ଗର୍ଭବତୀ ମହିଳାଙ୍କୁ ଯୌତୁକ ପାଇଁ ଆକ୍ରମଣ କଲେ ଶାଶୁ ଘର ଲୋକେ

219 0

ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଗର୍ଭବତୀ ମହିଳାଙ୍କୁ ଯୌତୁକ ପାଇଁ ଆକ୍ରମଣ କଲେ ଶାଶୁ ଘର ଲୋକେ l ଯାଜପୁର ଜ଼ିଲ୍ଲା ଧର୍ମଶାଳା ଥାନା ଅନ୍ତଗତ କଣ୍ଟିଗଡ଼ିଆ ଗ୍ରାମର ପ୍ରଶାନ୍ତ ରାଉତଙ୍କ ଝିଅ ରଶ୍ମିତା ଯଖପୁରା ଥାନା ପଂକପାଳ ଗ୍ରାମରେ ଗଗନ ଜେନାଙ୍କ ପୁଅ ରାଜେନ୍ଦ୍ରଙ୍କୁ ୩ ମାସ ହେବ ବିବାହ କରିଥିଲେ l ବିବାହ ପର ଠାରୁ ରଶ୍ମିତାଙ୍କୁ ଯୌତୁକ ପାଇଁ ଶାଶୁ ଘର ଲୋକେ ନାନା ଚାପ ପକାଉଥିଲେ। ଶୁକ୍ରବାର ଶଶୁର ଗଗନ ସ୍ୱାମୀ ରାଜେନ୍ଦ୍ର ରଶ୍ମିତା ଙ୍କୁ ଆକ୍ରମଣ କରିଛନ୍ତି l

ରଶ୍ମିତା ଦେଢ଼ ମାସର ଗର୍ଭବତୀ ଥିବାରୁ ତାଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି l ରଶ୍ମିତା ଗୁରୁତର ହୋଇ ଏବେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ହେଉଥିବା ବେଳେ ବାପ ଘର ଲୋକେ ଯଖପୁରା ଥାନା ରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି l

Related Post

ଡ୍ରାଇଭର ସଂଘପକ୍ଷ ରୁଖୋଲିଲା ଜଳଛତ୍ର

Posted by - April 13, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ଠାରେ ଚାଲିଥିବା ଷୋହଳ ପହରୀ ନାମ ଯଜ୍ଞରେ ଭାଲୁମୁଣ୍ଡା ମା ସମଲେଶ୍ୱରୀ ଡ୍ରାଇଭର ସଂଘ ପକ୍ଷରୁ ଏକ…

ବୌଦ୍ଧ ଜିଲ୍ଲା ରେ ରକ୍ତସଂଗ୍ରହ କରିବା ପାଇଁ ପରିଚାଳନା କମିଟିର ବ୍ୟାପକ ପ୍ରସ୍ତୁତି

Posted by - August 30, 2022 0
ବୌଦ୍ଧ:( ଚିତ୍ତରଂଜନସିଂ)ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଓଡିଶା ରକ୍ତ ଭଣ୍ଡାର ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି…

ଟ୍ରେନ ଧକ୍କା ରେ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ଅଭିଯୋଗ, ଗାଁ କୁ ଫେରିଲା ଶବ

Posted by - May 14, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପୁଣି କଳାହାଣ୍ଡି ର ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁ କୁ ଫେରିଲା ଶବ। ବାଙ୍ଗାଲୋରରେ ଟ୍ରେନ୍ ଦୁର୍ଘଟଣାରେ ଦୁର୍ଘଟଣାରେ…

ମନ୍ଦିର ମଝି ଛକରେ ହେଲାଣି ଖାଲ, ଦୁର୍ଘଟଣାରୁ ଅଳ୍ପକେ ବର୍ତୂଛନ୍ତି ଲୋକେ

Posted by - January 4, 2022 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ସହରର ମୁଖ୍ୟ ରାସ୍ତା ମଧ୍ୟରୁ ଥାନା ଛକ ଠାରୁ ଧରମଶାଲା ରାସ୍ତା ଅନ୍ୟତମ। ଏହି ରାସ୍ତା ସହରର ଗୋଟିଏ ମୁଖ୍ୟ…

ପୁଟୁପଡା ମଠାଧିସ ଙ୍କୁ ଆକ୍ରମଣ ଘଟଣାରେ ଛତିଶଗଡ଼ର ପ୍ରତିନିଧି ମଣ୍ଡଳ ଥାନା ଅଧିକାରୀଙ୍କ ସହିତ ଆଲୋଚନା

Posted by - December 1, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ପୁଟୁପଡା ମହିମା ମଠାଧିସ ଙ୍କୁ ଆକ୍ରମଣ ଘଟଣା ଛଅ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ…