Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯୋଗଦେଲେ ନୂତନ ଡ.ଅଞ୍ଚଳ ଲୋକଙ୍କ ମଧ୍ୟରେ ଖେଳିଲା ଖୁସିର ଲହରୀ

96 0

ସମ୍ବଲପୁର/ ବରଗଡ଼ / ଭଟଲି:ଆଜି ବରଗଡ଼ ଜିଲ୍ଲା ଭଟଲି ଠାରେ ସ୍ଥିତ ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନୂତନ ଡ. ଭାବରେ ଯୋଗଦେଲେ ଡ. ରଶ୍ମିରଞ୍ଜନ ସାହୁ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଙ୍କ ସହ ଖୁସିର ସହିତ ସ୍ବାଗତ ଜଣାଇଲେ ଅଞ୍ଚଳ ର ଜନସାଧାରଣ।ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜନସାଧାରଣ ଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ରେ ପ୍ରମୂଖ ଭୂମିକା ନିର୍ବାହ କରିଥାଏ

ଏଠାରେ ସରକାରଙ୍କ ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ର ସୁଫଲ ପାଉଥିବାରୁ ପ୍ରତ୍ୟେକ ଦିନ ବହୁ ଲୋକ ଚିକିତ୍ସା ହେବା ପାଇଁ ଆସିଥାନ୍ତି।ଡ଼. ରଶ୍ମିରଞ୍ଜନ ସାହୁ ଙ୍କ ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯୋଗଦାନ କରିଥିବା ରୁ ଅଞ୍ଚଳ ର ଜନସାଧାରଣ ତାଙ୍କ ଠାରୁ ବହୁତ ଆଶା ରଖିଥିବା ପ୍ରକାଶ କରିବା ସହି ଖୁସି ବ୍ୟକ୍ତ କରିଛନ୍ତି

Related Post

ହରଭଙ୍ଗା ବ୍ଲକ ରେ ୧୨୨ ବରିଷ୍ଠ ଶିକ୍ଷକଙ୍କୁ କାଉନସେଲିଂ ମାଧ୍ୟମରେ ପଦୋନ୍ନତି

Posted by - November 16, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଆଜି ୧୨୨ ଜଣ ବରିଷ୍ଠ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ପଦବୀକୁ କାଉନସେଲିଂ କରାଯାଇ ପ୍ରଦାନ କରାଯାଇ ନିଯୁକ୍ତିପତ୍ର…

ରେହେମତ ନଗର ରେ ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର

Posted by - February 7, 2022 0
ସମ୍ବଲପୁର: :(ରମାକାନ୍ତ ବିଶ୍ବାଳ )ଧନକଉଡା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆଜି ରେହେମତ ନଗର ଠାରେ ଉଚ୍ଚ ରକ୍ତଚାପ,ମଧୁମେହ,କର୍କଟ ରୋଗ ଚିହ୍ନଟ ପାଇଁ ଅଣ ସଂକ୍ରାମକ…

ସାମ୍ବାଦିକଙ୍କୁ ଗିରଫ ପ୍ରତିବାଦରେ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର

Posted by - July 3, 2022 0
ରାୟଗଡ଼ା :୨/୭(ଅଞ୍ଜନ କୁମାର ନାଏକ) )ରାଜ୍ୟରେ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଆକ୍ରୋଶ ଶିକାର ହେଉଛନ୍ତି। ଯାହା ବଡ଼ଖବର ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କୁ ମିଥ୍ୟା…

ଶିକ୍ଷକଙ୍କ ନିଆରା ଅବସର କାଳିନ ସମ୍ବର୍ଦ୍ଧନl

Posted by - July 1, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ ) ସମ୍ବଲପୁର ତବଳା ଗ୍ରାମରେ ଦେଖିବାକୁ ମିଳିଛି ଶିକ୍ଷକ ଙ୍କ ନିଆରା ଅବସର କାଳିନ ସମ୍ବର୍ଦ୍ଧନl କାର୍ଯ୍ୟକ୍ରମ । ତବଳା ଠାରେ ଆଞ୍ଚଳିକ ଉଚ୍ଚବିଦ୍ୟାଳୟ…