ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ।

372 3

ବଅଁରପାଳ ଥାନା ଅନ୍ତର୍ଗତ ନୁଆହତା ବ୍ରିଜ ପାଖରେ ସନ୍ଧ୍ୟା ୬ ଘଟିକା ସମୟରେ ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଚାଲି ଚାଲି ଯାଉଥିବା ଜଣେ ପଥଚାରିଙ୍କ ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ! ରାସ୍ତାରେ ଯାଉଥିବା ସମୟରେ କେହି ଧକ୍କା ଦେଇ ପଳାଇ ଯାଇଥିବା ସୂଚନା।ମୃତ ଯୁବକଙ୍କ ଘର ଭାଗବତପୁର ଗ୍ରାମର ବିଜନ ପ୍ରଧାନ ବୋଲି ଜଣାପଡିଛି ।

Related Post

ଯାଜପୁର ଜିଲ୍ଲାରେ ଅମ୍ପାଂନ ବାତ୍ୟା ବିଶେଷ ପ୍ରଭାବ ପକାଇପାରିନାହିଁ

Posted by - May 21, 2020 0
ଯାଜପୁର : ୨୧ ।୫: ଅମ୍ପାଂନ ବାତ୍ୟାରେ ଜିଲ୍ଲାର ବିଶେଷ କ୍ଷୟକ୍ଷତି ହୋଇ ନାହିଁ ବୋଲି ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟ…

ଖବରକାଗଜ ବିତରକଙ୍କ ପରଲୋକ

Posted by - December 25, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଗ୍ରାମର ଖବରକାଗଜ ବିତରକ ଚନ୍ଦ୍ର ନାରାୟଣ ସାହୁ(ଘୁଣ୍ଡୁ) ୪୭ ବର୍ଷ ବୟସରେ ଶୁକ୍ରବାର ସଂଧ୍ୟା ୭ଘଟିକା ସମୟରେ…

ନୃତ୍ୟ ଶିକ୍ଷକ ଏବଂ ଅନୁଷ୍ଠାନର ମାଲିକ ମାନଙ୍କର ଏକ ବୈଠକ

Posted by - January 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଗାୟତ୍ରୀ ମଣ୍ଡପ ପରିସରରେ ଜିଲାର ନୃତ୍ୟ ଶିକ୍ଷକ ଏବଂ ଅନୁଷ୍ଠାନର ମାଲିକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ସାଂସଦ ଅଂଚଳ ଦାସ, ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ ଏବଂ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳିକ ଯୋଗ ଦେଇ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ଛାତ୍ର ଛାତ୍ରୀ ମାନଙ୍କର କଳାର ବିକାଶ ପାଇଁ ନୃତ୍ୟୁ ଗୁରୁ ମାନଙ୍କର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ । ଏହି ଅବସରରେ ମା ବିରଜା ନୃତ୍ୟ ଗୋଷ୍ଠୀ ମାଲିକ ଓ ଶିକ୍ଷକ ସଂଘ ଗଠନ କରାଯାଇଥିଲା,ଏହାର ସଭାପତି ଭାବେ ଦୀପକ ନାୟକ ଏବଂ ସଂପାଦକ ଚନ୍ଦନ କୁମାର ସାହୁ ମନୋନୀତ ହୋଇଥିଲେ । ଏହି ବୈଠକରେ ଜିଲାର ୫୦ରୁ ଉର୍ଦ୍ଧ ନୃତ୍ୟ ଶିକ୍ଷକ ଓ ମାଲିକ ଯୋଗ ଦେଇଥିଲେ ।

Leave a comment

Your email address will not be published.