ଜାଉଁଳିବନ୍ଧ ସ୍ଥିତ ମା ଦକ୍ଷିଣକାଳୀ ମନ୍ଦିରରେ ଚତୁର୍ଥ ବର୍ଷିକ ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ

156 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜାଉଁଳିବନ୍ଧ ସ୍ଥିତ ମା ଦକ୍ଷିଣକାଳୀ ମନ୍ଦିରରେ ଚତୁର୍ଥ ବାର୍ଷିକ ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଛି। ଗତ ଦୁଇ ବର୍ଷ କୋଭିଡ କଟକଣା ପାଇଁ ବାର୍ଷିକ ପୂଜା ନିରାଡ଼ମ୍ବର ଭାବେ ପାଳିତ ହୋଇଥିବା ବେଳେ ଚଳିତ ବର୍ଷ ଦେବବ୍ରତ ଜେନାଙ୍କ ଆବାହକତ୍ୱରେ ଏହି ବାର୍ଷିକ ପୂଜା ଆଡମ୍ବରରେ ଅନୁଷ୍ଠିତ ହୋଇଛି। ତିନି ଦିନ ଧରି ଚାଲୁଥିବା ଏହି ମହାଯଜ୍ଞ ଦେଖିବାକୁ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା।

ଏଠାରେ ଭିଡିଓ ଦେଖନ୍ତୁ 

 

 

Related Post

ତେଲେଙ୍ଗାନା ରୁ ଉଦ୍ଧାର ହୋଇ ଫେରିଲେ ବନ୍ଧକ ଦାଦନ ଶ୍ରମିକ

Posted by - July 7, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ତେଲେଙ୍ଗାନା ରାଜ୍ୟରେ କଳାହାଣ୍ଡି,ବଲାଙ୍ଗୀର ଜିଲ୍ଲା ର କେତେକ ଦାଦନ ଶ୍ରମିକ ବନ୍ଧକ ଘଟଣାର ଭିଡ଼ିଓ ଭାଇରାଲ ସହ…

ପାଣି ଘେରରେ ୨୫ ପରିବାର

Posted by - August 17, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ହିରାକୁଦରୁ ୪୦ ଟି ଗେଟ ଖୋଲିବା ପରେ ଫୁଲୁଛି ମହାନଦୀ । ଏହାର ପ୍ରଭାବରେ ପାଣି ଘେରରେ 25 ପରିବାର । ସୁବର୍ଣ୍ଣପୁର ଜିଲ୍ଲା…

ୱେବ ଚ୍ୟାନେଲ ସଂପାଦକ ସୁଧାଂଶୁ ରାଉତଙ୍କ ନାଁରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅଭିଯୋଗର ତାଲିକା

Posted by - September 8, 2021 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ )ଆନ୍ତର୍ଜାତିକ ଧାବିକା ଦୂତୀ ଚାନ୍ଦଙ୍କ ଏତଲା କ୍ରମେ ଗିରପଂ ହୋଇ ଜେଲ ଯାଇଥିବା ୱେବ ଚ୍ୟାନେଲ ସଂପାଦକ ସୁଧାଂଶୁ ରାଉତଙ୍କ ନାଁରେ…

ଆଦର୍ଶ ସ୍କୁଲରେ ତୁରନ୍ତ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକଙ୍କ ଦାବି

Posted by - December 5, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ସରକାର ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ବ୍ୟାପକ ଯୋଜନାମାନ ପ୍ରଣୟନ କରୁଥିଲେ ମଧ୍ଯ କାର୍ଯ୍ୟ କ୍ଷେତ୍ରରେ ତାର ବିପରୀତ ପରିଲକ୍ଷିତ ହେଉଛି। ବିଶେଷ କରି…

ବିଧାୟକ ଓ ସାଂସଦଙ୍କ ଦ୍ୱାରା ଆମ୍ବପୁଆ ପଂଚାୟତର ବହୁ ପ୍ରକଳ୍ପ ଉଦ୍‌ଘାଟିତ

Posted by - June 17, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଆମ୍ବପୁଆ ପଂଚାୟତରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଙ୍କ ଦ୍ୱାରା…