ୟୁନିସେଫ ପକ୍ଷରୁ ସ୍ୱଚ୍ଛତା ରଥ ଉଦଘାଟିତ

154 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ପ୍ରୀତିପୁର ପଂଚାୟତରେ ୟୁନିସେଫ ପକ୍ଷରୁ ସ୍ୱଚ୍ଛତା ରଥ ଉଦଘାଟିତ ହୋଇଛି ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ରଂଜିତା କୁମାରୀ ଦାସ ଓ  ୟୁନିସେଫର ଜିଲା ସଂଯୋଜକ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ ଗାଁ କୁ କିପରି ସୁନ୍ଦର ଓ ସ୍ୱଚ୍ଛ ରଖାଯାଇପାରିବ ସେ ନେଇ ଲୋକଙ୍କୁ ସଚେତନ କରିବ ଏହି ରଥ। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଲୋକପ୍ରତିନିଧି ମଧ୍ୟ ସାମିଲ ହୋଇଥିଲେ।

 

Related Post

ଦୁଇଟି ସ୍ଥାନରୁ ୬୫ କିଲୋ ଗଂଜେଇ, କାର ଓ ବାଇକ ଜବତ ସହ ୪ ଗଞ୍ଜେଇ ମାଫିଆକୁ ଗିରଫ

Posted by - May 23, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ଭିନ୍ନ ଭିନ୍ନ ଦୁଇଟି ସ୍ଥାନରୁ ବିପୁଳ ପରିଣାମର ଗଂଜେଇ ସହ ଚାଲାଣ ରେ ବ୍ୟବହୃତ କାର ଓ ବାଇକ ଜବତ ସହ୪ ଜଣ…

ବେଲଗୁଣ୍ଠା ରେ ଦଶମ ଶ୍ରେଣୀ ପାସ୍ ହାର ସର୍ବୋତ୍ତମ

Posted by - June 26, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି । ବିନା ପରୀକ୍ଷାରେ ପ୍ରକାଶିତ ହୋଇଥିବା ପରୀକ୍ଷା…

ବରୀରେ ଦୁଇ ସମାଜସେବୀଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

Posted by - March 30, 2020 15
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି) ଯୁବ ସମାଜସେବୀ ତଥା କଂଗ୍ରେସ ନେତା ଉମେଶ ଚନ୍ଦ୍ର ଜେନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 50 ହଜାର ଟଙ୍କା ପ୍ରଦାନ କରିଛନ୍ତି…

ମଦ ବିକ୍ରେତା ଓ କ୍ରେତାଙ୍କ ମଧରେ ବଚସା

Posted by - September 21, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ଅନେକ ଲୋକ ଅଛନ୍ତି ଯେଉଁମାନେ ନିଶା ସେବନ କଦାପି କରନ୍ତି ନାହିଁ, ସେମାନେ ସମାଜରେ ସମ୍ମାନର ସହିତ ମୁଣ୍ଡ ଟେକି ବଞ୍ଚୁଛନ୍ତି, ତାଙ୍କର ମଧ୍ୟ…