Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଦୁଇ ଅସହାୟ ମହିଲାଙ୍କୁ ଥଇଥାନ କରାଇଲେ ସମାଜସେବୀ

317 0

“ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ।
ଅଭ୍ୟୁତଥାନମ୍ ଧର୍ମସ୍ୟ ତଦାତ୍ମାନଃ ସୃଜାମ୍ୟହମ୍ ।।
ପରିତ୍ରାଣାୟ ସାଧୁନାଃ ବିନାଶାୟ ଚ ଦୁଷ୍କୃତାମ୍ । ଧର୍ମ ସଂସ୍ଥା ପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।।”

ସମ୍ବଲପୁର/ବରଗଡ/ଅତାବିରା(୨୪/୭)ଦୀର୍ଘ ଛ ମାସ ଆଗରୁ ଏଣେତେଣେ ବୁଲି ଭିଖ ମାଗି ଅତି ଦୟନିୟ ଭାବରେ ଜିବନ ବିତାଉଥିବା ବରଗଡ ଜିଲ୍ଲା ଅତାବିରା ଏନ ଏ ସି ଭାଲୁପାଲି ଫାରମ ପଡା ସ୍ଥିତ ଦୁଇ ଅସହାୟ ଗରିବ ନିରିହ ମାଁ ଝିଅ ଙ୍କୁ ଗତକାଲି ଥଇଥାନ କରାଯାଇଛି ।ହେଲ୍ପ ଏଭର ସଂସ୍ଥାରୁ ବିଣାପାଣି ପଣ୍ଡା,ପ୍ରଭାକର ଗଡତିଆ,ଠାକୁର ଭାଇ ଙ୍କ ସହ ସଂକଲ୍ପ ପରିବାର ,ସ୍ଥାନିୟ ବାସିନ୍ଦା ଯୁବ ସମାଜସେବୀ ସୋନୁ ଦିପ ,ଏବଂ ଭରଷା ପରିବାର ଅତାବିରା ରୁ ସମାଜସେବୀ ଦୁର୍ଲ୍ଲଭ ଗଡତିଆ ଙ୍କ ମିଲିତ ସହଯୋଗରେ ଝାରସୁଗୁଡା ସ୍ଥିତ ମିଶନ ଆଶ୍ରା ଠାରେ ଥଇଥାନ କରାଯାଇଛି ।ଦୀର୍ଘ ଦିନରୁ ଏମାନଙ୍କ ସୁବିଧା ପାଇଁ ପ୍ରଚେଷ୍ଟା କରି ଆଜି ସଫଲତା ମିଲିଥିବାରୁ ନିଜକୁ ଗର୍ବିତ ମନେ କରିବା ସହ ବହୁତ ଖୁସି ଲାଗୁଛି ବୋଲି ଜଣାଶୁଣା ସମାଜସେବୀ ବିଣାପାଣୀ ପଣ୍ଡା ପ୍ରକାଶ କରିଛନ୍ତି ।


ସର୍ବପ୍ରଥମେ ବରଗଡ ଜିଲ୍ଲାପାଲ ଙ୍କ ଠାରେ ଏକ ଦାବୀପତ୍ର ଦେଇ ପରେ ଝାରସୁଗୁଡା ର ମିଶନ ଆଶ୍ରାସଂସ୍ଥାକୁ ସମ୍ପର୍କ କରି ନିଜ ଖର୍ଚ୍ଚ ରେ ଗାଡିଭଡା କରି ଏପରି ମହାନ କାମ କରିବା ସତରେ ଅତି ପୂଣ୍ୟକାମ ସହ ମାନବତାର ପରିଚୟ ପ୍ରଦାନ କରିଥାଏ । ଅତାବିରା ସ୍ଥାନିୟ ପ୍ରଶାସନ ଏବଂ ଜନ ପ୍ରତିନିଧି ,ତଥା ନେତା ମନ୍ତ୍ରୀଙ୍କର ଏପରି ଘଟଣା ନଜରରେ ନ ଆସିବା ଏକ ପ୍ରଶ୍ନବାଚୀ ସୃଷ୍ଟିକରେ ।କାରଣ ସେମାନେ ଜନସାଧାରଣଙ୍କ ହିତ ପାଇଁ କାମକରୁଥିବା ବେଲେ କେବଲ ଭୋଟ ସମୟରେ ତାଙ୍କ ପାଖକୁ ଯାଇଥାନ୍ତି ବୋଲି ସ୍ଥାନିୟ ଜନତା ଆରୋପ ଲଗାଇବା ସ୍ୱାଭାବିକ କଥା ଅଟେ ।


ସେ ଯାହାହେଉ ନା କାହିଁକି ପ୍ରସାଶନ ସରକାର ଜନପ୍ରତିନିଧି ସଜାଗ ହୁଅନ୍ତୁ ବା ନ ହୁଅନ୍ତୁ ଯେ ପର୍ଯ୍ୟନ୍ତ ଏପରି ଭଗବାନ ସଦୃଶ ମହାନ ସମାଜସେବୀ ଏ ଧରା ପୃଷ୍ଠରେ ବଞ୍ଚିରହିଥିବେ ସେ ପର୍ଯ୍ୟନ୍ତ ଗରିବ ଅସହାୟ ଦୁଖି ରୋଗି ଅନାଦର ହୋଇ ରହିବେ ନାହିଁ ।

Related Post

ବାଇକ୍‌ରେ ଯାଉଥିବା ବେଳେ ପକେଟରେ ଫାଟିଗଲା ମୋବାଇଲ

Posted by - December 4, 2019 40
ଜଣେ ବ୍ୟକ୍ତି ବାଇକରେ ଯାଉଥିବା ବେଳେ ତାଙ୍କ ପକେଟରେ ଥିବା ମୋବାଇଲ ଫୋନ୍‌ଟି ହଠାତ ଫାଟିଯାଇଥିଲା। ଏହି ବିସ୍ଫୋରଣରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ…

ଗରିବ ଅସହାୟ ବାଲକ ବାଲିକାଙ୍କୁ ବସ୍ତ୍ରଦାନ କଲେ ଜଣାଶୁଣା ସମାଜସେବୀ କୃଷ୍ଣଚନ୍ଦ୍ର ପ୍ରଧାନ

Posted by - August 8, 2022 0
ସମ୍ବଲପୁର/ବରଗଡ/ଅତାବିରା:ଦିନେ ସମାଜ ସେବା ପାଇଁ ବରଗଡ ଜିଲ୍ଲା ତଥା ଅତାବିରା ଅଞ୍ଚଲରେ ଏକ ଭିନ୍ନ ପରିଚୟ ସୃଷ୍ଟିକରି ଜନମାନସରେ ଚିର ଅମର ହୋଇ ରହିଯାଇଥିବା ଅତାବିରା ବ୍ଲକ…

ଉତ୍କଳମଣି ନିସ୍ଵାର୍ଥ ସେବା ସଂଗଠନ ପକ୍ଷରୁ ବନ୍ଧୁମିଳନ

Posted by - January 12, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ଉତ୍କଳମଣୀ ଗୋପବନ୍ଧୁ ଦାସ ଙ୍କ ନୀତି ଆଦର୍ଶରେ ପରିଚାଳିତ, ନୀଳଗିରି ଅଂଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ “ଉତ୍କଳ ମଣି ନିସ୍ଵାର୍ଥ ସେବା ସଂଗଠନ” ପକ୍ଷରୁ କାଠପାଳ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ ଷଷ୍ଠ ଶ୍ରେଣୀର ଛାତ୍ରୀ ଦିପ୍ସିଖା ଦାସ

Posted by - April 8, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ବିଶ୍ଵ ରେ ମହାମାରୀ ରୂପ ଧାରଣ କରି ଆସିଥିଲା ବେଳେ ମହାମାରୀ କରୋନା ପାଇଁ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଦୀପ୍ଶିଖା ଦାଶ ମୁଖ୍ୟମନ୍ତ୍ରୀଙ୍କ…

ଭାରି ବର୍ଷା ସତ୍ତ୍ୱେ ମାରବାଡି ଯୁବାମଞ୍ଚର ଅନ୍ନପୂର୍ଣା ପ୍ରସାଦ ଯୋଜନା ଜାରି

Posted by - August 18, 2022 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ରାଜ୍ଯ ସରକାର ଆହାର କେନ୍ଦ୍ର ମାଧ୍ୟମରେ ଅସହାୟ ଲୋକଙ୍କ ନିମନ୍ତେ ପାଞ୍ଚ ଟଙ୍କାରେ ଭାତ ଡ଼ାଲମା ଖାଇବାକୁ ଦେଇଥାଏ ସୋମବାର ଠାରୁ ଶନିବାର…