Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ସଂଗ୍ରାମୀ ସ୍ମୃତି ବନ ପ୍ରତିଷ୍ଠା ସମାରୋହ କାର୍ଯ୍ୟ କ୍ରମ ଆୟୋଜିତ

75 0

ସମ୍ବଲପୁର/ବରଗଡ଼/ ଭଟଲି:ବିଶ୍ଵ କାରଗିଲ ଦିବସ ଅବସରରେ ବରଗଡ଼ ଜିଲ୍ଲା ଘେଁସ, କୁଚିପାଲି ଠାରେ ସ୍ବାଧୀନତା ର ୭୫ ତମ ବର୍ଷ ଅବସରରେ ବରଗଡ଼ ଜିଲ୍ଲା ର ସମସ୍ତ ସ୍ବାଧୀନତା ସଂଗ୍ରାମୀ ଙ୍କ ସ୍ମୃତି ପ୍ରତି ବିନମ୍ର ଶ୍ରଦ୍ଧା ଞ୍ଚଲି ଜଣାଇବା ସହ ବରଗଡ଼ ଜିଲ୍ଲା ର ସମସ୍ତ ସାମ୍ବାଦିକ ପକ୍ଷରୁ ପ୍ରକୃତିଓ ପୃଥିବୀ କୁ ବଞ୍ଚାଇ ବା ପାଇଁ ଏକ ଅଭିନବ ପ୍ରୟାସ ସହ ସ୍କୃତି ପୀଠରେ ଗଛ ଲଗାଇ ଏକ ଅଭିନବ ପ୍ରୟାସ ସହିତ ସ୍କୃତି ବନ ପ୍ରତିଷ୍ଠା ସମାରୋହ କାର୍ଯ୍ୟ କ୍ରମ ଆୟୋଜିତ କରିଥିଲେ।

Related Post

ଶାରଦୀୟ ଦୁର୍ଗାପୂଜାରେ  କେନ୍ଦୁଝର,ସହର ଉତ୍ସବ ମୁଖର,ସହରରେ ୬ଟି ମଣ୍ଡପରେ ପୂଜା ପାଉଛନ୍ତି ‘ମା

Posted by - October 7, 2019 0
କେନ୍ଦୁଝର,ତା ୦୬ ଅକ୍ଟୋବର ଏହି ପାର୍ବଣ ଋତୁ ରେ ଧରା ଧାମରେ ବିଜେ କରିଛନ୍ତି ମା ଦଶଭୁଜା। ମାଆଙ୍କର ଆଶ୍ରିବାଦ ପାଇବା ପାଇଁ ଓ ନିଜନିଜର ମନସ୍କାମନା…

ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଙ୍ଘ କର୍ମକର୍ତ୍ତା ନିର୍ବାଚନ

Posted by - September 11, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ସଦମହକୁମାରେ ଥିବା ଡାକବଙ୍ଗଳା ଠାରେ ଜିଲ୍ଲା ଠିକାଦାର ସଙ୍ଘ ର ପୂର୍ବତନ ସାଧାରଣ ସମ୍ପାଦକ କୁଶ…

ଝିଅ ନିଖୋଜ୍ : ଥାନା ର ଦ୍ଵାରସ୍ଥ ହେଲେ ପରିବାର

Posted by - August 1, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡା ପଞ୍ଚାୟତ ମହୁଲମୁଣ୍ଡା ଗାଁ ର ଧବଳେଶ୍ଵର ରାଉତ( ୪୧) ଙ୍କ…

ମଦର ଘରୋଇ ବିତରଣ ନିଷ୍ପତ୍ତି କୁ ନିନ୍ଦା କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି

Posted by - May 21, 2021 0
ବରୀ: ୧୮/୫ (ସ୍ନେହଂଶୁ ଶେଖର ମହାନ୍ତି )ସମ୍ପତ୍ତି ରାଜ୍ୟରେ କରୋନା ମହାମାରୀ ଅତ୍ୟନ୍ତ ବିପଦଜନକ ସ୍ଥିତି ଦେଇ ଗତିକରୁଥିବା ବେଳେ ଓଡିଶା ସରକାରଙ୍କର ଅବକାରୀ ବିଭାଗର ପତ୍ର…

ବଙ୍ଗୋମୁଣ୍ଡା ଗରିବୀ ସେନା ପକ୍ଷରୁ ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଦାବିପତ୍ର ପ୍ରଦାନ

Posted by - April 29, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁ ମାନଙ୍କର ଲାଗି ରହିଥିବା ବିଭିନ୍ନ ପ୍ରମୁଖ ସମସ୍ୟା କୁ ନେଇ ବଙ୍ଗୋମୁଣ୍ଡା ଗରିବ ସେନା…