ଅକ୍ଷୟ ମୃତ୍ୟୁ ଘଟଣା ଦୁଇମାସ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି

106 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ମଙ୍ଗଳପୁର ଥାନା କମାରଡିହି ପଂଚାୟତ ଇଟାପଡା ଗ୍ରାମର ଅକ୍ଷୟ ମୃତ୍ୟୁ ଘଟଣା ଦୁଇମାସ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । ଏହି ମାମଲାରେ ପୋଲିସ କେତେକ ବ୍ୟକ୍ତି ଙ୍କ ପାଲିଗ୍ରାଫ ଟେଷ୍ଟ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତ ରେ ପହଂଚି ପାରିନି କି ପରିବାର ବର୍ଗଙ୍କୁ ମଧ୍ୟ ରିପୋର୍ଟ ପ୍ରଦାନ କରିନାହିଁ । ଏହାର ପ୍ରତିବାଦ କରି ଗ୍ରାମବାସୀ ଏବଂ ସଂଗ୍ରାମ ସମିତିର ବରିଷ୍ଠ କାର୍ଯ୍ୟକର୍ତା ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଭାରପ୍ରାପ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଘଟଣା କୁ ପୋଲିସ ଗୁରୁତ୍ୱ ନ ଦେବା ଫଳରେ ଅଭିଯୁକ୍ତ ମାନେ ସ୍ପଷ୍ଟ ଦିବାଲୋକରେ ଘୁରି ବୁଲୁଛନ୍ତି। ତେଣୁ ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବି ହୋଇଛି।

Related Post

ଖୁଂଟବନ୍ଧ ବସଷ୍ଟାଣ୍ଡ ରେ ନବରାତ୍ର ଦୁର୍ଗା ପୂଜା ଓ ପlରାୟଣ ଆରମ୍ଭ

Posted by - October 7, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ର ଖୁଂଟବନ୍ଧ ପଞ୍ଚାୟତ ଖୁଣ୍ଟ ବନ୍ଧ ବସଷ୍ଟାଣ୍ଡ ଠାରେ ଖୁଂଟବନ୍ଧ ଗ୍ରାମବାସୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ କଳିଙ୍ଗ ୱ।ର୍ଥ ଯୁବ ପରିଷଦ…

ସମ୍ବଲପୁର ବିଚାର ମଞ୍ଚ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

Posted by - October 11, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କର ୧୪୪ ତମ ଜନ୍ମ ଜୟନ୍ତୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅନୁଷ୍ଠାନ ଦ୍ୱାରା ତାଙ୍କର ଜନ୍ମ…

ରାସ୍ତା ମଝିରେ ଟ୍ରାନ୍ସଫର୍ମର,ଯାତାୟତ ବାଧାପ୍ରାପ୍ତ

Posted by - December 4, 2021 0
ମୁନିଗୁଡ଼ା:(ରମାକାନ୍ତ ପଡାଲ)ରାସ୍ତା ମଝିରେ ଟ୍ରାନ୍ସଫର୍ମର ରହିଥିବାରୁ ସାଧାରଣ ଲୋଜଙ୍କ ଯାତାୟାତ ରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି।ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅଧିନସ୍ଥ ରେଲୱେ କଲୋନୀ…

ଭୀମସାର ଛାତ୍ରଛାତ୍ରୀଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ

Posted by - December 1, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ବୁର୍ଲା ଭୀମସାର ମେଡ଼ିକାଲ କଲେଜ ରେ ଜେଡିଏ ଛାତ୍ରଛାତ୍ରୀ ଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ। ନିଟ ପିଜି କାଉନସେଲିଂ ପ୍ରକ୍ରିୟା ରେ ଅହେତୁକ ବିଳମ୍ବ ର…

ବିଶିଷ୍ଟ ଶିକ୍ଷାବିତ୍ ତଥା କର୍ମକାଣ୍ଡ ନିପୂଣ ଶ୍ରୀ ଘନଶ୍ୟାମ ମିଶ୍ରଙ୍କ ୮୭ ବର୍ଷରେ ପରଲୋକ

Posted by - January 28, 2022 0
ବୁଗୁଡ଼ା:(ଦିଲୀପ ଖାଡେଙ୍ଗା)ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତ ଅଧିନରେ ଥିବା ଭୋଗଡା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ତଥା କର୍ମକାଣ୍ଡ ନିପୂଣ ଶ୍ରୀ ଘନଶ୍ୟାମ ମିଶ୍ର ଙ୍କ ୮୭…