ଦ୍ରୌପଦୀ ମୁର୍ମୁ ଙ୍କୁ ଗୀତ ମାଧ୍ୟମରେ ଅଭିନନ୍ଦନ

120 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଭାରତର ରାଷ୍ଟ୍ରପତି ପଦ ପାଇଁ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଓଡ଼ିଆ ମାଟିର ଝିଅ ଦ୍ରୋପଦି ମୁର୍ମୁ  ବିଜୟୀ ହୋଇ ଦେଶର ପ୍ରଥମ ନାଗରିକ ହୋଇଛନ୍ତି। ଏହା ଘୋଷଣା ପରେ ଓଡିଶା ସମେତ ସାରା ଭାରତବର୍ଷରେ ବିଜୟ ଉତ୍ସବ ପାଳନ କରାଯିବା ସହ ଦ୍ରୋପଦି ମୁର୍ମୁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ଏହି କ୍ରମରେ ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରରେ ଥିବା ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ କେବିକେ ଗ୍ରୁପ ପକ୍ଷରୁ ନିଆରା ଢଙ୍ଗରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଯାଇଛି।  ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ  ସଂଗୀତ ନିର୍ଦେଶକ ଦୀନେଶ ମଳିକଙ୍କ ସଙ୍ଗୀତ ନିର୍ଦେଶନାରେ କେ.ବି.କେ ଗ୍ରୁପ ପକ୍ଷରୁ ଦ୍ରୌପଦୀ ମୁର୍ମୁ ଙ୍କୁ ଗୀତ ମାଧ୍ୟମରେ ଅଭିନନ୍ଦନ ଜଣାଯାଇଛି। ଦ୍ରୋପଦିଙ୍କ ଉଦେଶ୍ୟରେ ଲିଖିତ ସଙ୍ଗୀତ ଗାନ କରାଯିବା ସହିତ ପରସ୍ପର ପରସ୍ପରକୁ ମିଠା ଖୁଆଇ ବିଜୟ ଉତ୍ସବ ପାଳନ କରିଥିଲେ।

Related Post

କାଲି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ : ୬ ଲୋକସଭା, ୪୧ ବିଧାନସଭାରେ ହେବ ଭୋଟିଂ

Posted by - April 28, 2019 0
ଭୁବନେଶ୍ବର ୨୮/୪: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗତକାଲି ଶେଷ ହୋଇଛି ପ୍ରଚାର । ରାଜ୍ୟର ୬ ଲୋକସଭା ଓ ୪୧ ବିଧାନସଭା ଆସନରେ ଏହି…

ବିଂଝାରପୁର ବ୍ଲକ ସିଂହପୁର ପଂଚାୟତ ସମ୍ମୁଖରେ ଚାଲିଥିବା ଆମରଣ ଅନଶନ ପଞ୍ଚମ ଦିନରେ

Posted by - August 21, 2021 0
ଯାଜପୁର ଜିଲା ବିଂଝାରପୁର ବ୍ଲକ ସିଂହପୁର ପଂଚାୟତ ସମ୍ମୁଖରେ ଚାଲିଥିବା ଆମରଣ ଅନଶନ ପଞ୍ଚମ ଦିନରେ ପହଂଚିଛି ।ପୂର୍ବତନ ସରପଂଚ ନିରଂଜନ ବେହୁରିଆଙ୍କ ନେତୃତ୍ୱରେ ଅନଶନକୁ ପ୍ରତିଦିନ…

ଘୃଣ୍ୟ ମନ୍ତବ୍ୟ ମାମଲାରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାର ଙ୍କୁ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ

Posted by - September 21, 2022 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଘୃଣ୍ୟ ମନ୍ତବ୍ୟ ମାମଲାରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାର ଙ୍କୁ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ)ଘୃଣ୍ୟ ମନ୍ତବ୍ୟ ବା ହେଟ…

ସମ୍ବଲପୁରରେ ଉତ୍ସାହ ଉଦ୍ଦିପନାରେ ପାଳନ ହେଲା ପଶ୍ଚିମ ଓଡିଶାର କୃଷି ଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ

Posted by - September 1, 2022 0
ସମ୍ବଲପୁର:୦୧/୦୯(ରମାକାନ୍ତ ବିଶ୍ବାଳ)ଉତ୍ସାହ ଉଦ୍ଦିପନାରେ ପାଳନ ହେଲା ପଶ୍ଚିମ ଓଡିଶାର କୃଷି ଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ । ନିଦ୍ଧାରିତ ଲଗ୍ନ ଅନୁସାରେ ସମ୍ବଲପୁର ରେ ମାଁ ସମଲେଶ୍ଵରୀଙ୍କ…