Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଢେମସା ଗ୍ରାମରେ ଗ୍ରାମବାସି ଓ ଯୁବଗୋଷ୍ଠିଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯକ୍ରମ

84 0

ବରଗଡ:(ରମାକାନ୍ତ ବିଶ୍ଵାଳ) ଓଡିଶାର ଭାତହାଣ୍ଡି ଭାବେ ସୁପରିଚିତ ବରଗଡ ଜିଲ୍ଲା ର ଅତାଵିରା ବ୍ଲକ ଅଧିନସ୍ଥ ଜାଙ୍ଗେଡ ଗ୍ରାମପଞ୍ଚାତର ଢେମସା ଗ୍ରାମର ଯୁବଗୋଷ୍ଠୀଙ୍କ ମିଳିତ ଉଦ୍ୟମ ରେ ଗ୍ରାମ ର ୩ ଏକର ସରକାରୀ ଜମିରେ ୨୫୦୦ ଚାରା ରୋପଣ କରାଯାଇଛି। ପରିବେଶ ସୁରକ୍ଷା , ଅସମୟ ରେ ବୃଷ୍ଟିପାତ ଅକ୍ସିଜେନ୍ ର ଅଭାବ ଆଦି ଅନେକ ସମସ୍ୟା ଆଖି ଆଗରେ ରଖି ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଶ୍ରବଣ କୁମାର ପରିଚ୍ଛା ,ଗ୍ରାମର ପଞ୍ଚାନନ ତ୍ରିପାଠୀ,ତୋଷ ଧର,ରମେଶ ମିର୍ଦ୍ଧା,କୃଷ୍ଣ ଚନ୍ଦ୍ର ପରିଛା,ମନୋଜ ନାଥ ,ଶଙ୍କର ଭୁଏ,ରଘୁନନ୍ଦନ ଧର ଏବଂ ସମସ୍ତ ଗ୍ରାମବାସୀ ଙ୍କ ସହଯୋଗ ରେ  ଆମ୍ବ,ନିମ୍ବ,ସାବୁନ, ପୋଟାସ,କୃଷ୍ଣଚୂଡ଼ା,ଇତ୍ୟାଦି ବୃକ୍ଷରୋପଣ କରିବାକୁ ଫରେଷ୍ଟର ଙ୍କୁ ଜଣାଇ ଅତି ଆଗ୍ରହର ସହ ବୃକ୍ଷରୋପଣ କରିଥିଲେ।

ସ୍ଥାନୀୟ ଦେବ୍ରିଗଡ ଫରେଷ୍ଟର ଲୋକେଶ୍ୱର ଭୋଇ ,ଗିରୀରାଜ କୁମ୍ଭାର ଓ ସରକାରୀ ନର୍ସରୀ କର୍ମଚାରୀ ରୋହିତ ମିର୍ଦ୍ଧା ଙ୍କ ଉପସ୍ଥିତ ଓ ସହଯୋଗରେ କାର୍ଯକ୍ରମ ଆରମ୍ଭ ହୋଇ ଖୁବ୍ ଆନନ୍ଦ ଉଲ୍ଲାସରେ ବୃକ୍ଷରୋପଣ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା ।ପ୍ରକୃତରେ ଏପରି ମନୋଭାବ ରଖି ଯଦି ସମସ୍ତେ ଗଛ ଲଗାଇଲେ ଆମ ପରିବେଶ ସହ ମୃତ୍ତିକା ସୁରକ୍ଷିତ ରହିବା ସହ ବର୍ଷା ମଧ୍ୟ ଅବିରତ ଭାବେ ହେବ ।

Related Post

ବୃଦ୍ଧଙ୍କ ଶବ ସତ୍କାର କଲେ ବିଜୁ ଯୁବ ବାହିନୀ

Posted by - July 14, 2020 0
ବରୀ:ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଧିନ ବାଲିଆ ପଂଚାୟତ ନହଣ ଗ୍ରାମର ବୃଦ୍ଧ କାର୍ତିକ ଚନ୍ଦ୍ର ଦାସ(୭୫)ଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ଦାସଙ୍କର ଏକମାତ୍ର ଦିବ୍ୟାଙ୍ଗ…

ଫାଟକ ଷ୍ଠେସନ ସଂର୍ଘଷ ସମିତି ତରଫରୁ ଆନ୍ଦୋଳନ

Posted by - August 9, 2022 0
ସମ୍ବଲପୁର :(ରାମାକାନ୍ତ ବିଶ୍ଵାଳ ) ସମ୍ବଲପୁର ସହରର ଅନ୍ୟତମ ପୁରାତନ ରେଲଷ୍ଠେସନ ଫାଟକ ଷ୍ଠେସନ କୁ ବନ୍ଦ କରାଯିବା ନିଷ୍ପତ୍ତି କୁ ନେଇ ପୁଣି ତେଜିଲା ଆନ୍ଦୋଳନ…

ନୀଳଗିରି କଂଗ୍ରେସ୍ ଭବନ ରେ, ବରିଷ୍ଠ କଂଗ୍ରେସ ନେତା ସ୍ଵର୍ଗତଃ କପିଳେନ୍ଦ୍ର ପୋଥାଳ ଙ୍କ ଏକାଦଶାହ ରେ ଶ୍ରଦ୍ଧାଞ୍ଜଳି ସଭା ।

Posted by - April 16, 2021 0
ନୀଳଗିରି:୧୫/୦୪/୨୦୨୧(ସୌମ୍ୟାସାଇ ବାରିକ)କିଷାନ କଂଗ୍ରେସ ର ରାଜ୍ୟ ସମ୍ପାଦକ, ଯଶୋଦା ନନ୍ଦନ ସିଂହ ଙ୍କ ଆବାହକତ୍ବରେ, ବରିଷ୍ଠ କଂଗ୍ରେସ୍ ନେତା ସ୍ବର୍ଗତ କପିଳେନ୍ଦ୍ର ପୁଥାଳ ଙ୍କ ଏକା ଦଶାହ…

ଚୁଲାରୁ ନିଆଁ ଉପରକୁ ଉଠି ଜଳିଗଲା ଟ୍ରକ

Posted by - January 12, 2020 0
ମୟୁରଭଞ୍ଜ:12/01( ସୀତାରାମ ଦୀକ୍ଷିତ) ଜଳିଗଲା ଟ୍ରକ।ମୟୂ୍ରଭଂଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ  ଜାତୀୟ ରାଜପଥ ୨୨୦ ନମ୍ଵର ପୁରୁଣପାଣି ଗାଁ ପାଖ ରାସ୍ତାକଡ ଢାବାନିକଟର ଘଟଣା।…

ଓଡିଶା ସାହିତ୍ୟ ଏକାଡେମୀ ସ୍ଵନକ୍ଷତ୍ର ଦିବସ ୨୦୨୨

Posted by - July 8, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ଓଡିଶା ସାହିତ୍ୟ ଏକାଡେମୀ ର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଯଥା – ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି…