Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଙ୍କ ବିରଜା ଦର୍ଶନ

447 0

କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ଦିନିକିଆ ଗସ୍ତରେ ଆସି ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କରିଛନ୍ତି । ବର୍ତମାନ ମାଙ୍କ ପୀଠରେ ଷୋଢଷ ଉପଚାର ଚାଲିଛି । ସେ ନିଜ ପତ୍ନୀଙ୍କ ସହ ମାଙ୍କୁ ଦର୍ଶନ କରି ଆଶ୍ରିବାଦ ଭିକ୍ଷା କରିଥିଲେ । ଏଥି ସହିତ ଆଗାମୀ ରଥଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ ।

Related Post

ବୌଦ୍ଧ ଏନଏସି ର ପ୍ରତି ୱାର୍ଡ ରେ ମିଶନଶକ୍ତି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ

Posted by - May 24, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଏନଏସି ର ପ୍ରତି ୱାର୍ଡ ରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଆଜି କାର୍ଯ୍ୟାଦେଶ ଜାରିହୋଇଛି । ବୌଦ୍ଧ…

ନବ ନିର୍ବାଚିତ ତ୍ରିସ୍ତରୀୟ ପଞ୍ଚାୟତ ଓ ଏନ୍ ଏ ସି ସଦସ୍ୟ/ ସଦସ୍ୟାମାନଙ୍କୁ ବି ଏସ ଏ ପକ୍ଷରୁ ସମ୍ବର୍ଦ୍ଧନା

Posted by - April 23, 2022 0
କେସିଙ୍ଗା 🙁 ପୀତେଶ ପଟେଲ)  ତ୍ରିସ୍ତରୀୟ ପଞ୍ଚାୟତ ଓ ପୈାର ପରିଷଦ ନିର୍ବାଚନରେ କେସିଙ୍ଗା ବ୍ଲକ ଓ ଏନ୍ ଏ ସିରୁ ବିଜେତା ନବ ନିର୍ବାଚିତ ସଦସ୍ୟ/…

ନବରଙ୍ଗପୁର ରେ କାଳୀକୃଷ୍ଣ ସଙ୍ଗ ତରଫରୁ ଵସ୍ତ୍ର ଓ ଅର୍ନ୍ନ ପ୍ରସାଦ ବଣ୍ଟନ

Posted by - September 13, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବରଙ୍ଗପୁର ମାଝୀଗୁଡା ସ୍ଥିତ ” ଜରାଶ୍ରମ ” ରେ ପବିତ୍ର ଗୁରୁ ପଞ୍ଚମୀ ଅବସରରେ ଶ୍ରୀ କାଳୀକୃଷ୍ଣ ସଙ୍ଗ ତରଫରୁ କାଳୀକୃଷ୍ଣ…

ବାଲିଆପାଳ ବ୍ଲକ ନୂଆଗାଁ ପଞ୍ଚାୟତରେ ହାଟ,ଡାକବଙ୍ଗଳା ନିଲାମ କାର୍ଯ୍ୟ ରେ ଉତେଜନା

Posted by - October 22, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ନୂଆଗାଁ ପଞ୍ଚାୟତ ରେ ହାଟ , ଡାକବଙ୍ଗଳା ନିଲାମ କାର୍ଯ୍ୟ ରେ ଉତେଜନା। ଶତାଧିକ ମହିଳା ପୁରୁଷ ଙ୍କ ବିରୋଧ…

ବ୍ରହ୍ମବରଦାରେ ସମସ୍ତ ପ୍ରକାର ସୁବିଧା ଦେବା ପାଇଁ ବରିଷ୍ଠ ଅଧିକାରୀ ନିୟୋଜିତ

Posted by - April 9, 2020 754
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାରେ ଲକ ଡାଉନ ଜାରି ରହିଥିବା ବେଳେ କୋରୋନା ସଂକ୍ରମିତ ଅଂଚଳ ବ୍ରହ୍ମବରଦା ଅଂଚଳରେ ସଟ ଡାଉନ ଜାରି ରହିଛି ।…

Leave a comment

Your email address will not be published.