କେସିଙ୍ଗା ବିଜେପି ନଗର ମଣ୍ଡଳ ତରଫରୁ ଶ୍ରୀମତୀ ଦ୍ରୌପତି ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ କରାଗଲା

91 0

କେସିଙ୍ଗା :(ପିତେଶ କୁମାର ପଟେଲ) ଓଡ଼ିଆ ମାଟିର ଗର୍ବ ତଥା ଓଡ଼ିଶାର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବରେ ଭାରତର ୧୫ ତମ ରାଷ୍ଟ୍ରପତି ଭାବରେ ବିଜୟଲାଭ କରିଛନ୍ତି। ଏହି ଅବସରରେ କେସିଙ୍ଗା ନଗର ବିଜେପି ମଣ୍ଡଳ ତରଫରୁ କେସିଙ୍ଗା ସହରରେ ଫଟାକା ଫୁଟାଇ ଓ ଲଡୁ ବଣ୍ଟନ କରି ବିଜୟ ଉତ୍ସବ ପାଳନ କରିଥୀଲେ। ଏହି ଅବସରରେ ଉପସ୍ଥିତ ଥିଲେ କେସିଙ୍ଗା ନଗର ବିଜେପି ମଣ୍ଡଳର ସଭାପତି ଓ ସମସ୍ତ ସଭ୍ଯଗଣ।

Related Post

ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Posted by - May 17, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଞ୍ଜାମ ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରେ ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି।ମୃତ କର୍ମଚାରୀ ଜଣକ ହେଲେ କେନ୍ଦୁଝର ଜିଲ୍ଲାର ଦୟାନିଧି…

ମିଲିଳା ନିଖୋଜ ନାବାଳକର ମୄତଦେହ

Posted by - January 12, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ମିଳିଲା ପାଓ୍ବାର କେନାଲରେ ଭାସିଯାଇଥିବା ନାବାଳକର ମୃତହେହ | ଦୀର୍ଘ ଦିନର ସର୍ଚ୍ଚ ଅପରେସନ ପରେ ଆଜି ନାବାଳକର ମୃତ ଦେହ ଉଦ୍ଧାର ହୋଇଥିବା…

୨୦ ରୁ ୨୫ ଲକ୍ଷ ଟଙ୍କାର କୀଟନାଶକ ଔଷଧ ରାୟପୁରରୁ ଆସୁଥିବା ସମୟରେ ଅଟକ

Posted by - August 8, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୁଆବଜାର ଠାରେ ଆନୁମାନିକ ୨୦ ରୁ ୨୫ ଲକ୍ଷ ଟଙ୍କାର କୀଟନାଶକ ଔଷଧ ରାୟପୁରରୁ ଆସୁଥିବା ସମୟରେ…

ମୋଟର ଚାଳକ ସଙ୍ଘ ଯାଜପୁର ଶାଖା ର ଏକ ବୈଠକ ଅନୁଷ୍ଠିତ 

Posted by - June 4, 2022 0
ଯାଜପୁର:ଯାଜପୁର ଅଫିସର କ୍ଲବ ପରିସରରେ ଓଡିଶା ମୋଟର ଚାଳକ ସଙ୍ଘ ଯାଜପୁର ଶାଖା ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ବୈଠକରେ ମୁଖ୍ୟତଃ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଦାବି ସମ୍ପର୍କରେ ବାରମ୍ବାର ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥଲେ ମଧ୍ୟ ଆଜି ପର‌୍ୟ୍ୟନ୍ତ ପୁରଣ ହୋଇ ପାରିନି ତେଣୁ ଆଗାମୀ ଦିନରେ ଆନ୍ଦୋଳନ କୁ ତୀବ୍ର ତର କରାଯିବ ବୋଲି ଚେତାବନୀ ଦିଆଯାଇଛି। ।