କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ଦିନିକିଆ ଗସ୍ତରେ ଆସି ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କରିଛନ୍ତି । ବର୍ତମାନ ମାଙ୍କ ପୀଠରେ ଷୋଢଷ ଉପଚାର ଚାଲିଛି । ସେ ନିଜ ପତ୍ନୀଙ୍କ ସହ ମାଙ୍କୁ ଦର୍ଶନ କରି ଆଶ୍ରିବାଦ ଭିକ୍ଷା କରିଥିଲେ । ଏଥି ସହିତ ଆଗାମୀ ରଥଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ ।
