ଟିଟିଲାଗଡ଼ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ପ୍ରତି ରବିବାର ଦିନ ଦିଆଯାଉଛି ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ

94 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ନର ସେବା ହିଁ ନାରାୟଣ ସେବାକୁ ଅଙ୍ଗୀକାର କରି ମାରବାଡ଼ି ଯୁବାମଞ୍ଚ,ଟିଟିଲାଗଡ଼ ଶାଖା ତରଫରୁ ପ୍ରତି ରବିବାର ଦିନ ସରକାରୀ ଡାକ୍ତର ଖାନା ସାମ୍ନାରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ବଣ୍ଟା ଯାଉଛି, ସୂଚନାଥାଉ ଯେ ରବିବାର ଦିନ ସରକାରୀ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ଡାକ୍ତରଖାନାରେ ରୋଗୀଙ୍କ ସହିତ ଆସୁ ଥିବା ସମର୍କୀୟ ଓ ଦୈନିକ ମଜୁରିଆ/ଖଟିକିଆ ମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା,ଯାହାକୁ ହୃଦୟଙ୍ଗମ କରି ମାରବାଡ଼ି ଯୁବାମଞ୍ଚ ଏହି ସେବାକାର୍ଯ୍ୟ ଗତ ମାର୍ଚ୍ଚ ମାସରୁ ଆରମ୍ଭ କରିଛି।

ଯୁବା ମଞ୍ଚର ନେତୃବୃନ୍ଦଙ୍କ କହିବାନୁଯାୟୀ ମଞ୍ଚର ସଦସ୍ୟ ଓ ଟିଟିଲାଗଡ଼ ସହରର ଲୋକେ ଜନ୍ମଦିନ, ବିବାହ ବାର୍ଷିକୀ, ପୁଣ୍ୟ ତିଥି ଅବସରରେ ନିଜର ଏହି ଗୁରୁତ୍ଵପୂର୍ଣ୍ଣ ମାନଙ୍କରେ ଏହି ପ୍ରୋଜେକ୍ଟ ଅନ୍ତର୍ଗତ ସହଯୋଗ ରାଶି ଦେଇ ନିଜର ଖୁସି ତଥା ସେବା ଦେବା ସହ ଗରିବ ଲୋକଙ୍କୁ ଖାଦ୍ୟ ଖୁଆଇବାଭଳି ସୁଯୋଗ ପାଇ ପାରୁଛନ୍ତି। ମଞ୍ଚର ଏହି ଭଳି ସେବା କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Related Post

କୋଭିଡ ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ ଟଙ୍କାର ସହାୟତା

Posted by - February 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧଜିଲାରେ କୋଭିଡରେ ଅନେକ ଲୋକ ମୃତ୍ୟୁର ଶୀକାର ହୋଇଥିବାବେଳେ ଡାକ୍ତର,ପୋଲିସ ଓ ସରକାରୀ ଅଧିକାରୀ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । କୋଭିଡ ୧୯…

କୋଷାଗୁମୁଡା ଠାରେ ଇଣ୍ଡିଆନ କ୍ରିଷ୍ଟିଆନ ଦିବସ ପାଳିତ

Posted by - July 6, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ଡ୍ରିମ ଇଣ୍ଡିଆ ପୂବ୍ଲିକସ୍କୁଲ ଠାରେ ଇଣ୍ଡିଆନ ଖ୍ରୀଷ୍ଟିଆନ ଦିବସ ପାଳିତ ହଇଯାଇଛି ! ଏହି ଅବସରରେ…

କରୋନା ମହାମାରୀ କୁ ପ୍ରତିହତ କରିବା ସକାଶେ ଅତାବିରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ

Posted by - July 30, 2022 0
ବରଗଡ: (ରମାକାନ୍ତ ବିଶ୍ଵାଳ) ଦେଶରେ କରୋନା ମହାମାରୀକୁ ପ୍ରତିହତ କରିବା ସକାଶେ ସରକାର ବାରମ୍ବାର ବିଭିନ୍ନ ପ୍ରକାରର ସଚେତନ ବ୍ୟବସ୍ଥା କରି ଜନସାଧାରଣ ଙ୍କ ହିତ ସାଧନ…

ଚନ୍ଦ୍ରଶେଖର ପାଠାଗାର ପ୍ରାକ୍ତନ ସଭାପତି ଅଶୋକ ମିଶ୍ର ଙ୍କ ପରଲୋକ

Posted by - April 26, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାର ର ସର୍ବ ପୁରାତନ କ୍ଳବ ତଥା ଚନ୍ଦ୍ରଶେଖର ପାଠାଗାର ର ପ୍ରାକ୍ତନ ସଭାପତି ଓ ମା ଭଗବତୀ ପୀଠ ମେନେଜିଙ୍ଗ କମିଟି…