 29, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଦୁଆରଶୁନୀ ମଶାନପଡ଼ା ନିକଟରେ ଥିବା ସ୍ଵଧାର ଗୃହରୁ ୧୨ଜଣ ଅନ୍ତେବାସିନୀ ଚମ୍ପଟ ମାରିବା ଘଟଣା…