Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ରୁପେଶ ମଲରୁ ଲକ୍ଷାଧିକ ଟଙ୍କାର କପଡା ଓ ଟଙ୍କା ଚୋରି, ପୋଲିସର ତଦନ୍ତ ଜାରି

111 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚୋରି ଡକାୟତି କ୍ରମାଗତଭାବେ ବୃଦ୍ଧି ପାଇବାରେ ଲାଗିଛି। ଖୋଦ୍ ସଦର ମହକୁମା ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚୋର ଡକାୟତ ଙ୍କ ଦୌରାତ୍ମ୍ୟ ଯୋଗୁଁ ଜନସାଧାରଣ ଙ୍କ ଧନ, ଜୀବନ ଅସୁରକ୍ଷିତ ହୋଇ ପଡିଛି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ । ଜୟପାଟଣା ସ୍ଥିତ ରୁପେଶ ମଲ ର ଝରକା ଭାଙ୍ଗି ଦୁର୍ବୃତ୍ତ ମାନେ ଲକ୍ଷାଧିକ ଟଙ୍କାର କପଡା ଓ ନଗଦ ଟଙ୍କା ଚୋରି କରି ନେଇଛନ୍ତି। ମଲ ରେ ଲାଗିଥିବା ସି ସି ଟିଭି କ୍ୟାମେରା ଗୁଡିକୁ ଭାଙ୍ଗି ଦେବା ସହ ହାର୍ଡ ଡିସ୍କ କୁ ମଧ୍ଯ ନେଇଯାଇ ଥିବା ଜଣାପଡ଼ିଛି। ସନ୍ଧାନୀ କୁକୁର ସହାୟତା ରେ ପୋଲିସ ତଦନ୍ତ କରିବା ସହ ସନ୍ଦେହ ରେ ଦୁଇଜଣ ଙ୍କୁ ଅଟକ ରଖିଛି ଜୟପାଟଣା ପୋଲିସ।

Related Post

ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ରେ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ସଫଳ ମୁକାବିଲା ପାଇଁ ଅଭ୍ୟାସ

Posted by - June 21, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିବର୍ଷ ଜୁନ ୧୯ ତାରିଖରେ ପ୍ରାକୃତିକ ବିପର୍ଯ୍ୟୟ ଓ ତାହାର ମୁକାବିଲା ପରିଚାଳନା ବିଷୟରେ ଏକ ମକ ଅଭ୍ୟାସ…

ଲାଞ୍ଚ ନେବା ଅଭିଯୋଗରେ CDPO ଗିରଫ

Posted by - October 25, 2021 0
ଜୈନିକ ବ୍ୟକ୍ତିଙ୍କ ସ୍ତ୍ରୀ ଙ୍କୁ ଅଙ୍ଗନବାଡି କର୍ମୀ ଚାକିରି କରାଇଦେବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଥୁଆମୂଳ ରାମପୁର ଶିଶୁ ବିକାଶ ପ୍ରକଳ୍ପ…

ସଂଗ୍ରାମପୁର ଉ.ପ୍ରା (ମ.ଇ) ବିଦ୍ୟାଳୟ ରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ସମାରୋହ

Posted by - November 16, 2021 0
ବୌଦ୍ଧ 🙁 ଚିତ୍ତରଂଜନସିଂ)ବୋୖଦ୍ଧ ଜିଲ୍ଲା ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉପ୍ରା (ମଇ)ବିଦ୍ୟାଳୟ ରେ ବିଦ୍ୟାଳୟ ରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ ନୀତିନିୟମ ପାଳନ ପୂର୍ବକ…

ବିରଜା ମନ୍ଦିର ପରିସରରେ ଗ୍ଲୋବାଲ ପିସ ଫାଉଣ୍ଡେସନ ପକ୍ଷରୁ ଦୀପ ଦାନ

Posted by - March 7, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ୟୁକ୍ରେନ ଉପରେ ରୁଷ ଆକ୍ରମଣ କୁ ନେଇ ବିଶ୍ୱରେ ଆସନ୍ତି ଦେଖା ଦେଇଛି।ଏହାର ପ୍ରତିବାଦରେ ଯାଜପୁର ବିରଜା ମନ୍ଦିର ପରିସରରେ ଗ୍ଲୋବାଲ…