ସମାଜ କଲ୍ୟାଣ ପରିଷଦ ସଭା ଗୃହରେ ଶ୍ରୀ କଲ୍ୟାଣ ସେବା ପରିବାର ତରଫରୁ ଗୁରୁପୂର୍ଣ୍ଣିମା ପାଳିତ

118 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଟିଟିଲାଗଡ ଶ୍ରୀ କଲ୍ୟାଣ ସେବା ପରିବାର ତରଫରୁ ଧୁମଧାମରେ ଏହି ଦିବସକୁ ପାଳନ କରାଯାଇଛି। ସଂସ୍ଥାର ସଭାପତି ପ୍ରମୋଦ ସରାଫଙ୍କ ସଭାପତିତ୍ବରେ ସ୍ଥାନୀୟ ସମାଜ କଲ୍ୟାଣ ପରିଷଦ ସଭା ଗୃହରେ ସଦ୍ ଗୁରୁଦେବ ବାବା କଲ୍ୟାଣ ଦାସ ମହାରାଜଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ କରାଯାଇ ଆଳତୀ କରି ବାବାଙ୍କ ଭଜନ ଓ ଜଣାଣ ଗାନ କରିଥିଲେ ଭକ୍ତ ବୃନ୍ଦ।

ଏହି ପବିତ୍ର ଦିନରେ କଲ୍ୟାଣ ବାବାଙ୍କ ଭକ୍ତ ବୃନ୍ଦ ସମସ୍ତେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିବା ପରେ ସମସ୍ତେ ପ୍ରସାଦ ସେବନ କରିଥିଲେ। ଏହି ଦିବସକୁ ପାଳନ କରିବାରେ ପ୍ରଦୀପ ସାହୁ,ପ୍ରକାଶ ସରାଫ, ଅକ୍ଷୟ ବେହେରା, ଗୋଲାପ ସୋନି, କୁବେର ଲାଲ ବେହେରାଙ୍କ ସମେତ ବହୁ ପୁରୁଷ ଓ ମହିଳା ଭକ୍ତ ମାନେ ଯୋଗ ଦେଇଥିଲେ।

Related Post

ହରଭଙ୍ଗା ବ୍ଲକ ପଞ୍ଚାୟତ ସମିତିର ନୂତନ ସଂଘ ଗଠିତ

Posted by - September 22, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ )ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ପଞ୍ଚାୟତ ସମିତିର ନୂତନ ସଂଘ ଗଠିତ ହୋଇଯାଇଚି ।ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ଏହି ବୈଠକ…

ଚଳିତ ଖରିଫ୍ ଚାଷ ପାଇଁ ଇନ୍ଦ୍ରାବତୀ ପ୍ରକଲ୍ପରୁ ଛଡାଗଲା ପାଣି : ଜଳସେଚିତ ହେବ ସାତଟି ବ୍ଲକ୍ ର ୧ ଲକ୍ଷ ୧୨ ହଜାର ହେକ୍ଟର ଚାଷ ଜମି

Posted by - July 7, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଚଳିତ ବର୍ଷ ର ଖରିଫ୍ ଚାଷ ପାଇଁ କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଲ୍ପ ରୁ…

ଭୀଷଣ ଅଗ୍ନି କାଣ୍ଡ ରେ ଦୁଇ ବଖରା ଘର ଭସ୍ମୀଭୂତ , ଲକ୍ଷାଧିକ ଟଙ୍କା ର ସମ୍ପତି ନଷ୍ଟ।

Posted by - March 15, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାରା ରାଜ୍ୟରେ ପ୍ରବାହିତ ହେଉଛି। ତାର ପ୍ରଭାବ ରେ ଗାଆଁ ଗଣ୍ଡା ରେ ଅଗ୍ନି କାଣ୍ଡ ଘଟିବା ଏକ ନୀତି ଦିନିଆ…

ମାହେଶ୍ୱରୀ ଗୋଶାଳାରେ କୁମାର ପୂର୍ଣ୍ଣିମା ଉତ୍ସବ ଓ ଗୋସୁରକ୍ଷା ଉପରେ କର୍ମଶାଳା ଆୟୋଜିତ

Posted by - October 22, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ରିଖ ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ର ଦନ୍ତା ପାଲି ମାହେଶ୍ୱରୀ ଗୋଶାଳା ପରିସରରେ କୁମାର ପୁର୍ଣିମା ଉତ୍ସବ ଓ ଗୋସୁରକ୍ଷା ଉପରେ…