Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ସମ୍ବଲପୁର ରେ ହାତୀ ଦାନ୍ତ ବିକ୍ରି କରୁଥିବା ରାକେଟ୍ ର ପଦ୍ଧାଫାସ କଲା ସମ୍ବଲପୁର ବନବିଭାଗ

69 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ସହର ଠାରେ ହାତୀ ଦାନ୍ତ ବିକ୍ରି କରୁଥିବା ରାକେଟ୍ ର ପଦ୍ଧାଫାସ କଲା ସମ୍ବଲପୁର ବନବିଭାଗ । ସହରର ଅଇଁଠପାଲି ଛକ ଠାରେ ଥିବା ବାସନ୍ତୀ ହୋଟେଲରେ ହାତି ଦାନ୍ତ ବିକ୍ରି ପାଇଁ ଡିଲ ଚାଳିଥିବା ସମୟରେ ଚଡାର କରି ବନବିଭାଗ ୩ ଜଣକୁ ଅଟକ ରଖିବା ସମେତ ୨ଟି ହାତିଦାନ୍ତ କୁ ଜବତ କରିଛି । ସମ୍ବଲପୁର ସାପଲହରା ଦନ୍ତାହାତୀ ମୄତ୍ୟ ଘଟଣା ପରେ ସମ୍ବଲପୁର ବନବିଭାଗ ଏନେଇ ତଦନ୍ତ କରୁଥିବା ବେଳେ ସମ୍ବଲପୁର ରେ ହାତିଦାନ୍ତ ବିକ୍ରି ପାଇଁ ଡିଲ ହେଉଥିବା ବିଶ୍ୱସ୍ତ ସୁତ୍ରରୁ ସୁଚନା ପାଇ ସମ୍ବଲପୁର ଓ ବୌଦ୍ଧ ଡିଏଫଓ ଙ୍କ ମିଳିତ ଉପସ୍ଥିତ ରେ ଚଡାର କରାଯାଇ ହାତି ଦାନ୍ତ ବିକ୍ରି ପାଇଁ ଡିଲ କରୁଥିବା ବେଳେ ୩ ଜଣକୁ ଅଟକ ରଖାଯିବା ସହ ୨ ହାତି ଦାନ୍ତ ଜବତ କରି ଅଧିକ ତଦନ୍ତ କରାଯାଉଛି । ଏହି ଜବତ ହାତୀ ଦାନ୍ତ ଗୁଡିକ ଗୋଟିଏ ଫୁଟ ର ହୋଇଥିବା ବେଳେ ଏହା ବୌଦ୍ଧ ନିକଟରେ ଶିକାର ହୋଇଥିବା ହାତୀ ମୄତ୍ୟୁ ଘଟଣା ସହ ଏହାର କିଛି ସଂପକ ରହିଛି କି ନାହିଁ ସେ ନେଇ ବନବିଭାଗ ତଦନ୍ତ କରୁଥିବା ଏକ ସାମ୍ବାଦିକ ସମ୍ବିଳନି ରେ ସମ୍ବଲପୁର ଓ ବୌଦ୍ଧ ଡିଏଫଓ ସୁଚନା ଦେଇଛନ୍ତି ।

 

Related Post

ମନରେଗା ଯୋଜନା ଅର୍ଥହଡପ ,ଛିଣ୍ଡିଲାନି ଭାଗ ବଣ୍ଟା, ଶେଷରେ ଭିଜିଲାନ୍ସ ହାତରେ ଧରାପଡିଲେ ଫରେଷ୍ଟର

Posted by - May 19, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନାରେ ଥିବା ଫରେଷ୍ଟର ହରିହର ସ୍ବାଇଁ ଲାଞ୍ଚ ନେଉଥିବା ବେଳେ ଚଳିତ ମେଇ ମାସ ୧୧…

ଗାଁ ମଧ୍ୟରେ ଅଳିଆ କାଦୁଅ ପଚ ପଚ,ଦୁର୍ଗନ୍ଧ ରେ ନାକ ଫାଟୁଛି

Posted by - September 11, 2021 0
ମାଥିଲି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହୁକୁମା ସ୍ତିସ୍ତ ଗାନ୍ଧୀଛକ ଠାରୁ ଉପେର ସାହି କୁ ଯିବା ବାଟରେ ଥିବା ମୁସଲିମ ସାମ୍ପ୍ରଦାୟର  ପୁରୁଣା କବରସ୍ଥାନ…

୨୦୨୨ ସୁ୍‌ଦ୍ଧା ଯାଜପୁର ହେବ ମେଡିକାଲ ହବ

Posted by - November 19, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ମେଡିକାଲ କଲେଜ ଭିତିଭୂମି କାମର ଅନୁଧ୍ୟାନ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲାପାଳ ଚକ୍ରବର୍ତି ସିଂ ରାଠୋର ଉଭୟ ମେଡିକାଲ କଲେଜ ପ୍ରକଳ୍ପ କାମର ସମୀକ୍ଷା କରିଥିଲେ,କୋରୋନା ପାଇଁ କାମ ଟିକେ ପଛେଇ ଯାଇଥିବା ବେଳେ ଏବେ ଏହି କାମକୁ ଦୃତ ଗତିରେ କରାଯିବ ବୋଲି ନିଷ୍ପତି ହୋଇଥିଲା ଭିତିଭୂମି ର ବିକାଶ ହେବା ପରେ ଏହି ମେଡିକାଲ କଲେଜର ଭିତିପ୍ରସ୍ତର ସ୍ଥାପନ କରାଯିବ ,ସେହିପରି ଯାଜପୁର ଜିଲାର ପାଣିକୋଇଲି ଠାରେ ପ୍ରସ୍ତାବିତ ଟ୍ରମା କେୟାର ସେଂଟର ଏବଂ ଜିଲା ସଦର ମହକୁମା ରେ ୨ୟ ଏମସିଏଚ ବିଲ୍ଡିଂ ହେବା ପରେ ଆଗାମୀ ୨ ବର୍ଷ ମଧ୍ୟରେ ଯାଜପୁର ଜିଲା ମେଡିକାଲ ହବ ହେବାକୁ ଯାଉଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।