Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଅତାବିରା ସମ୍ବାଦ ସାହିତ୍ୟ ଘର ତରଫରୁ ବାବେବିରା ଝାଇଁ ଜୋରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

158 0

ବରଗଡ :(ରମାକାନ୍ତ ବିଶ୍ଵାଳ) କଳା ସାହିତ୍ୟକୁ ପ୍ରୋତ୍ସାହନ ଦେଇ କବି କଲାକାର ମାନଙ୍କୁ ଏକ ଭିନ୍ନ ପରିଚୟ ଦେଇ ଆଗେଇ ଆସୁଥିବା ଅତାବିରା ସମ୍ବାଦ ସାହିତ୍ୟ ଘର ତରଫରୁ ବାବେବିରା ଝାଇଁ ଜୋର ପାଶ୍ୱ ରେ ଥିବା ଗିରି ଗୋବର୍ଦ୍ଧନ ପିଠ ଠାରେ ପବିତ୍ର ଶ୍ରାବଣ ମାସରେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ନେଗି ଡୁଙ୍ଗୁରିରେ ଥିବା ଗୋବର୍ଦ୍ଧନ ମନ୍ଦିର ଚାରିପଟକୁ ଏକ ସବୁଜ ବନାନିରେ ପରିପୂର୍ଣ୍ଣ କରିବାକୁ ବିଭିନ୍ନ ପ୍ରକାରର ଗଛ ଚାରା ଲଗାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବି ଏସ ଏନ ଏଲ ର ଅବସର ପ୍ରାପ୍ତ ଏସ ଡି ଏ ନିମାଇଁ ପ୍ରଧାନ,ଶାନ୍ତନୁ ପ୍ରଶାୟତ, ଅର୍ଜୁନ ଦିପ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦର୍ଶନ ସାହୁ,ସାହିତ୍ୟ ଘରର ସମ୍ପାଦକ ଅମୃତ ବାରିକ ,ନରେନ୍ଦ୍ର ଦାସ,ମନୋଜ ଭୋଇ,ସଂଜୁ ପ୍ରଧାନ,ଦୁର୍ଲ୍ଲଭ ଗଡତିଆ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଗୋବର୍ଦ୍ଧନ ମନ୍ଦିରର ରକ୍ଷଣାବେକ୍ଷଣ ଏବଂ ପୁନରୁଦ୍ଧାର ଏବଂ ଏପଟରୁ ଆର ପଟ ଝାଉଁ ନଦୀ କୁ ବାନ୍ଧି ଏକ ବ୍ରୀଜ ନିର୍ମାଣ କରାଗଲେ ଆଞ୍ଚଲିକ ବାସିନ୍ଦା ଏବଂ ଯୁବଗୋଷ୍ଠି ଙ୍କ ପାଇଁ ବହୁ ହିତକର ହୋଇପାରନ୍ତା ବୋଲି ଚର୍ଚ୍ଚା କରାଯାଇଥିଲା ।ବାବେବିରା ଝାଉଁ ନଦୀ ଆର ପଟେ ଲରମ୍ଭା ମହାବିଦ୍ୟାଲୟ ଥିବାରୁ ଏହି ରାସ୍ତାକୁ ବହୁ ଜନସାଧାରଣ ଗମନାଗମନ ପାଇଁ ବ୍ୟବହାର କରିଥାନ୍ତି ।ତେଣୁ ଏକ ବ୍ରୀଜ ନିହାତି ଜରୁରୀ ବୋଲି ବୁଦ୍ଧୀଜିବୀ ମହଲରେ ବେଶ ଚର୍ଚ୍ଚା ହେଉଥିବା ଜଣାପଡିଛି ।

Related Post

ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନୀ କରିବା ପାଇଁ MV 79 ପୋଲିସର ଫ୍ଳାଗ୍ ମାର୍ଚ

Posted by - February 14, 2022 0
ମାଳକାନଗିରି:(ଅବଦୁଲ ଗନି)ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ମାଲାକାନଗିରି ଜିଲ୍ଲା MV 79 ଥାନା ,ଓ Bsf ପକ୍ଷରୁ ଫ୍ଳାଗ୍ ମାର୍ଚ କରା…

ଅକ୍ଟୋବର ୨ ଅବସରରେ ଆଜାଦୀ କା ଅମ୍ରିତ କାର୍ଯ୍ୟକ୍ରମ

Posted by - October 3, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ସ୍ଥାନୀୟ ନନ୍ଦାହାଣ୍ଡି ବ୍ଲକର ବିମାଳିଗୁଡା ଠାରେ ଅକ୍ଟୋବର ୨ ଗାନ୍ଧୀଜୟନ୍ତି ଅବସରରେ ଆଜାଦୀ କା ଅମ୍ରିତ ମୋହଛବ ସ୍ବଛ୍ଛ ଭାରତ ରଥ ଗଡିବା…

ମମିତାଙ୍କ ଆତ୍ମାର ସଦଗତି କାମନା ପାଇଁ କ୍ୟାଣେଲ ଶୋଭାଯାତ୍ରା

Posted by - October 24, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ମମିତା ମେହେର ହତ୍ୟାକାରୀଙ୍କୁ ଗିରଫ କରି ଫାଶୀଦଣ୍ଡ ଦେବା ଦାବିରେ ନାରୀ ସ୍ୱାଭିମାନ ମଞ୍ଚ ବୌଦ୍ଧ ଜିଲ୍ଲାର ଶତାଧିକ ମହିଳା ଏବଂ ପୁରୁଷ ମାନେ ପୁରୁଣାକଟକ…

ଫର୍ନିଚର ଦୋକାନ ଉପରେ ଜିଏସଟି ଚଢାଉ

Posted by - November 17, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ)ଦୀର୍ଘଦିନ ଧରି ଠକି ଆସୁଥିଲେ GST । ବଡ ଧରଣର ଟିକସ ଫାଙ୍କି ଥିବା ଅଭିଯୋଗ ରେ ସମ୍ବଲପୁର ସହରର ଏକ ଫର୍ନିଚର ଗୋଦାମରେ ଜିଏସଟି…