Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ରାୟଗଡ଼ା ଡି ଏଫ ଓ ଙ୍କ ଚନ୍ଦ୍ରପୁର ଏରିଆରେ ଆମଜଙ୍ଗଲ ଯୋଜନା ର ଵୄକ୍ଷରୋପଣ କାର୍ଯକ୍ରମ

119 0

ରାୟଗଡ଼ା:(ରମାକାନ୍ତ ପଡାଲ)ରାୟଗଡ଼ା ଜିଲ୍ଲା , ଚନ୍ଦ୍ରପୁର ବ୍ଲକ ବୁଡୁବାଲି ପଞ୍ଚାୟତ ଅନ୍ତର୍ଗତ ବର୍ଚିଗୁଡା ଗ୍ରାମ ନିକଟସ୍ଥ କମାରଗୁଡ଼ି ପ୍ରସ୍ତାବିତ ସଂଗ୍ରକ୍ଷିତ ଜଙ୍ଗଲ ମଧ୍ୟ ରେ ଆମ ଜଙ୍ଗଲ ଯୋଜନା କାର୍ଯକ୍ରମ ରେ ୨୦୨୧–୨୦୨୨ ବର୍ଷ ରେ କରାଯାଇଥିବା ଵୃକ୍ଷରୋପଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କୁ ଆଜି ରାୟଗଡ଼ ଡି ଏଫ୍ ଓ, ଶ୍ରୀ ଡ. ବିଜୟ କୁମାର ପରିଡା, ମୁନିଗୁଡା ରେଞ୍ଜର ପି. କେ. ମିଶ୍ର ଓ ପି ଏନ ଜିଓ ଷ୍ଟାଫ୍, ପ୍ଲାଣ୍ଟସନ ଏରିଆ କୁ VSS ସଭାପତି ଓ ବନ କର୍ମଚାରି ଙ୍କ ସହ ବୁଲି ଦେଖିଲେ. ଡି ଏଫ୍ ଓ ବର୍ଚିଗୁଡା ଗ୍ରାମ VSS ସଭାପତି ଶ୍ରୀ ଡାଟିଲା ଗଗେରାଙ୍ଗା ଏବଂ ଗ୍ରାମବାସି ଙ୍କ ସହ ବୄକ୍ଷରୋପଣ ଯୋଜନା କରାଯାଇଥିବା ବିଭିନ୍ନ କାମ ଓ ମୁଲିଆ ମାନେ ମଜୁରି ପାଇଥିବା ସମ୍ବଦରେ ପଚାରିବୁଝିଥିଲେ

VSS ସଭାପତି ଡ଼ାଟଲା ଗଗେରାଙ୍ଗା ବିସ୍ତ୍ତୁତ ଭାବେ କାମଗୁଡିକ ସମ୍ଭଧରେ କହିଥିଲେ. ଗ୍ରାମବାସୀ ଡି ଏଫ୍ ଓ ସାର୍ ଙ୍କୁ ଗ୍ରାମ ରେ VSS ସଭା ଗୃହ ଟିଏ କରିବାକୁ ଅନୁରଧ କଲେ, ଆଗାମି ଦିନରେ ଆହୁରି ବିଭିନ୍ନ ଗ୍ରାମରେ ବୃକ୍ଷ ରୋପଣ କରାଯିବ ବୋଲି ଡି ଏଫ୍ ଓ ସାର୍ କହିଥିଲେ. ଶେଷ ରେ ଡି ଏଫ୍ ଓ ସାର୍ ଗ୍ରାମବାସି ଙ୍କୁ ଲଗାଯାଇଥିବା ଗଛଗୁଡିକ ଓ ଜଙ୍ଗଲ କୁ ଦାୟିତ୍ଵ ର ସହ ଜଗା ରଖା କରିବାକୁ କହିଥିଲେ . ଡି ଏଫ୍ ଓ ସାର୍ ଙ୍କ ପରିଦରଶନ ସମୟ ରେ ଚନ୍ଦ୍ରପୁର ଫରେଷ୍ଟର ଗୌତମ ପଣ୍ଡା, ଫରେଷ୍ଟ ଗାର୍ଡ ଗୁରୁପ୍ରସାଦ ପାତ୍ର , ଗୀତାଞ୍ଜଳି ବଡ଼ଜେନାଓ ପାରା ଷ୍ଟାଫ୍ ଉପସ୍ତିତ ଥିଲେ l

 

Related Post

ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ- ପାଳନ କରନ୍ତି :-ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପହଂଚିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ଆସିଥିବା ମତାମତ ବାକ୍ସ

Posted by - March 26, 2019 0
ଭୁବନେଶ୍ୱର:୨୬/୦୩ ଚଳିତ ମାସ ୫ ତାରିଖ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି ଅଭିନବ…

ନବରଙ୍ଗପୁର ୟୁନିକ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

Posted by - January 2, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ୟନିକ ପବ୍ଲିକ ସ୍କୂଲରେ ବିଜ୍ଞାନ ମେଳା ଅନୁଷ୍ଠିତ ହେଇଥିଲା l ଏହ ବିଜ୍ଞାନ ମେଳା ରେ ନବରଙ୍ଗପୁର BEO ସୁପ୍ରିୟା ନାଇକ…

ବୈମାନଟିକ୍ରା ଓ ପଲସାପାଲି ବ୍ରୀଜ ର ଶିଲାନ୍ୟାସ କଲେ ଅତାବିରା ବିଧାୟିକା

Posted by - December 23, 2021 0
ବରଗଡ/ଅତାବିରା:ଦୀର୍ଘ ଦିନରୁ ଜନସାଧାରଣ ଯିବା ଆସିବାରେ ବହୁ ଅସୁବିଧାର ସମ୍ଭୁଖିନ ହେଉଥିବା ଅତାବିରା ବ୍ଲକ ସ୍ଥିତ ବୈମାନ ଟିକ୍ରାର ବ୍ରୀଜ ଓ ପଲସାପାଲି ର ନଲିଆ ଅତି…

ବାଳାଶ୍ରମରେ ନୁଆ ବର୍ଷ ସହିତ ନିଜର ଜନ୍ମ ଦିନ ପାଳନ କଲେ ଏସପି ଚରଣ ସିଂ ମୀନା

Posted by - January 6, 2020 23
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ରୋଡ ସ୍ଥିତ ଅନ୍ନପୂର୍ଣା ବାଳାଶ୍ରମରେ ନୁଆ ବର୍ଷ ସହିତ ନିଜର ଜନ୍ମ ଦିନ ପାଳନ କରିଛନ୍ତି ଏସ୍ ପି ଚରଣ…

ବିଧାୟକଙ୍କ ଦ୍ୱାରା ବେଲଗୁଣ୍ଠାରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ

Posted by - May 26, 2022 0
ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା) ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ କରିଛନ୍ତି I ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ…