Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଦିବ୍ୟ ଦର୍ଶନ ସଂଘର ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଙ୍କର ୯୦ ତମ ଜୟନ୍ତୀ ମହୋତ୍ସବ ପାଳିତ

134 0

ରାୟଗଡ଼ା:(ରମାକାନ୍ତ ପଡାଲ) ଆଜି ରାୟଗଡ଼ା ଜିଲ୍ଲା ର ପଦ୍ମପୁର ନିକଟସ୍ଥ ଗୁଡ଼ିଅବନ୍ଧ ଗ୍ରାମରେ ଦିବ୍ୟ ଦର୍ଶନ ସଂଘ ର ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଙ୍କର ୯୦ ତମ ଜୟନ୍ତୀ ମହୋତ୍ସବ ପାଳିତ ହେଉଛି ।ଏହି ଦିବ୍ୟ ଅବସରରେ ସେଠାରେ ମୁଖ୍ୟ ଭୂମିକା ସେଠାକାର ସଭାପତି ଲାଡ଼ି ଗାନ୍ଧୀ ଭାଇ ବହୁତ୍ ସୁନ୍ଦର ଆୟୋଜନ କରି ଛନ୍ତି । ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ୯୦ ଜଣଙ୍କର ରକ୍ତ ଦାନ , ରକ୍ତଦାନ ଶିବିର ଏବଂ ତତ୍ ସହ କୋଭିଡ୍ ବୁଷ୍ଟର୍ ମଧ୍ୟ ଦେବାର ବ୍ୟବସ୍ଥା ରଖାଯାଇଛି ।

ଏଠାରେ ମୁଖ୍ୟ ପ୍ରବଚକ ବିଶ୍ଵନାଥ ପ୍ରଧାନ ଭାଇ ,ସୁନାବେଢ଼ା ରୁ ,କେନ୍ଦ୍ର କେମିତି ର ସଦସ୍ୟ ବାସିନୀ ଭୂଜଙ୍ଗ ,।ମୁଖ୍ୟ ଅତିଥି ଭାବେ ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ , ଶବର ସଂସ୍କୃତି ର ସଭାପତି ଶ୍ରୀ ଚକ୍ରଧର ଶବର ଏବଂ ପଦ୍ମପୁର ବ୍ଲକ ଚୈର୍ମେନ ମଣିମାଳା ଶବର ଯୋଗ ଦେଇ ବହୁତ୍ ସୁନ୍ଦର ଭାବେ ଜ୍ଞାନ ର ଚର୍ଚ୍ଚା ହୋଇ ଥିଲା ।ଏଠାରେ ସମସ୍ତ ସେଠାକାର ଗୁରୁ ଭାଇ ଭଉଣୀ ମାନେ ସାହାଯ୍ୟ କରିଥିଲେ ।ଏହି ସତସଙ୍ଗ ରେ ବହୁଳ ମାତ୍ରାରେ ଯୋଗ ଦେଇ ପ୍ରସାଦ ସେବନ ସହ ଏହି ସତସଙ୍ଗ କୁ ସମାପ୍ତ କରିଥିଲେ ।

Related Post

ପୋଲିସ ପକ୍ଷରୁ କୋରନା ସମ୍ପର୍କରେ ଲୋକଙ୍କୁ ସଚେତନ

Posted by - December 2, 2021 0
ଯାଜପୁର (ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୋଲିସ ପକ୍ଷରୁ କୋରନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଛି। ଆଗକୁ କୋରନା ସଂକ୍ରମଣ ର ଆଶଙ୍କା ରହିଥିବାରୁ ମାନସାପୋଲ ନିକଟରେ…

ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ ନୂତନ ନିର୍ମାଣ ଗେଟ ଉପରକୁ ଚଢ଼ିଗଲା ମାଲବୋଝି ଟ୍ରକ

Posted by - November 16, 2021 0
ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ବହୁପୁରୁଣା ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ…

ଧଣ୍ଡାମୁଣ୍ଡା ପଞ୍ଚାୟତରେ ନୂଆଖାଇ ପୂର୍ବରୁ ଗାଁ ସଫାଇ ଆରମ୍ଭ କଲେ ସରପଞ୍ଚ, ଅସହାୟ ଙ୍କୁ ବାଣ୍ଟିଲେ ନୂଆଖାଇ ତିହାରୀ ସାମଗ୍ରୀ

Posted by - August 24, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଆଗକୁ କୃଷିଭିତ୍ତିକ ଗଣପର୍ବ ନୂଆଖାଇ I ନୂଆଖାଇ ପାଇଁ ସବୁଠି ଆରମ୍ଭ ହେଲାଣି ପ୍ରସ୍ତୁତି। ଖପ୍ରାଖୋଲ ବ୍ଲକ୍ ଧଣ୍ଡମୁଣ୍ଡା ପଞ୍ଚାୟତ ସରପଞ୍ଚ ବୈଦ୍ୟନାଥ…

ନିୟମଗିରି ସୁରକ୍ଷା ସମିତି ତରଫରୁ ବିଜୟ ଦିବସ ପାଳିତ

Posted by - January 3, 2022 0
ମୁନିଗୁଡା;(ରାମାକାନ୍ତ ପୋଢାଳ)ସମତା ଲଢେଇର ଆହ୍ୱାନ ଓ ୧୮୧୮ ମସିହା ଭୀମକୋରେ ଗାଁ ବିଜୟ ଦିବସରେ ଶୋଷଣ ଓ ବିସମତା ବିରୋଧରେ ସଂକଳ୍ପ ସମାରୋହ ପାଳନ ଅବସରରେ ରାୟଗଡା…

ବେଳପଡା ଗାଁ ଗ୍ରାମ୍ୟ ପାର୍କ ବିଧାୟକ ଙ୍କ ଦ୍ଵାରା ଲୋକାର୍ପିତ

Posted by - December 23, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକଅନ୍ତର୍ଗତ ବେଳପଡା ପଞ୍ଚାୟତ କୁ କଣ୍ଟାବାଞ୍ଜି ବିଧାୟକଗସ୍ତରେଆସି ବିଭିନ୍ନ ପ୍ରକଳ୍ପ ଉଦଘାଟନକରିଥିଲେ । ଏହି ଅବସରରେ ବେଳପଡା ର ଗ୍ରାମ୍ୟ ଉଦ୍ୟାନ (ରୋୟଲ…