Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯୋଗଦେଲେ ନୂତନ ଡ.ଅଞ୍ଚଳ ଲୋକଙ୍କ ମଧ୍ୟରେ ଖେଳିଲା ଖୁସିର ଲହରୀ

334 0

ସମ୍ବଲପୁର/ ବରଗଡ଼ / ଭଟଲି:ଆଜି ବରଗଡ଼ ଜିଲ୍ଲା ଭଟଲି ଠାରେ ସ୍ଥିତ ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନୂତନ ଡ. ଭାବରେ ଯୋଗଦେଲେ ଡ. ରଶ୍ମିରଞ୍ଜନ ସାହୁ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଙ୍କ ସହ ଖୁସିର ସହିତ ସ୍ବାଗତ ଜଣାଇଲେ ଅଞ୍ଚଳ ର ଜନସାଧାରଣ।ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜନସାଧାରଣ ଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ରେ ପ୍ରମୂଖ ଭୂମିକା ନିର୍ବାହ କରିଥାଏ

ଏଠାରେ ସରକାରଙ୍କ ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ର ସୁଫଲ ପାଉଥିବାରୁ ପ୍ରତ୍ୟେକ ଦିନ ବହୁ ଲୋକ ଚିକିତ୍ସା ହେବା ପାଇଁ ଆସିଥାନ୍ତି।ଡ଼. ରଶ୍ମିରଞ୍ଜନ ସାହୁ ଙ୍କ ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯୋଗଦାନ କରିଥିବା ରୁ ଅଞ୍ଚଳ ର ଜନସାଧାରଣ ତାଙ୍କ ଠାରୁ ବହୁତ ଆଶା ରଖିଥିବା ପ୍ରକାଶ କରିବା ସହି ଖୁସି ବ୍ୟକ୍ତ କରିଛନ୍ତି

Related Post

ଜିଲ୍ଲା ଟେଣ୍ଟ ହାଉସ ମାଲିକ ସଂଘ ଓ ଲାଇଟ ସାଉଣ୍ଡ ମାଲିକ ସଂଘ ପକ୍ଷରୁ ବିକ୍ଷୋଭ

Posted by - August 12, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ଟେଣ୍ଟ ହାଉସ ମାଲିକ ସଂଘ ଓ ଲାଇଟ ସାଉଣ୍ଡ ମାଲିକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ…

ବହୁ ପୁରାତନ ମା ଦୁର୍ଗା ଦେବୀ ମନ୍ଦିରରେ ନୂତନ ଯଜ୍ଞମଣ୍ଡପ ପ୍ରତିଷ୍ଠା

Posted by - October 11, 2021 0
ହରଭଙ୍ଗା/ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ରାମଗଡ ଗ୍ରାମପଞ୍ଚାୟତ କୋଡାପଡା ଗ୍ରାମରେ ଥିବା ବହୁପୁରାତନ ମା ଦୁର୍ଗାଦେବୀ ମନ୍ଦିର ପରିସରରେ ନୂତନ ମହା ଯଜ୍ଞମଣ୍ଡପ ର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି!ସୂଚନା…

କଳାହାଣ୍ଡି ଜିଲ୍ଲାର ନିରନ୍ତର ବିକାଶ ଲକ୍ଷ୍ୟ ନେଇ ୨ ଦିନିଆ କର୍ମଶାଳା ଆୟୋଜିତ

Posted by - December 1, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟ।ଳୟ (ଡ଼ିପିଏମୟୁ) କଳାହାଣ୍ଡିର ମିଳିତ ଆନୁକୁଲ୍ୟରେ ଓଡିଶାର…

ଧଳପୁର ଓ ରାମଗଡ କ୍ଲଷ୍ଟର ରେ ମୌଳିକ ସାକ୍ଷରତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

Posted by - August 12, 2023 0
ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ଜୱାହର ନବୋଦୟ ବିଦ୍ୟାଳୟ ,ପାଲଝର ବୌଦ୍ଧ ତରଫରୁ ବରିଷ୍ଠ ଶିକ୍ଷକ ଶ୍ରୀ ଦିଲୀପ କୁମାର ବାଡତ୍ୟା ଙ୍କ ପ୍ରଚେଷ୍ଟା ରେ ମୌଳିକ…

ଟ୍ରକରୁ ମାର୍ବଲ ଓଲ୍ହାଇବା ସମୟରେ ଦୁର୍ଘଟଣା ଘଟି ଦୁଇ ଶ୍ରମିକଙ୍କ ମୃତ୍ୟୁ

Posted by - August 28, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୁଟୁପାଲି ରାସ୍ତାରେ ଥିବା ଗୋଦାମ ରେ ଏକ ଟ୍ରକରୁ ମାର୍ବଲ ଓଲ୍ହାଇବା ସମୟରେ ସକାଳ ୧୦ ଘଣ୍ଟା ସମୟରେ ଦୁର୍ଘଟଣା ଘଟି ଦୁଇ ଜଣ ଶ୍ରମିକ ମୃତ୍ୟୁବରଣ…