ଓଡ଼ିଆ ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରିଥିବାରୁ ଆଜି ନବରଙ୍ଗପୁର ସହରରେ ବିଜୟ ଉତ୍ସବ ପାଳନ

83 0

ନବରଙ୍ଗପୁର: (ବେଣୁ ଗୋପାଳ ରାଓ) ଭାରତର ୧୫ତମ ରାଷ୍ଟ୍ରପତି ରୂପେ ଓଡ଼ିଆ ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରିଥିବାରୁ ଆଜି ନବରଙ୍ଗପୁର ସହର ଠାରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଓ ଡାବୁଗାଁ ନିର୍ବାଚନ ମଣ୍ଡଳୀ ତରଫରୁ ବିଜୟ ଉତ୍ସବ ପାଳନ କରାଯାଇଥିଲା ଏହି ଅବସରରେ ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ,ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ରାଜ୍ୟ ବିଜେଡି ର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମୋତିରାମ ନାୟକ,ବିଜୁ ମହିଳା ଜନତା ସଭାପତି ଶ୍ରୀମତୀ ମଞ୍ଚୁଳା ମାଝୀ,ବରିଷ୍ଠ ବିଜେଡି ନେତା ନାରାୟଣ ପାତ୍ର,ନବରଙ୍ଗପୁର ନଗର ଉପାଧ୍ୟକ୍ଷା ଶ୍ରୀମତୀ ସୌମ୍ୟା ମହାପାତ୍ର, ତେନ୍ତୁଳିଖୁଣ୍ଟି,ନନ୍ଦାହାଣ୍ଡି,ନବରଙ୍ଗପୁର, କୋଷାଗୁମୁଡା ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ/ଉପାଧ୍ୟକ୍ଷା,ତେନ୍ତୁଳିଖୁଣ୍ଟି ଜୋନ୍୧ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ କୃଷ୍ଣା ମଞ୍ଜରୀ ବିଷୋୟୀ, ନନ୍ଦାହାଣ୍ଡି ଜୋନ୍୨ଜିଲ୍ଲା ପରିଷଦ ସଭ୍ୟ ଅରୁଣ ମିଶ୍ର,ନବରଙ୍ଗପୁର ନଗର ର ୧୭ଟି ଓ୍ଵାର୍ଡ଼ର କାଉନସିଲର,ନବରଙ୍ଗପୁର ନଗର ସଭାପତି ପ୍ରମୋଦ ରଥ,ତେନ୍ତୁଳିଖୁଣ୍ଟି ବ୍ଲକ ସଭାପତି ପ୍ରଫୁଲ୍ଲ ନାଗ,ନନ୍ଦାହାଣ୍ଡି ବ୍ଲକ ସଭାପତି ଦୟା ବିଷୋୟୀ, ପାପଡାହାଣ୍ଡି ବ୍ଲକ ସଭାପତି ବିଦ୍ୟା ମଲ୍ଲିକ, କୋଷାଗୁମୁଡା ବ୍ଲକ ସଭାପତି ପ୍ରଶାନ୍ତ ବକ୍ସି,କୋରାପୁଟ ଜୋନ୍ ଯୁବ ବିଜେଡି ସଭାପତି ତାପସ ତ୍ରିପାଠୀ,ଜିଲ୍ଲା ଯୁବ ବିଜେଡି ସଭାପତି ଶିବା ବିଷୋୟୀ ,ପୂର୍ଣଚନ୍ଦ୍ର ମହାପାତ୍ର, , ସୁନିଲ ସାହୁ, ଲାଲୁ ତ୍ରିପାଠୀ ପ୍ରମୁଖ ସହିତବିଜୁ ଜନତା ଦଳର ବରିଷ୍ଠ ଓ ଯୁବ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।

 

Related Post

ଆରମ୍ଭ ହେଲା ଆମ ଗାଁ ଆମ ବିକାଶର ‘ପିଠା ଯୋଜନା’

Posted by - December 5, 2018 2
ଭୁବନେଶ୍ୱର: ଏଥର ପ୍ରତି ପଞ୍ଚାୟତରେ ଆରମ୍ଭ ହେବ ପିପୁଲ୍ସ ଏମ୍ପାଓ୍ୱାରମେଣ୍ଟ ଏନାବ୍ଲିଂ ଟାନ୍ସପରେନ୍ସି ଆଣ୍ଡ୍‌ ଆକାଉଣ୍ଟେବିଲିଟି ଅଫ୍ ଓଡ଼ିଶା ଇନିସିଏଟିଭସ୍‌ ବା ‘ପିଠା ଯୋଜନା’। ‘ଆମ ଗାଁ…

ଗଣେଶ ପୂଜା ଓ ନୂଆଖାଇ ପାଳନ

Posted by - September 10, 2021 0
ମାଥିଲି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ରେ ଭିବିନ୍ନ ସ୍ଥାନରେ ଗଣେଶ ପୂଜା କରାଯାଇଥିବା ବେଳେ, ମାଥିଲି ବ୍ଲକ ଅନ୍ତର୍ଗତ ଦଳପତି ଗୁଡା ଗ୍ରାମପଂଚାୟତର ଆଦିବାସୀ ସମ୍ପ୍ରଦାୟର…

ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ ଙ୍କ ବୌଦ୍ଧ ଗସ୍ତ

Posted by - November 22, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ ) ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ରେଗା ଗୀତାରାଣୀ ପଟ୍ଟନାୟକ ,ୟୁନିସେଫ ରାଜ୍ୟ ପରାମର୍ଶଦାତ୍ରୀ ଦେବୀକା ସାହୁ ,ପ୍ରୋଗ୍ରାମ ମ୍ୟାନେଜର…

ବ୍ଲକସ୍ତରୀୟ ସ୍ଵାସ୍ଥ୍ୟମେଳା କମିଟି ବୈଠକ

Posted by - April 16, 2022 0
ସୋନପୁର :(ଅଜିତ କୁମାର ପୂଝlରୀ)ଆସନ୍ତା ୧୯ ଏପ୍ରିଲ ମଙ୍ଗଳବ‍ାର ଦିନ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଦ୍ଵାରା ଲଚ୍ଛିପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସୋନପୁର ବ୍ଲକସ୍ତରୀୟ ସ୍ଵାସ୍ଥ୍ୟମେଳା…

ଟିଟିଲାଗଡ଼ ବ୍ଲକ ଚାଣ୍ଟିପଲା ହାଇସ୍କୁଲ ଠାରେ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର

Posted by - June 3, 2022 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ପୁସ୍ତକ ହିଁ ଜିବନକୁ ପ୍ରଭାବିତ କରି ମାର୍ଗଦର୍ଶନ ଦେଇଥାଏ। ଛାତ୍ର ଛାତ୍ରୀଙ୍କ ବୌଦ୍ଧିକ ଜ୍ଞାନର ବିକାଶ ସହିତ ଭାଷା ଓ ଭାବକୁ ପ୍ରଭାବିତ…