ବେଆଇନ କୋଠାକୁ ସିଲ କରିଛି ପୌର ପ୍ରଶାସନ

202 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବିନା ଲାଇସେନ୍ସ ଓ ପୌରପାଳିକା ରୁ କୌଣସି ଅନୁମତି ନ ନେଇ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଯାଜପୁର ପୌରପାଳିକା ର ଚଢ଼ାଉ। ପୂର୍ବରୁ ଏ ନେଇ ପୌର ପ୍ରଶାସନ ପକ୍ଷରୁ ଘର ମାଲିକ ଙ୍କୁ ନୋଟିସ କରିଥିଲେ ହେଁ ସେ ଏହାର କୌଣସି ଜବାବ ଦେଇନଥିଲେ।

ସେଥିପାଇଁ ଆଜି ଏହି ବେଆଇନ କୋଠାକୁ ସିଲ କରିଛି ପୌର ପ୍ରଶାସନ। ଏହି ଜାଗା କୁ ଲାଗି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କରାଯାଉଥିଲେ ମଧ୍ୟ ଏଥିରେ ସହଯୋଗ କରୁନଥିଲେ କୋରେସା ବିବି।

Related Post

ବୌଦ୍ଧ ରଥଯାତ୍ରା ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - June 9, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା ଙ୍କ ଅଧ୍ୟକ୍ଷତା ରେ ଏବଂ ତାଙ୍କ ଅଫିସ ପ୍ରକୋଷ୍ଟ ରେ ରଥଯାତ୍ରା ଦ୍ଵିତୀୟ…

କୃମିନାଶକ କାର୍ଯ୍ୟକ୍ରମ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର

Posted by - August 5, 2021 0
ସୋନପୁର:( ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଳା ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ କୃମିନାଶକ କାର୍ଯ୍ୟକ୍ରମ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି…

ବୌଦ୍ଧ ଜିଲାରେ ନିଯୁକ୍ତି ମେଳା ୨୦୨୧-୨୨ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - December 29, 2021 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ଜିଲାପାଳ ବୌଦ୍ଧ ଶ୍ରୀ ଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବୌଦ୍ଧ ଜିଲାର ନିଯୁକ୍ତି ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ…

ଦ୍ୱାରିକା ଦାସ ହତ୍ୟା ଘଟଣା ପ୍ରକୃତ ହତ୍ୟାକାରୀକୁ ଗିରଫ ଦାବିରେ ମୃତକ ପରିବାରର ଧାରଣା, ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

Posted by - May 15, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କେନ୍ଦୁଡଙ୍ଗରୀ ଗ୍ରାମର ବହୁଚର୍ଚ୍ଚିତ ଦ୍ୱାରିକା ଦାସ ହତ୍ୟା ଘଟଣାରେ ପୋଲିସ ତିନିଜଣ…

ଜିଲ୍ଲାପାଳଙ୍କ ଜିଲ୍ଲାବାସୀଙ୍କୁ କୃତଜ୍ଞତା

Posted by - September 10, 2020 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାପାଳ ଭାବେ ପ୍ରାୟ ୪ ବର୍ଷ ଜିଲ୍ଲା ପାଇଁ ସେବା କରିବାର ସୁଯୋଗ ପାଇଥିବାରୁ ଜିଲ୍ଲାପାଳ ରଂଜନ କୁମାର ଦାସ…