Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଖୋଲିଲା ହିରାକୁଦ ଜଳଭଣ୍ଡାର ର ପ୍ରଥମ ବନ୍ୟାଜଳ ନିସ୍କାସନ ପେକେଜ

70 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ଆଜି ଖୋଲିଲା ହିରାକୁଦ ଜଳଭଣ୍ଡାର ର ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ । ହିରାକୁଦ ଜଳଭଣ୍ଡାର ର ଉପରମୁଣ୍ଡରେ ବର୍ଷା ର ପରିମାଣ ବୄଦ୍ଧି ଫଳରେ ହିରକୁଦ କୁ ଜଳ ଜଳପ୍ରବେଶ ଯଥେଷ୍ଟ ପରିମାଣରେ ବୄଦ୍ଧି ଘଟିଛି। ତେବେ ହିରାକୁଦ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ   ନିସ୍କାସନ କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଥିଲା।  ଆଜି ହାରାକୁଦ ଜଳଭଣ୍ଡାର ର ଜଳସ୍ତର ୬୧୩.୧୫ ଫୁଟ ରହିଥିବା ବେଳେ ଦିନ ୧୧ ଟାରେ ୭ ନମ୍ବର ଗେଟ ମାଧ୍ୟମରେ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିସ୍କାସନ କରାଯାଇଛି । ହିରାକୁଦ ଜଳଭଣ୍ଡାର କୁ ଆଜି ପ୍ରତି ସେକେଣ୍ଡ ରେ ୧ ଲକ୍ଷ୍ ୨୦୧୫୫ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ଆଜି ୫ ଗୋଟି ଗେଟ ଯୋଗେ  ଜଳ ନିଷ୍କାସନ କରାଯିବା ର ଯୋଜନା କରିଛନ୍ତି ହିରାକୁଦ ନଦୀବନ୍ଧ କତ୍ତୃପକ୍ଷ ।

ଆଜି ନିଦ୍ଧାରିତ ଲଗ୍ନ ଅନୁସାରେ ପୁଜା ବିଧି ରିତିନୀତି ଅନୁସାରେ ହେବା ସହ ୭ ନମ୍ବର ସୁଇଚ ଗେଟ ଦେଇ ଜଳନିସ୍କାସନ କରାଯାଇଛି। ତେବେ ଆଜି ବନ୍ୟାଜଳ ନିସ୍କାସନ କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଦେଖାଦେଇଛି ।ତେବେ ଆଜି ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିସ୍କାସନ ସମୟରେ ଉତ୍ତରାଞ୍ଚଳ ରାଜସ୍ୱ କମିସନର, ଜିଲ୍ଲାପାଳ ଅନନ୍ୟା ଦାସ, ହିରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ଆଜି ପ୍ରଥମଦିନରେ ହିରାକୁଦ ରୁ ୫ ଗୋଟି ଗେଟ ରେ ବନ୍ୟାଜଳ ନିସ୍କାସନ ହୋଇଥିବା ବେଳେ ଆଗକୁ ପରିସ୍ଥିତି ଦେଖି କେତେ ସଂଖ୍ୟକ ଗେଟ ରେ ବନ୍ୟାଜଳ ନିସ୍କାସନ ହେବ ସେନେଇ ପଦକ୍ଷେପ ନିଆଯିବ ବୋଳି ଡ୍ୟାମ କତ୍ତୃପକ୍ଷ ସୁଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଆଜି ଜଳନିସ୍କାସନ ସମୟ ପୁର୍ବରୁ ଜଳଭଣ୍ଡାର ତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ସତର୍କ ସୁଚନା ଯାରି କରାଯିବା ସହ ମହାନଦୀ ର ତଳ ଅଞ୍ଚଳରେ ଥିବା ଜିଲ୍ଲା ଗୁଡିକୁ ମଧ୍ୟ ସଜାଗ ରହିବାକୁ ନିଦ୍ଦେର୍ଶନାମା ଯାରି କରାଯାଇଥିବା ଜଣାପଡିଛି । ତେବେ ବିଗତ ୨ ବର୍ଷ ପରି ଚଳିତ ବର୍ଷ ମଧ୍ୟ ହିରାକୁଦ ଜଳଭଣ୍ଡାର ବନ୍ୟାଜଳ ନିସ୍କାସନ ସ୍ଥଳରେ ସାଧାରଣ ଲୋକଙ୍କ ସହ ଗଣମାଧ୍ୟମ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଥିଲା ।ହିରାକୁଦ ଜଳଭଣ୍ଡାର ରୁ ବନ୍ୟାଜଳ ନିସ୍କାସନ ସହ ମହାନଦୀ ରେ ଜଳସ୍ତର ବୄଦ୍ଧି ହୋଇଥିବା ବେଳେ ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୄଷ୍ଠି ହେବନାହିଁ ବୋଳି ଡ୍ୟାମ କତ୍ତୃପକ୍ଷ ସୁଚନା ଦେଇଛନ୍ତି ।

 

ଏଠ।ରେ ଭିଡିଓ ଦେଖନ୍ତୁ ……

 

Related Post

ନିଆରା ଢଙ୍ଗରେ ଶ୍ରୀ ରାମ ସେନା ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

Posted by - August 18, 2022 0
ସମ୍ୱଲପୁର:(ରମାକାନ୍ତ ବିଶ୍ବାଳ)ଭାରତ ର ରାଷ୍ଟ୍ରୀୟ ମହା ପର୍ବ ସ୍ଵାଧୀନତା ଦିବସ କୁ ଏକ ନିଆରା ଢଙ୍ଗରେ ରେ ପାଳନ କରାଯାଇଛି ସମ୍ବଲପୁର ଜିଲ୍ଲା ରେଙ୍ଗାଳି ଉପକଣ୍ଠ ରେ…

ହରିଶଙ୍କର ଠାରେ ନିର୍ମାଣ ଧିନ ବଜାର ଗୃହ ଛୋଟ ହେଉଥିବା ପ୍ରତିବାଦ ରେ ବଣିକ ସଂଘର ରାସ୍ତା ରୋକ ଡାକରା

Posted by - March 29, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଖପ୍ରାଖୋଲ ବ୍ଲକ ର ହରିଶଙ୍କର। ଏଠାକୁପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକ ଙ୍କ…

ପୋଲିସ ଜନତା ମୁହାଁମୁହିଁ : ସୀମା ଲଂଘିଲା ସହରର ଆବର୍ଜନା ବିବାଦ

Posted by - July 18, 2020 12
ଅନୁଗୁଳୁ :(ମହେଶ ଭୋମରାଜ)ଅନୁଗୁଳ ପୌରପାଳିକାର ଡ଼ମ୍ପୟାର୍ଡକୁ ନେଇ ପୋଲିସ ଓ ଗ୍ରାମବାସୀ ଧସ୍ତାଧସ୍ତି ହେବା ଘଟଣା ସାମନାକୁ ଆସିଛି । ଅନୁଗୁଳୁ ପୌରପାଳିକା ଦ୍ୱାରା ସହରର ଆବର୍ଜନା…

ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ:କହିଲେ ମୋ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି

Posted by - February 18, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ସହ ଏକାମ୍ର ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଯାୟୀ ମନ୍ଦିରର…