ମାତୃଶକ୍ତି ମହିଳା ମହାସଂଘ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

117 0

ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ମୂର୍ସୁନ୍ଧି ଗ୍ରାମ ପଞ୍ଚୟତର ଟୁଟୁସିଙ୍ଗା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ରେ ମାତୃଶକ୍ତି ମହିଳା ବ୍ଲକ ସ୍ତରୀୟ ମହାସଂଘ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମହାସଂଘ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା ଗଣ ଓ ସ୍କୁଲ ଛାତ୍ରୀ ମାନେ ବୃକ୍ଷ ରୋପଣ କରିଥିଲେ । ମିଶନ୍ ଶକ୍ତିର ଜିଲ୍ଲା ସଂଯୋଜକ ଶ୍ରୀ ଦେବଦତ୍ତ ମିଶ୍ର, ଓଡ଼ିଶା ଆଜୀବିକା ମିଶନର ଜିଲ୍ଲା ସଂଯୋଜକ ଫ୍ରାନସିସ ବାର୍ଲା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣି ଶ୍ରୀମତୀ ମିନତି ଦେଓ, ପ୍ରଧାନ ଶିକ୍ଷକ ଶ୍ରୀ ରାଧାମୋହନ ମହନା , ବ୍ଲକ୍ ସଂଯୋଜିକା ଶ୍ରୀମତି ସସ୍ମିତା ବାଦୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Related Post

ବରିଷ୍ଠ ନାଗରିକ ସଂଘ ବୈଠକ

Posted by - August 8, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ର ଏକ ଜରରୀକାଳୀନ ବୈଠକ ସ୍ଥାନୀୟ ଅଣ ଗେଜେଟେଡ କର୍ମଚାରୀ ସମ୍ମନୱ ସମିତି ସଭାଗୃହ…

ମୁଖ୍ୟମନ୍ତ୍ରୀ ଙ୍କ ଭରଚୁଆଲ ମାଧ୍ୟମ ରେ 22ଟି ଜିଲ୍ଲା ରେ 55ଟି ଅତ୍ୟାଧୁନିକ ବସ ଷ୍ଟାଣ୍ଡ ଭିତ୍ତି ପ୍ରସ୍ତର ସ୍ଥାପନ

Posted by - December 24, 2021 0
ବୌଦ୍ଧ (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ର ହରଭଙ୍ଗା ଓ କଣ୍ଟାମାଳ ରେ ହେବ ଅତ୍ୟାଧୁନିକ ବସ ଷ୍ଟାଣ୍ଡ। ଖବର କାଗଜ ହକର ଙ୍କ ଖାତାକୁ ଗଲା…

ବିଶ୍ଵ ହିନ୍ଦୁ ପରିଷଦ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

Posted by - August 10, 2022 0
ସୋନପୁର :(ଅଜିତ କୁମାର ପୂଜାହାରି)  ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ମଝିପଡ଼ା ପ୍ରାଙ୍ଗଣ ରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ…

ମାଇକ୍ରୋଫାଇନାସ୍ କମ୍ପାନିର କର୍ମଚାରି ମହିଳାଙ୍କୁ ଜୁଲମ୍

Posted by - July 4, 2021 0
ବୌଦ୍ଧ:( ଚିତ୍ତରଂଜନ ସିଂ) ରବିବାର ଦିନ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କ ରୁ ସତାଧିକ ମହିଳା micro finance କମ୍ପାନୀ ବିରୋଧ ରେ ଯୁଦ୍ଧନ୍ଦେହୀ ଡାକରା ଦେଇ…

ବେଲଗୁଣ୍ଠା ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତୀକୁ ପୋଷ୍ୟଭାବେ ଗ୍ରହଣ କଲେ ବ୍ରହ୍ମପୁର ବିଏନ୍ ଏନସିସି

Posted by - August 13, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବିଭିନ୍ନ ସ୍ଥାନରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତୀ ଗୁଡି଼କ ଅବହେଳିତ ହୋଇ ପଡ଼ି ରହିବା ସହିତ ନଷ୍ଟ ମଧ୍ୟ ହୋଇଯାଉଛି I ଏହାକୁ…