Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ପୁଣି ଯାତ୍ରା ପେଣ୍ଡାଲକୁ ଓହ୍ଲାଇବେ ବିବାଦୀୟ ଅଭିନେତ୍ରୀ ରାଣି ପଣ୍ଡା

144 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପୁଣି ଯାତ୍ରା ପେଣ୍ଡାଲକୁ ଓହ୍ଲାଇବେ ବିବାଦୀୟ ଅଭିନେତ୍ରୀ ରାଣି ପଣ୍ଡା । ଏଥର କିଛି ନୂଆ ରୁପରେ ଆସିବାକୁ ଯାଉଛନ୍ତି ରାଣି ପଣ୍ଡା । ହଟ ପ୍ୟାଣ୍ଟ କି ଜିନସ ରେ ନୁହେଁ ଖାଣ୍ଟି ଓଡିଆଣି ବେଶରେ ଦର୍ଶକଙ୍କୁ ନଜର ଦେବେ ରାଣି ।

ଖୋଦ ନିଜ ଆତ୍ମ ଜୀବନିକୁ ନେଇ ନାଟକ ରେ ନିଜ ଚରିତ୍ରରେ ଅଭିନୟ କରି ତାଙ୍କ ସଂଘର୍ଷ ମୟ ଜୀବନ ଦର୍ଶକଙ୍କୁ ଭେଟି ଦେବେ । ଚଳିତ ସିଜିନରେ ସେ ଯାତ୍ରା ଜୁଏଲ ସ୍ୱର୍ଣ୍ଣ ମନ୍ଦିର ଯାତ୍ରା ପାର୍ଟିରେ ନଜର ଆସିବେ । ଯାଜପୁର ବିଂଝାରପୁର ବ୍ଲକ ସିଂହପୁର ଆଖଡା ପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇ ଘୋଷଣା କରିଛନ୍ତି ରାଣୀ ।

ପ୍ରଯୋଜକ ମୁକ୍ତିକାନ୍ତ ସାମଲ ରାଣୀଙ୍କ ଜିବନୀ କୁ ନେଇ ଯାତ୍ରା ଘୋଡା ହାତୀ ଗଣ୍ଡା କୁ ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା” ରେ ଅଭିନୟ କରିବାର ଅପଂର ଦେବା ପରେ ସେ ରାଜି ହୋଇଛନ୍ତି । ସବୁବେଳେ ଅଶ୍ମିଳ ଅଭିନେତ୍ରୀ ଭାବେ ରାଣୀ ପଣ୍ଡାକୁ ସମାଲୋଚନା କରୁଥିବା ଦର୍ଶକଙ୍କୁ ଏହି ଯାତ୍ରା ଦେଖିବାକୁ ସେ ଅନୁରୋଧ କରିଛନ୍ତି ।

ଶୁଣନ୍ତୁ କଣ କହୁଛନ୍ତି ରାନୀ ପଣ୍ଡା

 

Related Post

ଯାଜପୁର ସହରରେ ଓଡ଼ିଶାର ଐତିହ ପରମ୍ପରା ଉପରେ ଆଧାରିତ ରିଏଲିଟି ଶୋ’ର ଅଡିସନ

Posted by - April 5, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସହରର ଶାନ୍ତି ମଣ୍ଡପରେ ଓଡ଼ିଶାର ଐତିହ ପରମ୍ପରା ଉପରେ ଆଧାରିତ ଏକ ରିଏଲିଟି ଶୋ’ ର ଅଡିସନ ଅନୁଷ୍ଠିତ ହୋଇଯାଇଛି…

ମଣିଷ ର ପୂଣ୍ୟ କର୍ମ ଥିଲେ ମଧ୍ୟ ପାପ ର ଫଳ ଆଗେ କାହିଁକି ମିଳେ ଜାଣନ୍ତୁ

Posted by - May 12, 2020 29
ଜଣେ ବ୍ୟକ୍ତିକୁ ତାର ପାପ ବା ପୁଣ୍ୟର ଫଳ ଅବଶ୍ୟ ମିଳେ ବୋଲି ଆମର ପୁରାଣ ବିଶ୍ବାସ ରହିଆସିଛି। କିନ୍ତୁ ଜଣେ ଯଦି ପ୍ରଥମେ ଧର୍ମାଶ୍ରିତ ପୁଣ୍ୟ…

ନଭେମ୍ବର ୮ରେ ମୁକ୍ତିଲାଭ କରିବ ‘ମାଲ୍‌ ମହୁ ଜୀବନ ମାଟି

Posted by - October 24, 2019 39
ଭୁବନେଶ୍ୱର:ନଭେମ୍ବର ୮ ତାରିଖ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ଓଡ଼ିଆ କମେଡି ଫିଲ୍ମ  ’ମାଲ ମହୁ ଜୀବନ ମାଟି’ । ଆମର ମ୍ୟୁଜିକ ନିବେଦିତ ଏବଂ ନବୀନ…

ମୁକ୍ତିଲାଭ କଲା ‘ତେରୀ ମେରୀ କାହାନୀ’ର ସମ୍ପୂର୍ଣ୍ଣ ଗୀତ

Posted by - September 11, 2019 92
ମୁମ୍ବାଇ : ପଶ୍ଚିମବଙ୍ଗ ଷ୍ଟେସନମାନଙ୍କରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳଙ୍କ ପ୍ରଥମ ବଲିଉଡ ଫିଲ୍ମ ଗୀତ ‘ତେରୀ ମେରୀ କାହାନୀ’ ମୁକ୍ତିଲାଭ କରିଛି। ଏହି ଗୀତରେ…

ମହାନଦୀ ର ପାରିପାର୍ଶ୍ବିକ ସଫେଇ ଅଭିଯାନ ମହାନଦୀ ଉତ୍ସଵ

Posted by - December 18, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ମହାନଦୀ ର ପାରିପାର୍ଶ୍ବିକ ସଫେଇ ଅଭିଯାନ ମହାନଦୀ ଉତ୍ସଵ।ଆରମ୍ଭ ହୋଇଛି ମହାନଦୀର ପାରିପାର୍ଶ୍ବିକ ଅଞ୍ଚଳରେ ସଫେଇ ଅଭିଯାନ।ଅଣ୍ଟା ଭିଡିଛନ୍ତି ଜିଲ୍ଲା ପ୍ରଶାସନ ସହ ସ୍ବେଚ୍ଛାସେବୀ…