ପୁଣି ପ୍ରେମ ଆଉ ପ୍ରତାରଣାର ଶିକାର ଆଉ ଏକ ନାରୀ , ଦୁଇ ମାସର ଗର୍ଭବତି ପ୍ରେମିକାଙ୍କୁ ଘରକୁ ପଶାଇ ଦେଉ ନାହିଁ ପ୍ରେମିକ

135 0

ସୋନପୁର :(ଅଜିତ କୁମାର ପୂଜାହାରୀ) ଦୁଇ ମାସର ଗର୍ଭବତି ପ୍ରେମିକାଙ୍କୁ ଘରକୁ ପଶାଇ ଦେଉ ନାହିଁ ପ୍ରେମିକ । ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା । ନ୍ୟାୟ ନ ପାଇଲେ ଆତ୍ମହତ୍ୟା ଦେବାକୁ ଧମକ । ଏଭଳି ଏକ ଅଭିଯୋଗରେ ସୋନପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୌଦ୍ଧ ଜିଲ୍ଲାର ଜଣେ ଯୁବତୀ । ଅଭିଯୋଗ ଅନୁସାରେ ବୀରମହାରାଜପୁର ଥାନା କୁମରକେଲି ଗାଁର ନିରଞ୍ଜନ ଖୁରାଙ୍କୁ ପୁଅ ସଂପୃକ୍ତ ଯୁବତୀଙ୍କ ସହିତ ପ୍ରେମ କରିବା ସହ ତାଙ୍କୁ ବିବାହ ପାଇଁ ପ୍ରତିଶୃତି ଦେଇଥିଲେ । ଉଭୟଙ୍କ ମଧ୍ୟରେ ଶାରିରିକ ସଂପର୍କ ମଧ୍ୟ ଗଢ଼ି ଉଠିଥିଲା ।କିନ୍ତୁ ଯୁବତି ଜଣକ ଯେତେବେଳେ ଯୁବକଙ୍କ ଘରକୁ ଯିବା ପାଇଁ କହିଲେ ଯୁବକ ତାକୁ ନେବା ପାଇଁ ମନା କଲେ ।

ଏମିତିକି ଯୁବତୀଙ୍କ ଚାରୀ ମାସର ଗର୍ଭକୁ ମଧ୍ୟ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଏନେଇ ବୀରମହାରାଜପୁର ଥାନାରେ ଯୁବତି ଜଣକ ଲିଖିତ ଅଭିଯୋଗ କରିଥିଲେ ହେଁ ପୋଲିସ ପକ୍ଷରୁ ଉଭୟଙ୍କୁ ବୁଝା ସୁଝା କରି ଛାଡି ଦେଇଥିଲା । ପରେ ପୁଣି ଯୁବକ ଜଣକ ପ୍ରତାରଣା କରିବା ସହ ତାଙ୍କୁ ଗ୍ରହଣ କରିନଥିଲେ । ଏବେ ପୁଣି ଦୁଇ ମାସର ଗର୍ଭବତି ଥିବାବେଳେ ସେ ନ୍ୟାୟ ଦାବି କରିଛନ୍ତି । ନଚେତ ଆତ୍ମାହୁତି ଦେବାକୁ ବାଧ୍ୟ ହେବି ବୋଲି ଚେତାବନି ଦେଇଛନ୍ତି ।

 

Related Post

ନିରାଡମ୍ବର ଭାବେ ବିଜୁ ଜୟନ୍ତୀ ପାଳିତ

Posted by - March 5, 2022 0
ମାଲକାନଗିରି :(ଅବଦୁଲ ଗନି)କୁଡୁମୁଲୁଗୁମ୍ମା ସ୍ତିତ ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟାଳୟ ରେ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ନିରାଡମ୍ବର ଭାବେ…

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - April 25, 2021 0
ଯାଜପୁର ବ୍ଳକ ଶ୍ୟାମଦାସପୁର ପଂଚାୟତ କୁଜାହାଲା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯାଜପୁର ବିଧାୟକ…

ତେଲେନପାଲି ରେ ସ୍ୱୟଂ ସହାୟକ ଦଳ ଦକ୍ଷତା ବିକାଶ ତାଲିମ ଶିବିର

Posted by - July 28, 2022 0
ଖପ୍ରାଖୋଲ: ୨୭/୦୭(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦେବଦତ୍ତ କ୍ଲବ ଏବଂ ନାବାର୍ଡ ବଲାଙ୍ଗିର ସହାୟତା ରେ ସ୍ୱୟଂ ସହାୟକ ଗୋଷ୍ଠୀର…

ଜଳ ଶକ୍ତି ଅଭିଯାନ ନୋଡାଲ ଅଧିକାରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

Posted by - July 13, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ବର୍ଣ୍ଣପୁର ଜିଲ୍ଲାକୁ ଜଳ ଶକ୍ତି ଅଭିଯାନ ର କେନ୍ଦ୍ର ନୋଡାଲ ଅଧିକାରୀ ତଥା ନିର୍ଦେଶକ ବନ୍ଦର ଓ ଜାହାଜ ଚଳାଚଳ, ଜଳ ମାର୍ଗ ଶ୍ରୀଯୁକ୍ତ…

ବେଦାନ୍ତ ନନ୍ଦଘର ମମତା ହିମସ ତରଫରୁ ଅନ୍ତର୍ଜାତୀୟ ପ୍ଲାଷ୍ଟିକ ମୁକ୍ତ ଦିବସ ପାଳନ

Posted by - July 3, 2022 0
ମୁନିଗୁଡା: (ରମାକାନ୍ତ ପଡାଲ )ରାୟଗଡା ହାଟମୁନିଗୁଡା ଗ୍ରାମ ପଞ୍ଚାୟତ ର ବକ୍ସି ସିରିପୁର ନନ୍ଦ ଘର ( ଅଙ୍ଗନବାଡି କେନ୍ଦ୍ର ) ଠାରେ ଅନ୍ତର୍ଜାତୀୟ ପ୍ଲାଷ୍ଟିକ ମୁକ୍ତ…