Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ସରକାରୀ ନିଷ୍ପତ୍ତି କୁ ମାନୁନାହିଁ ମହାନଦୀ କୋଇଲା କମ୍ପାନୀ

448 0

ସରକାରୀ ନିଷ୍ପତ୍ତି କୁ ମାନୁନାହିଁ ମହାନଦୀ କୋଇଲା କମ୍ପାନୀ । ଫଳରେ ହୋଇ ପାରୁନି କୋଇଲା ଖଣି କର୍ତ୍ତୃପକ୍ଷ ଓ ଖଣି କ୍ଷତିଗ୍ରସ୍ତ ମଧ୍ୟରେ ନିଯୁକ୍ତି କ୍ଷତିପୂରଣ ଓ ଥଇଥାନ ର ସମାଧାନ । ଯାହାର ପ୍ରତିବାଦ ଆଜି ପୁଣି ଦେଖିବାକୁ ମିଳିଛି ଅନୁଗୋଳ ରେ ।ଗତ 2018 ମସିହାରେ ହୋଇଥିବା RPDAC ବୈଠକରେ ର ନିଷ୍ପତି କାର୍ଯ୍ୟ ରେ ଲଗାଉ ନାହିଁ କମ୍ପାନୀ । ଖାଲି ସେତିକି ନୁହଁ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ଆଇନ 2006 ମଧ୍ୟ କଯ୍ୟ କାରୀ କରୁ ନାହିଁ କମ୍ପାନୀ । ଯାହା ବିରୁଦ୍ଧରେ ଅନୁଗୋଳ ଜିଲାପାଳ ଅଫିସ ସମ୍ମୁଖରେ ପ୍ରତିବାଦ କରିଛି ତାଳଚେର ସୁରକ୍ଷାମଞ୍ଚ ।

ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ନେତୃତ୍ୱ ରେ ସହ ସହ ଜମି ହରା କମ୍ପାନୀ ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । 17 ମାସ ତଳେ ହୋଇଥିବା ନିସ୍ପତି କୁ ତୁରନ୍ତ କଯ୍ୟକାରୀ କରାଇ ବାକୁ ସେମାନେ ଦାବି କରିଛନ୍ତି । ଏନେଇ ଜିଲା ପ୍ରଶାସନ ତୁରନ୍ତ ହସ୍ଥକ୍ଷପ କରି ସମାଧାନ ନ କେଲେ ଖଣି ବନ୍ଦ କରିଦେବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।

Related Post

ଘରକୁ ଘର ବୁଲି ନିଜ ସପକ୍ଷରେ ମତଦାନ କରିବାକୁ ପ୍ରାର୍ଥୀଙ୍କ ନିବେଦନ ।

Posted by - April 16, 2019 0
ଯାଜପୁର :୧୫/୦୪ ଯାଜପୁର ସଂସଦୀୟ କ୍ଷେତ୍ରର ସାତଗୋଟି ବିଧାନସଭା ଆସନ ମଧ୍ୟରୁ ଯାଜପୁର ନିର୍ବାଚନମଣ୍ଡଳୀ ଉପରେ ଏବେ ସମସ୍ତଙ୍କ ନଜର । ଏହି ଆସନରେ ଏଥର ୭ଜଣ…

ବାଲି କୁଟି ପଞ୍ଚାୟତରେ ବିଜେପିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

Posted by - November 14, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିକୁଟି ପଞ୍ଚାୟତରେ ବିଜେପି କର୍ମୀ ସମ୍ମିଳନୀ ବାଲିକୁଟି ଗ୍ରାମର ନରୁତ୍ତମ ଗିରୀଙ୍କ ବାସଭବନରର ଅନୁଷ୍ଠିତ ହୋଇଯାଇଛି।ମଣ୍ଡଳ ସଭାପତି ଲକ୍ଷ୍ମୀଧର ପ୍ରଧାନଙ୍କ ସଭାପତିତ୍ବରେ…

ବିଂଝାରପୁର ବ୍ଳକ ବିତନା ପଂଚାୟତର ବିଜେଡି ସଭାପତି ରମେଶ ଚନ୍ଦ୍ର ମଲ୍ଲିକ ନିଲମ୍ବିତ

Posted by - February 7, 2022 0
ଯାଜପୁର ବିଂଝାରପୁର ବ୍ଳକ ବିତନା ପଂଚାୟତ ର ବିଜେଡି ସଭାପତି ରମେଶ ଚନ୍ଦ୍ର ମଲ୍ଲିକ ଙ୍କୁ ନିଲମ୍ବିତ କଲେ ଜିଲା ସଭାପତି ସରୋଜ ମହାପାତ୍ର। ଦଳୀୟ ଶୃଙ୍ଖଳା…

ଶେଷ ହେଲା ନାମାଙ୍କନ ପ୍ରକ୍ରିୟା,ଖପ୍ରାଖୋଲ ବ୍ଲକ ରେ ବିଭିନ୍ନ ପଦବୀ ପାଇଁ ୬୮୩ ନାମାଙ୍କନ ପତ୍ର ଦାଖଲ

Posted by - January 21, 2022 0
ଖପ୍ରାଖୋଲ:(ତାପସ ରଂଜନ ବେହେରା) ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଖପ୍ରାଖୋଲ ବ୍ଲକ ରେ ନାମାଙ୍କନ ପ୍ରକ୍ରିୟା ଶୁକ୍ରବାର ଶେଷ ଦିନ ଥିଲା। ଗତ ୧୭ ତାରିଖ ରୁ…

ଭୁବନେଶ୍ବର ରେ ଗରଜିଲେ ମୋଦୀ

Posted by - April 17, 2019 0
ଭୁବନେଶ୍ୱର  : ଭୁବନେଶ୍ୱର ଦଳୀୟ ସମାବେଶରେ ଖୋର୍ଦ୍ଧାରେ ବିଜେପି ନେତା ହତ୍ୟା ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଥିଲେ ଦୁଇ…

There are 1 comments

Leave a comment

Your email address will not be published.