Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ସମ୍ବଲପୁରୀ ଦିନ ପାଇଁ ରଂଗୋଲୀ, ଚିତ୍ରାଂକନ ଏବଂ ମେହେଂଦୀ ପ୍ରତିଯୋଗିତା

31 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଦୁଇ ବର୍ଷର କରୋନା ମହାମାରୀ ପରିସ୍ଥିତି ପରେ ଚଲିତ ବର୍ଷ ପୁଣି ଥରେ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଖୋଲା ମଞ୍ଚରେ ସମ୍ବଲପୁରୀ ଦିନ ପାଲିତ ହେବା କୁ ଯାଉଛି l ସମ୍ବଲପୁର ରେ ପ୍ରତି ବର୍ଷ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନର ଆୟୋଜନ କରିଆସୁଛି ମଞ୍ଚ l ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନର ଆୟୋଜନ ପାଇଁ ସମ୍ବଲପୁରର ବହୁ ସଂଗଠନ ଏବଂ ଅନୁଷ୍ଠାନ ମାନଂକୁ ଅନୁରୋଧ କରାଯାଇ ଥିବା ବେଳେ ତମନ୍ନା ଫାଉଣ୍ଡେସନ ପକ୍ଷରୁ ସମ୍ବଲପୁରୀ ଦିନ ପାଇଁ ଆଜି ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରାଯାଇ ଥିଲା। ପ୍ରତିଯୋଗିତାକୁ ତମନ୍ନା ଫାଉଣ୍ଡେସନର ସାଧାରଣ ସମ୍ପାଦକ ଆକାଶ ଶତପଥୀ ଓ ପଶ୍ଚିମାଞ୍ଚଳ ଏକତା ମଂଚର ସମ୍ବଲପୁରୀ ଦିନ ସଂଯୋଜକ ଡ ପ୍ରମୋଦ ରଥ ଫିତା କାଟି ଉଦଘାଟନ କରିଥିଲେ।

ସମ୍ବଲପୁରୀ ଦିନ କୁ ସଫଲ କରିବା ପାଇଁ ଅତିଥି ମାନେ ମତ ଦେଇଥିଲେ। ତମନ୍ନା ଫାଉଣ୍ଡେସନର ସଂସ୍ଥାପକ ସୁରେନ୍ଦ୍ର ବଗର୍ତୀଙ୍କ ସଂଯୋଜନାରେ ଅନୁଷ୍ଠିତ ରଂଗୋଲି, ଚିତ୍ରାଂକନ ଏବଂ ମେହେନ୍ଦି ପ୍ରତିଯୋଗିତା ରେ ଶତାଧିକ ପ୍ରତିଯୋଗି ସାମିଲ ହୋଇଥିଲେ। ପ୍ରତିଯୋଗିତା ର ବିଭିନ୍ନ ବର୍ଗରେ କୁଲଦିପ ବର୍ମା, ଅଂଜଲି ରାଓ ,ବନ୍ଦନା ପଣ୍ଡା, ସୁଜାତା ବେହେରା ବିଚାରକ ଭାବେ ସାମିଲ ହୋଇଥିଲେ। ପ୍ରତିଯୋଗିତା ରେ ସାମିଲ ହୋଇଥିବା ପ୍ରତିଯୋଗି ମାନକୁ ଶେଷରେ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତା କରିବା ଉଦ୍ଦେଶ୍ଯ ହେଉଛି ଯେ କଳା ସଂକୃତିକୁ କିପରି ପ୍ରଚାର ପ୍ରସାରଣ ହେବ ବୋଲି ପ୍ରତିଯୋଗିତା ର କ୍ରୁତି ପ୍ରତିଯୋଗି ମାନଙ୍କୁ ଅଗଷ୍ଟ ଏକ ତାରିଖରେ ଜେଲ ଛକ ନିକଟରେ ଆୟୋଜିତ ହେବାକୁ ଥିବା ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୁଚନା ଦିଆଯାଇଛି l

 

ଏଠାରେ ଭିଡିଓ ଦେଖନ୍ତୁ……….

 

Related Post

ଜାତୀୟ ସଡ଼କ ସୁରକ୍ଷା କମିଟି ବୈଠକ

Posted by - August 25, 2021 0
ସୋନପୁର:(ଅଜିତ୍ କୁମାର ପୂଜାରୀ)  ସୁବର୍ଣ୍ଣପୁର ଜିଲ୍ଳା ଜାତୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଅବୋଲି ସୁନୀଲ ନରବଣେ…

କୁଳୁତା ସମାଜର ସପ୍ତମ ଜିଲ୍ଲା ସ୍ତରୀୟ ମହାସଭା

Posted by - June 13, 2022 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ସରସରା ଠାରେ ବୌଦ୍ଧ ଜିଲ୍ଲା ସ୍ତରୀୟ ସପ୍ତମ ଜିଲ୍ଲା ସ୍ତରୀୟ କୁଳୁତା ମହାସଭା ଜିଲ୍ଲା ସଭାପତି ବିରଞ୍ଚି ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ…

ବାଳାଶ୍ରମରେ ନୁଆ ବର୍ଷ ସହିତ ନିଜର ଜନ୍ମ ଦିନ ପାଳନ କଲେ ଏସପି ଚରଣ ସିଂ ମୀନା

Posted by - January 6, 2020 24
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ରୋଡ ସ୍ଥିତ ଅନ୍ନପୂର୍ଣା ବାଳାଶ୍ରମରେ ନୁଆ ବର୍ଷ ସହିତ ନିଜର ଜନ୍ମ ଦିନ ପାଳନ କରିଛନ୍ତି ଏସ୍ ପି ଚରଣ…

ସାମ୍ବାଦିକଙ୍କୁ ଗିରଫ ପ୍ରତିବାଦରେ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର

Posted by - July 3, 2022 0
ରାୟଗଡ଼ା :୨/୭(ଅଞ୍ଜନ କୁମାର ନାଏକ) )ରାଜ୍ୟରେ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଆକ୍ରୋଶ ଶିକାର ହେଉଛନ୍ତି। ଯାହା ବଡ଼ଖବର ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କୁ ମିଥ୍ୟା…

ଦୁର୍ଗମ ଅଂଚଳ ରେ ପ୍ରାଣିଚିକିତ୍ସା ଓ ଟୀକାକରଣ ଶିବିର

Posted by - September 13, 2022 0
ହରଭଙ୍ଗା :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ପାହାଡ଼ ପର୍ବତ ଘେରା ଦୁର୍ଗମ ଅଂଚଳ ମରଡ଼ା ଓ ଅତଲସରା ଗ୍ରାମରେ ଆଜି ପ୍ରାଣିଚିକିତ୍ସା…