ଅଜଣା ଗାଡି ଧକ୍କାରେ ଯୁବକ ଙ୍କ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି

87 0

ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ମୋଟେର ଜୟପାଟଣା ରାସ୍ତା ର ମୋଟେର ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ କୌଣସି ଏକ ଅଜଣା ଗାଡି ଧକ୍କା ଦେବାଫଳରେ ଜୈନିକ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ କୋକସରା ଥାନା ଓ ମୋଟେର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ତରାପୁର ପଞ୍ଚାୟତ ଗଞ୍ଜିଆଗୁଡା ଇଚ୍ଛାପୁର ଗ୍ରାମର ନିଳାମ୍ବର ପୁଝାରି (୫୫) ବୋଳି ସୁଚନା ମିଲିଛି। ସେ ନିଜ ଶ୍ୱଶୁର ଘର ଖୁଟୁଲୁଗୁଡା ଗାଁ ରୁ ନିଜ ଗାଁ କୁ ବାଇକ ରେ ଫେରୁଥିବା ସମୟରେ ଅଜଣା ଗାଡ଼ି ଧକ୍କା ରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ପାଇ ଘଟଣାସ୍ଥଳରେ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ସମେତ ପୋଲିସ କର୍ମଚାରୀ ତଦନ୍ତ ଆରମ୍ଭ କରିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଦୁର୍ଘଟଣା ଘଟାଇଥିବା ଗାଡିର କୌଣସି ସୁରାକ୍ ମିଳିପାରି ନାହିଁ।

Related Post

ସ୍ଵତନ୍ତ୍ର ଶିକ୍ଷଣ କାର୍ଯ୍ୟକ୍ରମ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ “ପଢିବାକୁ ଶିଖିବା ଶିଖିବାକୁ ପଢିବା”

Posted by - June 1, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭବାନୀପାଟଣା ସ୍ଥିତ ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମେଦିନୀପୁର ଓ ଗଣନାଥପୁର କ୍ଳଷ୍ଟର ମିଳିତ ଆନୁକୁଲ୍ୟରେ ଏକ ସ୍ଵତନ୍ତ୍ର ଶିକ୍ଷଣ…

ଦୀପକ କୁମାର ନନ୍ଦଙ୍କୁ ମୁମ୍ବାଇ ସ୍ଥିତ ଟାଟା ସାମାଜିକ ବିଜ୍ଞାନ ସଂସ୍ଥା ବିଶ୍ୱବିଦ୍ୟାଳୟ ତରଫରୁ ଡକ୍ଟରେଟ ଡିଗ୍ରୀ ପ୍ରାପ୍ତ

Posted by - May 1, 2022 0
ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ, ବଡ଼ପଡା ଗ୍ରାମର ପ୍ରଭାତ କିରଣ ନନ୍ଦଙ୍କ ପୁତ୍ର ଦୀପକ କୁମାର ନନ୍ଦଙ୍କୁ ମୁମ୍ବାଇ ସ୍ଥିତ ଟାଟା…

ଯାଜପୁର ରେ କାନ୍ଥ ପଡ଼ି ଦୁଇ ମୃତ

Posted by - June 24, 2019 2
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା କୁଆଖିଆ ଥାନା ବାଲିପାଟଣା ଗ୍ରାମରେ ଅଘଟଣ । ପୁରୁଣା ଘର ମାଟି କାଁଥ ପଡି ଜଣେ ମଜୁରିଆ ସମେତ…

ଐତିହାସିକ ରାଣୀପୁର ଝରିଆଲ ସୋମେଶ୍ଵର ମନ୍ଦିରରୁ ଚୋରି , ଦୁର୍ବୁର୍ତ୍ତମାନେ ନେଇଗଲେ ଦାନ ଟଙ୍କା ପଇସା

Posted by - April 23, 2022 0
ବଙ୍ଗୋମୁଣ୍ଡା : (ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅନ୍ତର୍ଗତ ରାଣୀପୁର ଝରିଆଲ ଐତିହାସିକ ପ୍ରସିଦ୍ଧି ଲାଭ କରିଥିବା ସୋମେଶ୍ଵର କ୍ଷେତ୍ର ଦେବ ଦେବ ମହାଦେବ ମନ୍ଦିର …

ମହିମା ବ୍ରୁଦ୍ଧାଶ୍ରମ ଝିଙ୍କି ଠାରେ ବିଶ୍ବ ଶ୍ରବଣ ଦିବସ ପାଳିତ

Posted by - March 5, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ମହିମା ବ୍ରୁଦ୍ଧାଶ୍ରମ ଝିଙ୍କି ସଦର ମହକୁମା ସୁବର୍ଣପୁର ଠାରେ ଜିଲ୍ଲ ସ୍ୱାସ୍ଥ୍ୟ ବିଭଗ ଆନୁକୁଲ୍ୟରେ ବିଶ୍ବ ଶ୍ରବଣ ଦିବସ ପାଳିତ ହୋଇଯାଇଛି। ସେବାଶ୍ରମର ବରିଷ୍ଠ…