Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବିଜେପି ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ପ୍ରଥମ କାର୍ଯ୍ୟ କାରିଣୀ ବୈଠକ

457 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ) ଧର୍ମଗଡ଼ ସ୍ଥିତ ହୋଟେଲ ରାଜ ପରିସରରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ଆବାହକ ଜଗବନ୍ଧୁ ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର ଜିଲ୍ଲା ଉପ ସଭାପତି ଲକ୍ଷ୍ମୀ କାନ୍ତ ବାଗ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯେଶୀ ଜିଲ୍ଲା ଯୁବ ମୂର୍ଚ୍ଛା ସଭାପତି ବିଜୟ ଦେଵ ସାହୁ ନଗର ସଭାପତି ହରେକୃଷ୍ଣ ପଣ୍ଡା ଦିକସନ ମଗ୍ରାଜ ପ୍ରମୁଖ ଯୋଗ ଦେଇଥିଲେ ଜିଲ୍ଲା ଶିକ୍ଷା ବ୍ୟବସ୍ଥା ସମସ୍ୟା କୁ ନେଇ ଏକ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା।

ଜିଲ୍ଲା ରେ ବହୁ ଶିକ୍ଷକ ପଦବୀ ଖାଲି ୨୦୦୫ ମସିହା ଠାରୁ ନିଯୁକ୍ତି ହୋଇଥିବା ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମ ଚାରି ମାନଙ୍କୁ ପୂରାତନ ପେନସନ ୧୩ ଗୋଟି ବ୍ଲକ ରେ ମାତ୍ର ୭ଜଣ ବ୍ଲକ ଶିକ୍ଷା ଅଧିକାରୀ ଅଛନ୍ତି ।ଆଉ ୬ଜଣ ପାଇଁ ଦାବି କରୁଛୁ । ନିମ୍ନ ମାନର ପୋଷାକ। ଆବଶ୍ୟକ ପାଠ୍ୟ ପୁସ୍ତକ ଶିକ୍ଷା ବର୍ଷ ଆରମ୍ଭ ରୁ ଯୋଗାଇ ଦେବା। ଆଦି ଦାବି ଚିଠା ପ୍ରସ୍ତାବ ରେ ସ୍ଥାପିତ ହୋଇଥିଲା ।

Related Post

ସମ୍ବଲପୁର ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲ ଶେଷ

Posted by - January 21, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଳ ପ୍ରକ୍ରିୟା ଶେଷ ହୋଇଛି । ଏଥିସହ ଆଜି ଶେଷ ଦିବସରେ ବିଜେଡି…

ଦଖଲଜମିର ପଟ୍ଟାପ୍ରଦାନ ଦାବୀରେ ସିପିଆଇ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

Posted by - December 14, 2021 0
ବୌଦ୍ଧ :(ଚିତ୍ତ ରଂଜନ ସିଂ )ସ୍ବାଧିନତାର ୭୬ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରାଜ୍ୟର କେନ୍ଦ୍ରସ୍ଥଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ସରକାରଙ୍କ ମାଳ ମାଳ ଯୋଜନା…

ରାଜ୍ୟ ବିଜେପିର ନୂତନ କାର୍ଯ୍ୟକାରିଣୀ ଓ ପଦାଧିକାରୀ ତାଲିକା ଜାରି

Posted by - June 11, 2020 0
ଭୁବନେଶ୍ବର :ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ଭାବେ ନିର୍ବାଚିତ ହେବା ପରେ ସାଂଗଠନିକସ୍ତରରେ ଅଦଳବଦଳ କରାଯାଇଛି। ଆପାତତଃ ସଭାପତି ସମୀର ମହାନ୍ତି ଏହି ଟିମ୍ ନେଇ…

ରାଜ୍ୟରେ ରନ୍ଧନ ଗ୍ୟାସ ର ଅହେତୁକ ଦର ବୃଦ୍ଧି ପ୍ରତିବାଦ ରେ ବିଜୁ ମହିଳା,ଯୁବ ଓ ଛାତ୍ର ଜନତା ଦଳର ଆନ୍ଦୋଳନ

Posted by - November 22, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଆଜି ସାରା ରାଜ୍ୟରେ ରନ୍ଧନ ଗ୍ୟାସ ର ଅହେତୁକ ଦର ବୃଦ୍ଧି ପ୍ରତିବାଦ ରେ ବିଜୁ ମହିଳା,ଯୁବ ଓ ଛାତ୍ର ଜନତା ଦଳ…

ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦେଇ ହରଡ଼ଘଣାରେ ବିଜୟୀ ସରପଞ୍ଚ

Posted by - March 10, 2022 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଚଂଚକତା କରି ଜାତିଗତ ପ୍ରମାଣ ପତ୍ର ଦାଖଲ କରି ବିଜୟୀ ହୋଇଥିବା ଅଭିଯୋଗ ହୋଇଛି।ଏହାରି…