ବେଙ୍ଗାଲୁରୁରେ ବିଶ୍ଵ ରସଗୋଲା ଦିବସ ପାଳନ

83 0

ବେଙ୍ଗାଲୁରୁ: ତା ୧୩.୦୭ ରିଖ, ବେଙ୍ଗାଲୁରୁର ଆଗରା ଗୋଲେଇରେ ଥିବା ୫୬ ଭୋଗ ଦୋକାନ ତରଫରୁ ବିଶ୍ଵ ରସଗୋଲା ଦିବସ ପାଳନ କରାଯାଇଛି। ଏହି ଅବସରରେ ପାହାଳ, ଗୁଡ଼ ଏବଂ ଧଳା ଆଦି କିସମର ୨୦୦୦ଟି ରସଗୋଲା ପ୍ରସ୍ତୁତ କରାଯାଇ ଆମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା।

ଉପସ୍ଥିତ ଶତାଧିକ ଖାଦ୍ୟପ୍ରେମୀ ଆଗନ୍ତୁକ ଏହି ସ୍ଵାଦିଷ୍ଟ ରସଗୋଲା ଗୁଡ଼ିକୁ ମନଭରି ଆହାର ଓ ଉପଭୋଗ କରିବା ସହିତ, ଏହାର ଉଚ୍ଚ ଗୁଣାତ୍ମକମାନକୁ ଭୂରୀଭୂରୀ ପ୍ରଶଂସା କରିଥିଲେ। ୫୬ ଭୋଗ ତରଫରୁ ବେଙ୍ଗାଲୁରୁ ମହାନଗରରେ ଓଡ଼ିଶାର ପାରମ୍ପାରିକ ଭୋଜନକୁ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବା ପାଇଁ ଏହିପରି ଉଦ୍ୟମ ଆଗକୁ ଜାରି ରହିବ ବୋଲି ଏହାର ପ୍ରତିଷ୍ଠାତା ହରପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି।

Related Post

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଭାରତର ବୀର ସୁପୁତ୍ର CDS ଜେନେରାଲ ବିପିନ ରାୱତ ଙ୍କ ଶେଷ କୃତ୍ୟ

Posted by - December 10, 2021 0
ନୂଆଦିଲ୍ଲୀ/ଭୁବନେଶ୍ବର :(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶକୁ ହତ ଚକିତ, ସ୍ତବ୍ଧ କରିଥିବା ବାୟୁ ସେନା ର ଅତ୍ୟାଧୁନିକ ହେଲିକପ୍ଟର ଦୁର୍ଘଟଣାରେ ଭାରତ ର CDS ବିପିନ…

ଭାରତ ମଧ୍ୟରେ ଭାରତୀୟ କମ୍ପାନୀ ମାନଙ୍କୁ ପ୍ରୋତ୍ସାହନ ଦିଆଯିବାକୁ ସି. ଇ. ଏ.ଆଇର ଦାବି

Posted by - September 15, 2022 0
ନୂଆଦିଲ୍ଲୀ:୧୩/୦୯.ଆତ୍ମନିର୍ଭର ଭାରତର ସ୍ବପ୍ନକୁ ସାକାର କରିବା ଅଭିପ୍ରାୟରେ ଭାରତ ମଧ୍ୟରେ ଭାରତୀୟ କମ୍ପାନୀ ଗୁଡ଼ିକୁ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଇ ଦିଆଯିବାକୁ କନସଲଟିଂ ଇଞ୍ଜିନିୟରସ ଆସୋସିଏସନ୍ ଅଫ ଇଣ୍ଡିଆ…

ଭାରତରେ ଉତ୍କଟ ହେଲାଣି ବେକାରୀ ସମସ୍ୟା, ବୃଦ୍ଧି ପାଉଛି ବେକାରି ହାର

Posted by - May 3, 2022 0
ଭୁବନେଶ୍ଵର:- (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ସାରା ଦେଶ ତଥା ସମଗ୍ର ବିଶ୍ଵର ସାମାଜିକ ଓ ଅର୍ଥନୈତିକ…

୭୩ତମ ସ୍ୱାଧୀନତା ଦିବସ ପାଳୁଛି ସାରାଦେଶ

Posted by - August 15, 2019 0
ଆଜି ୭୩ତମ ସ୍ୱାଧୀନତା ଦିବସ ପାଳୁଛି ସାରାଦେଶ। କାଶ୍ମୀର ଠାରୁ କନ୍ୟାକୁମାରୀ ସବୁଠି ସଗର୍ବେ ଉଡ଼ୁଛି ତ୍ରିରଙ୍ଗା। ଦିଲ୍ଲୀ ଲାଲ୍‌କିଲ୍ଲାରେ ଆଜି ପତାକା ଉତ୍ତୋଳନ ସହ ଦେଶବାସୀଙ୍କୁ…

ମୁଖ୍ୟନିର୍ବାଚନ କମିଶନର ଙ୍କ ରାଜନୈତିକ ଦଳ ମାନଙ୍କୁ ଚେତାବନୀ:କ୍ରିମିନାଲ ରେକର୍ଡ଼ ଥିବା ପ୍ରାର୍ଥୀଙ୍କ ତଥ୍ୟ ଗଣମାଧ୍ୟମରେ ସାର୍ବଜନୀନ କରିବାକୁ ପଡ଼ିବ

Posted by - December 24, 2021 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନିର୍ବାଚନ ରେ ପ୍ରାର୍ଥୀ ହେଉଥିବା ଅପରାଧିକ ଶ୍ରେଣୀର ବ୍ୟକ୍ତି ମାନେ ଏଥର ଆଉ ଖସି ପାରିବେ ନାହିଁ।କ୍ରିମିନାଲ ରେକର୍ଡ଼…