ବେନିୟମ ବାଲି ଚାଲାଣ , ରାତ୍ରି କାଳୀନ ଚଢ଼ାଉ

62 0

ସୋନପୁର :(ଅଜିତ କୁମାର ପୂଜାହାରୀ) ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀ ରୁ 0୩ ଗୋଟି ଟ୍ରାକ୍ଟର, କୁ ବେନିୟମ ବାଲି ଚାଲାଣ କରୁଥିବା ସମୟରେ ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ତତ୍ୱାବଧାନରେ ତହସିଲଦାର ସୋନପୁର ଶ୍ରୀ ନଵୀନ କିଶୋର ପାଢ଼ୀ , ଆର ଆଇ ସୁଧୀର ପାଣ୍ଡିଆ ପ୍ରମୁଖ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ଟ୍ରାକ୍ଟର ପ୍ରତି ଟ. ୨୫,000 ହଜାର ହିସାବରେ ମୋଟ ଟ.୭୫,000/-ଙ୍କା ଜୋରିମାନା କରିଛନ୍ତି l ଏହି ଚଢ଼ାଉ ସମୟରେ ତହସିଲ କାର୍ଯ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ସାମିଲ ରହିଥିବା ବେଳେ ଏହି ରାତ୍ରୀ କାଳୀନ ଚଢ଼ାଉ ଆଗକୁ ମଧ୍ୟ ଜାରିରହିବ ବୋଲି ତହସିଲଦାର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି l

 

Related Post

କେସିଙ୍ଗା ଆଦର୍ଶ ଥାନା ପରିସର ରେ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - June 1, 2022 0
କେସିଙ୍ଗା :(ପୀତେଶ ପଟେଲ) ରକ୍ତଦାନ ମହତ୍ ଦାନ ।ଆଜି କେସିଙ୍ଗା ଆଦର୍ଶ ଥାନା ପୋଲିସ ପକ୍ଷରୁ ଥାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏଥିରେ 58…

ବେହେରା ସ୍ଥିତ ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

Posted by - April 2, 2022 0
ଧର୍ମଗଡ:(ହେମନ୍ତ କୁମାର ମାଝୀ)ବେହେରା ସ୍ଥିତ ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟ ଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି ।ଧର୍ମଗଡ ତା-୧•୪•୨୦୨୨ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବେହେରା ସ୍ଥିତ ଦନ୍ତେଶ୍ବରୀ…

କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପାଇଁ ଆନ୍ଦୋଳନ କରିବ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ

Posted by - November 21, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଦେଶରେ ଜନସଂଖ୍ୟା ବୃଦ୍ଧି କୁ ନେଇ ବହୁ ବର୍ଷରୁ ସରକାର ଓ ଜନସାଧାରଣ ଚିନ୍ତିତ ଥିବାବେଳେ ଜନସଂଖ୍ୟା ବୃଦ୍ଧି ନିଅନ୍ତ୍ରଣ ପାଇଁ ନିଆଯାଉ ନାହିଁ କୌଣସି…

ମାରୱାଡି ସମାଜ ତରଫରୁ ଜିଲ୍ଲା ମାଟ୍ରିକ ଟପର ଙ୍କୁ ସମ୍ବର୍ଦ୍ଧନା

Posted by - August 1, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ମାରୱାଡି ସମାଜ ତରଫରୁ ବୌଦ୍ଧ ଜିଲ୍ଲା ମାଟ୍ରିକ ଟପର ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ପୁରୁଣାକଟକ ମାରୱାଡି ସମାଜ ସଭାପତି…

ବୌଦ୍ଧରେ ଶ୍ରୀରାମଲୀଳା ଯାତ୍ରା ମହା ଆଡମ୍ବରରେ ଆୟୋଜନ ପାଇଁ ପ୍ରସ୍ତୁତି

Posted by - April 6, 2022 0
ବୌଦ୍ଧ:(ଚିତ୍ତରଂଜନସିଂ)କରୋନା କଟକଣା ହଟିବା ପରେ ଦୁଇବର୍ଷ ହେଲା ବନ୍ଦ ରହିଥିବା ବୌଦ୍ଧର ଐତିହାସିକ ରାମଲୀଳା ଯାତ୍ରା ଚଳିତବର୍ଷ ମହାଆଡମ୍ବରରେ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅପ୍ରେଲ…