Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

ରାୟଗଡ଼ା ଡି ଏଫ ଓ ଙ୍କ ଚନ୍ଦ୍ରପୁର ଏରିଆରେ ଆମଜଙ୍ଗଲ ଯୋଜନା ର ଵୄକ୍ଷରୋପଣ କାର୍ଯକ୍ରମ

313 0

ରାୟଗଡ଼ା:(ରମାକାନ୍ତ ପଡାଲ)ରାୟଗଡ଼ା ଜିଲ୍ଲା , ଚନ୍ଦ୍ରପୁର ବ୍ଲକ ବୁଡୁବାଲି ପଞ୍ଚାୟତ ଅନ୍ତର୍ଗତ ବର୍ଚିଗୁଡା ଗ୍ରାମ ନିକଟସ୍ଥ କମାରଗୁଡ଼ି ପ୍ରସ୍ତାବିତ ସଂଗ୍ରକ୍ଷିତ ଜଙ୍ଗଲ ମଧ୍ୟ ରେ ଆମ ଜଙ୍ଗଲ ଯୋଜନା କାର୍ଯକ୍ରମ ରେ ୨୦୨୧–୨୦୨୨ ବର୍ଷ ରେ କରାଯାଇଥିବା ଵୃକ୍ଷରୋପଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କୁ ଆଜି ରାୟଗଡ଼ ଡି ଏଫ୍ ଓ, ଶ୍ରୀ ଡ. ବିଜୟ କୁମାର ପରିଡା, ମୁନିଗୁଡା ରେଞ୍ଜର ପି. କେ. ମିଶ୍ର ଓ ପି ଏନ ଜିଓ ଷ୍ଟାଫ୍, ପ୍ଲାଣ୍ଟସନ ଏରିଆ କୁ VSS ସଭାପତି ଓ ବନ କର୍ମଚାରି ଙ୍କ ସହ ବୁଲି ଦେଖିଲେ. ଡି ଏଫ୍ ଓ ବର୍ଚିଗୁଡା ଗ୍ରାମ VSS ସଭାପତି ଶ୍ରୀ ଡାଟିଲା ଗଗେରାଙ୍ଗା ଏବଂ ଗ୍ରାମବାସି ଙ୍କ ସହ ବୄକ୍ଷରୋପଣ ଯୋଜନା କରାଯାଇଥିବା ବିଭିନ୍ନ କାମ ଓ ମୁଲିଆ ମାନେ ମଜୁରି ପାଇଥିବା ସମ୍ବଦରେ ପଚାରିବୁଝିଥିଲେ

VSS ସଭାପତି ଡ଼ାଟଲା ଗଗେରାଙ୍ଗା ବିସ୍ତ୍ତୁତ ଭାବେ କାମଗୁଡିକ ସମ୍ଭଧରେ କହିଥିଲେ. ଗ୍ରାମବାସୀ ଡି ଏଫ୍ ଓ ସାର୍ ଙ୍କୁ ଗ୍ରାମ ରେ VSS ସଭା ଗୃହ ଟିଏ କରିବାକୁ ଅନୁରଧ କଲେ, ଆଗାମି ଦିନରେ ଆହୁରି ବିଭିନ୍ନ ଗ୍ରାମରେ ବୃକ୍ଷ ରୋପଣ କରାଯିବ ବୋଲି ଡି ଏଫ୍ ଓ ସାର୍ କହିଥିଲେ. ଶେଷ ରେ ଡି ଏଫ୍ ଓ ସାର୍ ଗ୍ରାମବାସି ଙ୍କୁ ଲଗାଯାଇଥିବା ଗଛଗୁଡିକ ଓ ଜଙ୍ଗଲ କୁ ଦାୟିତ୍ଵ ର ସହ ଜଗା ରଖା କରିବାକୁ କହିଥିଲେ . ଡି ଏଫ୍ ଓ ସାର୍ ଙ୍କ ପରିଦରଶନ ସମୟ ରେ ଚନ୍ଦ୍ରପୁର ଫରେଷ୍ଟର ଗୌତମ ପଣ୍ଡା, ଫରେଷ୍ଟ ଗାର୍ଡ ଗୁରୁପ୍ରସାଦ ପାତ୍ର , ଗୀତାଞ୍ଜଳି ବଡ଼ଜେନାଓ ପାରା ଷ୍ଟାଫ୍ ଉପସ୍ତିତ ଥିଲେ l

 

Related Post

ଅଙ୍କିତା ପ୍ରିୟଦର୍ଶନି ଦାସ ଙ୍କ ନବମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ରକ୍ତ ଦାନ ଶିବିର

Posted by - July 24, 2023 0
ଖପ୍ରାଖୋଲ: ୨୪/୦୭( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତ ଦେଦର୍ହା ଗ୍ରାମ ରେ ଅଙ୍କିତା ପ୍ରିୟଦର୍ଶନି ଦାସ ଙ୍କ ନବମ ଶ୍ରାଦ୍ଧ…

ଟିଟିଲାଗଡ଼ର ନୂତନ ସିଡିପିଓ ଭାବେ ଦାୟିତ୍ଵ ଗ୍ରହଣକଲେ ଶ୍ରୀମତି ମିନାକ୍ଷୀ ରାଜ

Posted by - December 13, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବ୍ଲକର ସମନ୍ଵିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଭାବେ ଶ୍ରୀମତି ମିନାକ୍ଷୀ ରାଜ ଗତ ଡିସେମ୍ବର ୩ ରୁ ନୂତନ ଭାବେ ଦାୟିତ୍ଵ…

ଗନ୍ଧର୍ଲା ,ଭୁଷାଗୁଡା, ମାଣବସା ଉଷା ଲକ୍ଷ୍ମୀପୂଜା ରେମୁଖ୍ୟ ଅତିଥି ଭାବେ ଯୋଗଦେଲେ ବିଧାୟକ

Posted by - December 18, 2021 0
ବଙ୍ଗୋମୁଣ୍ଡା: ତା୧୭/୧୨(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧର୍ଲା ଓ ଭୁଷାଗୁଡା ଠାରେ ମାର୍ଗଶିର ମାଣବସା ଉଷାମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ତିନି ଦିନ ଧରି…

କୋଦୋଭଟା ଠାରେ ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ନ୍ୟାୟ ପାଇ ଭୁର୍ଷାଗୁଡା ସରପଞ୍ଚ ଙ୍କ ସାମ୍ବାଦିକ ସମ୍ମିଳନୀ

Posted by - May 12, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଥାନା ଭୁର୍ଷାଗୁଡା ପଞ୍ଚାୟତରେ ମନରେଗା କାମକୁ ନେଇ ଗାଁରେ ଗଣ୍ଡଗୋଳ ପରେ ଥାନାରେ ଦ୍ୱାରସ୍ତ…