ବେଙ୍ଗାଲୁରୁରେ ବିଶ୍ଵ ରସଗୋଲା ଦିବସ ପାଳନ

261 0

ବେଙ୍ଗାଲୁରୁ: ତା ୧୩.୦୭ ରିଖ, ବେଙ୍ଗାଲୁରୁର ଆଗରା ଗୋଲେଇରେ ଥିବା ୫୬ ଭୋଗ ଦୋକାନ ତରଫରୁ ବିଶ୍ଵ ରସଗୋଲା ଦିବସ ପାଳନ କରାଯାଇଛି। ଏହି ଅବସରରେ ପାହାଳ, ଗୁଡ଼ ଏବଂ ଧଳା ଆଦି କିସମର ୨୦୦୦ଟି ରସଗୋଲା ପ୍ରସ୍ତୁତ କରାଯାଇ ଆମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା।

ଉପସ୍ଥିତ ଶତାଧିକ ଖାଦ୍ୟପ୍ରେମୀ ଆଗନ୍ତୁକ ଏହି ସ୍ଵାଦିଷ୍ଟ ରସଗୋଲା ଗୁଡ଼ିକୁ ମନଭରି ଆହାର ଓ ଉପଭୋଗ କରିବା ସହିତ, ଏହାର ଉଚ୍ଚ ଗୁଣାତ୍ମକମାନକୁ ଭୂରୀଭୂରୀ ପ୍ରଶଂସା କରିଥିଲେ। ୫୬ ଭୋଗ ତରଫରୁ ବେଙ୍ଗାଲୁରୁ ମହାନଗରରେ ଓଡ଼ିଶାର ପାରମ୍ପାରିକ ଭୋଜନକୁ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବା ପାଇଁ ଏହିପରି ଉଦ୍ୟମ ଆଗକୁ ଜାରି ରହିବ ବୋଲି ଏହାର ପ୍ରତିଷ୍ଠାତା ହରପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି।

Related Post

ନିଖୋଜ ବିମାନ ଏଏନ-୩୨ରେ ଥିବା ୧୩ ଜଣ ସଦସ୍ୟଙ୍କୁ ମୃତ ଘୋଷଣା କଲା ବାୟୁସେନା

Posted by - June 13, 2019 26
ଜୋରହାଟ ୧୩/୬ : ବାୟୁସେନାର ସର୍ଚ୍ଚ ଟିମ ଆଜି ସକାଳେ AN-୩୨ ବିମାନ ଧ୍ବଂସ ସ୍ଥଳୀରେ ପହଞ୍ଚିଥିଲା । କେହି ମଧ୍ୟ ତାଙ୍କୁ ଜୀବିତ ମିଳିନଥିଲେ ।…

ପୁଣି ଲଜ୍ଜା : ହାଇଦ୍ରାବାଦରେ ନାବାଳିକାଙ୍କୁ ଦୁଷ୍କର୍ମ !

Posted by - December 15, 2019 379
ହାଇଦ୍ରାବାଦ ୧୫।୧୨: ହାଇଦ୍ରାବାଦରେ ପୁଣି ଦୁଷ୍କର୍ମ। ନିକଟରେ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିଲା। ଏହି…

ବାହାରିନ ଓଡ଼ିଆ ସମାଜ ତରଫରୁ ଉତ୍କଳ ଦିବସ ପାଳନ

Posted by - May 23, 2022 0
ମାନାମା: ତା ୨୩.୦୫.୨୦୨୨ ବାହାରିନ ଓଡ଼ିଆ ସମାଜ (ବାଓସ) ତରଫରୁ ଉତ୍କଳ ଦିବସ – ୨୦୨୨ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ଏଠାକାର ଇଣ୍ଡିଆନ୍…

ସେନାର ଏନକାଉଣ୍ଟର ରେ ୨ ଆତଙ୍କବାଦୀ ନିହତ : ବ୍ୟାଙ୍କ୍ ମ୍ୟାନେଜର ବିଜୟଙ୍କ ହତ୍ୟାରେ ସାମିଲ ଆତଙ୍କବାଦୀ ମହମ୍ମଦ ଲୋନ ନିହତ

Posted by - June 15, 2022 0
ନୂଆଦିଲ୍ଲୀ/ଭୁବନେଶ୍ଵର : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କାଶ୍ମୀର ଘାଟି ସ୍ଥିତ ସୋପିଆନ୍ ରେ ଭାରତିୟ ସେନାର ଏନକାଉଣ୍ଟରରେ ରେ ଲସ୍କର୍ – ଇ- ତୋଏବା…

ଜଳ ପ୍ରଳୟରେ ପ୍ରଭାବିତ ହେବ ପୃଥିବୀ, ଜଳ ବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ମୁଖ୍ୟ କାରଣ

Posted by - December 22, 2021 0
ଭୁବନେଶ୍ବର 🙁 ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଜଳ ବିହୁନେ ସ୍ରୁଷ୍ଟି ନାଶ, ଜଳ ବହୁଳେ ସ୍ରୁଷ୍ଟି ନାଶ କଥାଟି ସତ ହେବାକୁ ଯାଉଛି, ସମଗ୍ର…