ତିନି ଜିଲ୍ଲା ର ପ୍ରସିଦ୍ଧ ବାହୁଡ଼ା ଯାତ୍ରା:- ଅମ୍ବାଦଳା ସହର ର ଦଧିବାମନ ମହାପ୍ରଭୁଙ୍କ ଯାତ୍ରା

219 0

ମୁନିଗୁଡା:(ରାମାକାନ୍ତ ପୋଢାଲ) ଅମ୍ବାଦଳା ସହର ର ପ୍ରସିଦ୍ଧ ପବିତ୍ର ବାହୁଡ଼ା ଯାତ୍ରା ଆଜି ମହାପ୍ରଭୁ ଦଧିବାମନ ଭକ୍ତ ମାନଙ୍କ ସହ ଗୁଣ୍ଡିଚା ମନ୍ଦିର ରୁ ବାହାରି ନିଜ କର୍ମ ଭୂମି ଶ୍ରୀମନ୍ଦିର ବାହାରି ଛନ୍ତି ଭଗବାନ ଦଧିବାମନ ଙ୍କ ଏ ଆପୂର୍ବ ଦୃଶ୍ୟ କୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି।

ଏମିତିକି ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଏହି ତିନୋଟି ଜିଲ୍ଲା ରୁ ଭକ୍ତ ମାନେ ଅମ୍ବାଦଳା ସହରକୁ ଛୁଟି ଆସିଛନ୍ତି ବାହୁଡ଼ା ଯାତ୍ରାରେ ଭଗବାନ ଙ୍କୁ ଦର୍ଶନ କରିବେ ବୋଲି ।ବର୍ଷା ପ୍ରବଳ ସତ୍ତ୍ୱେ ଭକ୍ତ ମାନେ ନିରାଶ ନହୋଇ ଭଗବାନ ଙ୍କୁ ଦର୍ଶନ କରିବା ସହ ପ୍ରଭୁ ଦଧିବାମନ ମଧ୍ୟ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି।

ଶ୍ରଦ୍ଧାଳୁ ମାନଙ୍କ ଭିଡ କୁ ଦୃଷ୍ଟିରେ ରଖି ଦଧିବାମନ କମିଟି ପକ୍ଷରୁ ଜୋର୍ ଦାର ପ୍ରୟାସ ଚାଲିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଅମ୍ବାଦଳା ଥାନା ପକ୍ଷରୁ ପୋଲିସ ନିୟୋଜିତ କରାଯାଇଛି। ଏହି ଅବସରରେ ବୈଶ୍ୟ ସାଙ୍ଗ ପକ୍ଷରୁ ପ୍ରସାଦ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଥିଲା

Related Post

ଆସନ୍ତା କାଲି ଇଦୁଲ ଫିତର, ଯାଜପୁର ବଜାର ରେ ଗହଳି

Posted by - May 24, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତାକାଲି ମୁସଲମାନ ସଂପ୍ରଦାୟର ଲୋକେ ଇଦ ଉଲ ପିଂତର ପାଳିବେ । ଏଥିପାଇଁ ଆଜି ଠାରୁ ବିଭିନ୍ନ ଦୋକାନ ବଜାରରେ ଗହଳି ଦେଖିବାକୁ ମିଳିଛି…

ଅଦାଲତ ଆଦେଶ କୁ ଅବମାନନା କରି ବିଜେଡ଼ି ପଞ୍ଚାୟତ ସଭାପତି ଗିରଫ

Posted by - August 21, 2021 0
ବାଲିଆପାଳ:( ପ୍ରଭାକର ମଲ୍ଲିକ) କୋର୍ଟ ୱାରେଣ୍ଟ ବଳରେ ବିଜେଡ଼ି ପଞ୍ଚାୟତ ସଭାପତି ଙ୍କୁ ଅଧ୍ୟ ରାତି ରେ ଘରୁ ଉଠାଇ ନେଲା ବାଲିଆପାଳ ପୋଲିସ । କୋଟ…

ରାଜ୍ୟ ମହିଳା ଆୟୋଗଙ୍କ ବୌଦ୍ଧଗସ୍ତ

Posted by - November 24, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଟାଉନହଲଠାରେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରା ଆୟୋଜିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନ ଡଃ. ମିନତୀ…

ରାୟଗଡା ଜିଲ୍ଲାରେ ଉତ୍କଟ ହେଲା ତୈଳ ସଙ୍କଟ, ପେଟ୍ରୋଲ ଡିଜେଲ ପାଇଁ ଖାଉଟି ହନ୍ତସନ୍ତ, ଅନେକ ପେଟ୍ରୋଲ ପମ୍ପ ବନ୍ଦ

Posted by - April 29, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାଜ୍ୟରେ ଅହେତୁକ ଭାବେ ପେଟ୍ରୋଲ ଡିଜେଲ ର ମୂଲ୍ୟ ବୃଦ୍ଧି ଖାଉଟି ଙ୍କୁ ହନ୍ତସନ୍ତ କରୁଥିବା ବେଳେ ରାୟଗଡା…