ମଙ୍ଗଳପୁର ଥାନା କମାରଡିହି ପଂଚାୟତ ଇଟାପଡା ଗ୍ରାମର ଅକ୍ଷୟ ମୃତ୍ୟୁ ଘଟଣାର ଶୀଘ୍ର ତଦନ୍ତ ପାଇଁ ଦାବି ପତ୍ର

65 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ମଙ୍ଗଳପୁର ଥାନା କମାରଡିହି ପଂଚାୟତ ଇଟାପଡା ଗ୍ରାମର ଅକ୍ଷୟ ମୃତ୍ୟୁ ଘଟଣା ଦୁଇମାସ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି। ଏହି ମାମଲାରେ ପୋଲିସ କେତେକ ବ୍ୟକ୍ତି ଙ୍କ ପାଲିଗ୍ରାଫ ଟେଷ୍ଟ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତ ରେ ପହଂଚି ପାରିନି କି ପରିବାର ବର୍ଗଙ୍କୁ ମଧ୍ୟ ରିପୋର୍ଟ ପ୍ରଦାନ କରିନାହିଁ ।

ଏହାର ପ୍ରତିବାଦ କରି ଆଜି ଗ୍ରାମବାସୀ ଏବଂ ସଂଗ୍ରାମ ସମିତିର ବରିଷ୍ଠ କାର୍ଯ୍ୟକର୍ତା ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଭାରପ୍ରାପ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଘଟଣା କୁ ପୋଲିସ ଗୁରୁତ୍ୱ ନ ଦେବା ଫଳରେ ଅଭିଯୁକ୍ତ ମାନେ ସ୍ପଷ୍ଟ ଦିବାଲୋକରେ ଘୁରି ବୁଲୁଛନ୍ତି। ତେଣୁ ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବି ହୋଇଛି।

Related Post

ବିଭିନ୍ନ ଦାବୀ ନେଇ ଜାନୁଆରୀ ୬ ରେ ଆଶା କର୍ମୀ ଭୁବନେଶ୍ଵର ରେ ବିକ୍ଷୋଭ କରିବେ

Posted by - December 29, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ)  ବିଭିନ୍ନ ଦାବୀ ନେଇ ଭୁବନେଶ୍ଵର ବିଧାନସଭା ସାମ୍ନାରେ ଆଶା କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଆଜି ସମ୍ବଲପୁର ଠାରେ ପଶ୍ଚିମ…

କଣ୍ଟିପୁର ରଙ୍ଗାଧର ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ

Posted by - March 10, 2021 0
ଯାଜପୁର ଅଫିସ : ବିଂଝାରପୁର କଣ୍ଟିପୁର ସ୍ଥିତ ରଙ୍ଗାଧର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ ହୋଇଯାଇଛି । ବିଂଝାରପୁର ବିଧାୟିକା ପ୍ରମିଳା ମଳିକ…

ଗୀତା ଜାଗରଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉସô୍ବ

Posted by - November 15, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବୈତରଣୀ ନଦୀ ଦଶ୍ୱାମେଧ ଘାଟଠାରେ ଗୀତା ଜାଗରଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉସô୍ବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ଯାଜପୁର…

ଯାଜପୁର ରାଜନୀତି ଦିନକୁ ଦିନ ଗୋଳିଆ,କଂଗ୍ରେସ ହେଲା ତିନି ଫାଳ

Posted by - April 3, 2019 3
ଭୁବନେଶ୍ବର:୦୩/୦୪ ଯାଜପୁର କଂଗ୍ରେସ ରାଜନୀତି ଗୋଳିଆ ହେବାରେ ଲାଗିଛି।ଯାଜପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ କାହାକୁ ମିଳିବ? ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା…

ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ତ୍ରିରଙ୍ଗା ଶୋଭା ଯାତ୍ରା

Posted by - August 17, 2022 0
ସମ୍ବଲପୁର/ରେଙ୍ଗାଲି ୧୪/୦୮(ରମାକାନ୍ତ ବିଶ୍ବାଳ)ସ୍ୱାଧୀନତା ର ୭୫ତମ ପୂର୍ତ୍ତି ତଥା ଅଜାଦି କା ଅମୃତ ମହୋତ୍ସବ ଅବସର ରେ ବରିଷ୍ଠ ନାଗରିକ ପରିଷଦ ସଭାପତି ଶ୍ରୀ ବସନ୍ତ କୁମାର…