Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଗନ୍ଦରୀ ପାଏନ ହାଏ ହାଏ କ୍ଷୁଦ୍ର ଚଲଚିତ୍ର ସୁଟିଂ ଶେଷ , ଅଗଷ୍ଟ ଦ୍ବିତୀୟ ସପ୍ତାହରେ ରିଲିଜ

99 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  କଳାହାଣ୍ଡି ଗାଁ ଗାଁ ରେ ବେଆଇନ ମଦ,ଓ ଆର୍ଥିକ ସମସ୍ୟା ଉପରେ ଆଧାରିତ କାରୁଣ୍ଡ ଟେଲିଫିଲ୍ମ ପ୍ରଯୋଜନା ରେ ସଚେତନତା ଧର୍ମୀ କ୍ଷୁଦ୍ର ଚଳଚିତ୍ର ଗନ୍ଦରୀ ପାନି ହାଏ ହାଏ ସୁଟିଂ କଳାହାଣ୍ଡି ଜିଲ୍ଲା ଆମପାଣି ର ସବୁଜ ବଣ ପାହାଡ଼ ଘେରା ସାହାଜଖୋଲ ଜଙ୍ଗଲ ପାଦଦେଶରେ ଥିବା ନୂଆପଡା ଗାଁ ନିକଟରେ ସୁଟିଙ୍ଗ ଚାଲିଥିବା ବେଲେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଆମପାଣି ଅଞ୍ଚଳ ର ଆରାଧ୍ୟ ଦେବ ପ୍ରଭୁ ବୁଢ଼ାରଜା ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ସୁଟିଂ ଆରମ୍ଭ ହୋଇଥିଲା।ଗ୍ରାମାଞ୍ଚଳରେ ଦେଶୀ ମଦ ଯୋଗୁଁ କେମିତି ପରିବାର ମଧ୍ୟରେ ଅଶାନ୍ତି ସହ ପରିବାର ନଷ୍ଟ ହେଉଛି ଏହି କଥାବସ୍ତୁ କୁ ନେଇ ଜନସାଧାରଣ ଙ୍କୁ ସଚେତନତା କରିବା ଏହି କ୍ଷୁଦ୍ର ଚଳଚ୍ଚିତ୍ର ର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

କ୍ଷୁଦ୍ର ଚଳଚ୍ଚିତ୍ର ଟି କୁ ପ୍ରଶାନ୍ତ ମୁନି ରଚନା କରିଥିବା ବେଳେ ପ୍ରଦୀପ ଡି ମାଝୀ ନିର୍ଦେଶନା ଦେଇଛନ୍ତି। ଗ୍ରାମାଞ୍ଚଳରେ ଲୁକ୍କାୟିତ ଥିବା କଳାକାର ଙ୍କୁ ଏହି କ୍ଷୁଦ୍ର ଚଳଚ୍ଚିତ୍ର ଜରିଆରେ ଲୋକଲୋଚନକୁ ଆଣିବା ମଧ୍ୟ ଲକ୍ଷ୍ୟ ରହିଥିବା ନେଇ କାରୁଣ୍ଡ ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। କ୍ଷୁଦ୍ର ଚଳଚ୍ଚିତ୍ରରେ କଳାକାର ଭାବେ ବରିଷ୍ଠ କଳାକାର ଗୋବର୍ଦ୍ଧନ ବାଗ, ପ୍ରଶାନ୍ତ ମୁନି, କୁମୁଦ ଚନ୍ଦ୍ର ପୁଝାରି, ଦୟାନିଧି ନାଏକ, ବିନୋଦ ସିଂ, ବ୍ରଜ ମୋହନ ପୁଝାରି, ଦୁଷ୍ମନ୍ତ ଦାସ, ପିଣ୍ଟୁ ଦାସ, ପ୍ରୀତି ରାଉତ ଓ ମିକୁ ଶିଶୁ କଳାକାର ନିଖୁଣ ଭାବେ ଅଭିନୟ କରିଥିବା ବେଳେ,ଅଗଷ୍ଟ ଦ୍ବିତୀୟ ସପ୍ତାହ ମଧ୍ୟରେ ରିଲିଜ ହେବ ବୋଲି ସୁଚନା ମିଳିଛି।କ୍ଷୁଦ୍ର ଚଳଚ୍ଚିତ୍ର ଗନ୍ଦରି ପାଏନ୍ ହାଏ ହାଏ ନିର୍ମାଣ ସମୟରେ ନୂଆପଡା ଗ୍ରାମବାସୀ ଙ୍କ ସହଯୋଗ ପ୍ରଶଂସନୀୟ ଥିଲା।

Related Post

ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମହାବାତ୍ୟା “ୟସ”ର ମୁକାବିଲା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି

Posted by - May 24, 2021 0
ଯାଜପୁର ଅଫିସ :ଗତ ୨୦ମାର୍ଚ୍ଚ ୨୦୨୦ମସିହାଠାରୁ ନିରବଚ୍ଛିନ୍ନ ଭାବରେ ଦେଶର ବିଭିନ୍ନ ସ୍ଥାନରେ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ଵାରା ପରିଚାଳିତ ଡ଼ଲଫିନ…

କେନାଲ ପୋଲ ଉପରୁ ଖସିଲା ସ୍କୁଟି; ଜଣେ ଗୁରୁତର ଓ ଅନ୍ୟ ଜଣେ ଆହତ

Posted by - September 29, 2019 24
ହାଟଡ଼ିହି, ୨୯/୦୯ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଛେନାପଦୀ ଛକରେ ଏକ ଅଭାବନୀୟ ଘଟଣା ଘଟିଛି ୲ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଛେନାପଦୀ ଛକ ଟାଙ୍କି…

ବେନକେରା ଠାରେ ରୋଟାରି କ୍ଲବ ତରଫରୁ ରାଜ୍ୟ ସଭ୍ୟ ସାଂସଦ ନିରଞ୍ଜନ ବିଶିଙ୍କ ସହଯୋଗରେ ମେଗା ସ୍ବାସ୍ଥ୍ୟ ଶିବିର

Posted by - September 20, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା)  ଖପ୍ରାଖୋଲ ବ୍ଲକ ଧଣ୍ଡ।ମୁଣ୍ଡ ପଞ୍ଚାୟତ ବେନକେରା ସେବା ଶ୍ରମ ଠାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ସହଯୋଗ ରେ…

ଦୁର୍ଘଟଣାରେ ୫ ସାମ୍ବାଦିକ ଆହତ

Posted by - December 10, 2019 0
ଅନୁଗୋଳ -( ମହେଶ ଭୋମରାଜ)ତୀର୍ଥ ଯାତ୍ରାରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦାର ୫ ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ…

ସୁବର୍ଣ୍ଣପୁର ଜିଲ୍ଳାରେ ବିଜେଡ଼ିର ବାଜିମାତ

Posted by - March 26, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର ପୌରପରିସଦ ଓ ତରଭା ,ବିନିକା ଏନ.ଏ.ସି ତିନୋଟି ସ୍ଥାନରେ ବିଜେଡି ପ୍ରାଥୀ ବିଜୟ ହୋଇଛନ୍ତି । ସୋନପୁର ପୌରପରିସଦ…