ବିଦ୍ୟୁତ ଏସଡିଓ ବିନାୟକ ରାଉତଙ୍କ ଯୋଗଦାନର ଏକ ମାସ ଭିତରେ ୪.୫ ଲକ୍ଷ ଟଙ୍କାର ଜୋରିମାନା ଆଦାୟ

74 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସବଡିଭିଜନକୁ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ଏସଡିଓ ବିନାୟକ ରାଉତ। ସେ ଆସିବା ଦିନଠାରୁ ଚୋରାରେ ବିଦ୍ୟୁତ ଯାଳୁଥବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କ ଠାରୁ ଜୋରଦାର ଜୋରିମାନା ଆଦାୟ କରୁଥିବା ଦେଖିବାକୁ ମିଳୁଛି। ତେବେ ଯୋଗଦାନର ଏକ ମାସ ଭିତରେ ସାଢେ଼ ଚାରି ଲକ୍ଷରୁ ଅଧିକ ଟଙ୍କା ଜୋରିମାନା କରିଥିବା ସୂଚନା ମିଳିଛି।

ସେ ନିଜ କର୍ତ୍ତବ୍ୟ କରିବା ସହ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି। ଚୋରା ରେ ବିଦ୍ୟୁତ ସଂଯୋଗ ନ କରି କାର୍ଯ୍ୟାଳୟକୁ ଆସି ବିଦ୍ୟୁତ ସଂଯୋଗ କରିବାକୁ କହିବା ପାଇଁ କହୁଥିବା ଶୁଣିବାକୁ ମିଳୁଛି । ସମସ୍ୟା ହେଲେ ଅଭିଯୋଗ କଲେ ସଙ୍ଗେ ସଙ୍ଗେ ସମାଧାନ କରିବାକୁ ଚେଷ୍ଟା କରିବୁ ବୋଲି ଉପଭୋକ୍ତାଙ୍କୁ କହୁଛନ୍ତି। ଲୋକଙ୍କୁ ସେବା ଦେବାରେ ଯେମିତି ବ୍ୟାଘାତ ନ ହୁଏ ସେ ଦିଗରେ କାର୍ଯ୍ୟ କରିବାକୁ ସେ ନିଜର କର୍ମଚାରୀଙ୍କୁ କହିଛନ୍ତି।

Related Post

ପୁରୀରୁ ଶବ ସତ୍କାର କରି ଫେରୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ସମେତ ୬ଗୁରୁତର

Posted by - April 10, 2020 40
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ପୁରୀରୁ ଶବ ସଂସ୍କାର କରି ଫେରୁଥିବା ଏକ ଆମ୍ବୁଲାନ୍ସ ସହ ଟ୍ରକର ମୁହାଁମୁହିଁ ଧକ୍କା । ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୬ଜଣ…

ସଂଗ୍ରାମପୁର ଗ୍ରାମରେ ରୁକ୍ମିଣୀ ବିବାହ ପାଳିତ

Posted by - February 12, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୋୖଦ୍ଧଜିଲ୍ଲା ସଦର ବ୍ଲକ ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମରେ ଆଜିପୌରାଣିକ ହିନ୍ଦୁ ଧର୍ମ ମତlନୁଯାଇ ଋକ୍ମୁଣି ବିବାହ ପାଳିତ ହୋଇଯାଇଛି। ଏହି ବିବାହରେ…

ସୁବର୍ଣ୍ଣପୁର ଗଙ୍ଗାଧର ମେହେର ଛକ ନିକଟରେ ଥିବା ଏକ କପଡା ଦୋକାନରେ ଅଗ୍ନିକାଣ୍ଡା

Posted by - May 20, 2022 0
ସୋନପୁର:(ଅଜିତ କୁମାର ପୂଜହାରି)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ବଡବଜାର ଗଙ୍ଗାଧର ମେହେର ଛକ ନିକଟରେ ଥିବା ଏକ କପଡା ଦୋକାନରେ ଅଗ୍ନିକାଣ୍ଡା । ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ…

ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ       

Posted by - April 18, 2020 0
କେନ୍ଦୁଝର:( ସିତରାମ ଦିକ୍ଷୀତ) ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସହରାଇ ଓରାମଙ୍କର  ଆଜି ଅପରାହ୍ନରେ ତାଙ୍କର ଭଦ୍ରାସାହି ସ୍ଥିତ ବାସଭବନରେ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କର ବୟସ ୯୦…