ବଅଁରପାଳ ଥାନା ଅନ୍ତର୍ଗତ ନୁଆହତା ବ୍ରିଜ ପାଖରେ ସନ୍ଧ୍ୟା ୬ ଘଟିକା ସମୟରେ ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଚାଲି ଚାଲି ଯାଉଥିବା ଜଣେ ପଥଚାରିଙ୍କ ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ! ରାସ୍ତାରେ ଯାଉଥିବା ସମୟରେ କେହି ଧକ୍କା ଦେଇ ପଳାଇ ଯାଇଥିବା ସୂଚନା।ମୃତ ଯୁବକଙ୍କ ଘର ଭାଗବତପୁର ଗ୍ରାମର ବିଜନ ପ୍ରଧାନ ବୋଲି ଜଣାପଡିଛି ।
