Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

୮୧କେଜି ଗଂଜେଇ ସହ ଜଣେ ଗିରଫ

90 0

ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଭାବରେ ଯୋଗ ଦେଇଥିବା ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀ ଙ୍କ ନିର୍ଦେଶ କ୍ରମେ ଆଜି ଜିଲ୍ଲା ଅବକାରୀ ବିଭାଗ ର ଏକ ସ୍ୱତନ୍ତ୍ର ଟିମ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ର ତରଭା ବ୍ଲକ ମରାଡୁଗୋଚ୍ଛା ଗ୍ରାମ ନିକଟ ରେ ଏକ ବୋଲେରୋ କୁ ଅଟକାଇ ଥିଲେ l ତେବେ ଗାଡି କୁ ଯାଞ୍ଚ ବେଳେ ଗାଡ଼ିରେ ଗଂଜେଇ ଥିବା ଜଣା ପଡିଥିଲା l

ଏନେଇ ବୋଲେରୋ ଗାଡ଼ି ସହିତ ଗଂଜେଇ କୁ ଜବତ କରିବା ଶହ ଗାଡ଼ିରେ ଥିବା ନଙ୍ଗଳକଟା ଗ୍ରାମ ର କିଶୋର ନାୟକ ଙ୍କୁ ଗିରଫ କରାଯାଇ ଥିବାବେଳେ ଗଂଜେଇ ର ପରିମାଣ 81 କେଜି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଏହି ଚଢ଼ାଉ ସମୟରେ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇ, ଏସ ଆଇ ସୁଧୀର ମିଶ୍ର, ପିଣ୍ଟୁ ସାହୁ, ପୃଥ୍ୱୀରାଜ କୁମାର, କୀର୍ତନ ନାୟକ ଙ୍କ ସହ ଅବକାରୀ ବିଭାଗ ର କର୍ମଚାରୀ ମାନେ ସାମିଲ ଥିଲେ l

 

Related Post

ସରକାରୀ ନିୟମକୁ ବେଖାତିର ଜେସିବିରେ ଚାଲିଛି ମୋରମ ଚାଲାଣ

Posted by - December 10, 2019 0
ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ସାଙ୍ଗକୁ ଚୋରା ଚାଲାଣ ପ୍ରଶାସନର ଜ୍ଞାତସାରରେ ବେଧଡକ ଚାଲିଛି। ଆଉ ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି ସରକାର।…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ

Posted by - December 2, 2019 24
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ବଂରପାଳ ତହସିଲ ଅଫିସ ର ବରିଷ୍ଠ କିରାଣୀ । ତାଙ୍କ ନାଁ ବିନୟ ମହାପାତ୍ର । ସେ ଜମି ଚିହ୍ନଟ ର ଫାଇଲ…

ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି

Posted by - December 7, 2019 0
ହରିଚନ୍ଦନପୁର:ତା ୦୭ ଡିସେମ୍ବର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ହରିଚନ୍ଦନପୁର ବାଇପାସ୍ ଛକ ହୋଣ୍ଡା ସୋରୁମ ନିକଟସ୍ଥ ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି…

୨୦ଲିଟର ଦେଶୀ ମଦ ସହ ଜଣେ ଗିରଫ

Posted by - August 21, 2021 0
ମାଥିଲି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଦଳପଟିଗୁଡା ଗ୍ରାମପଂଚାୟତ ରାମାଗୁଡା ରାସ୍ତାରେ ଜଣେ ଦେଶୀ ମଦ ବିକ୍ରି କରୁଥିବା ବେଳେ ମାଥିଲି ଅବକାରୀ ବିଭାଗ ଓ,…