Breaking News
11:30 pmରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମ ଙ୍କ ପ୍ରଶଂସା 11:26 pmହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା 11:24 pmନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି, ଅଭିଯୁକ୍ତ ଅଟକ 11:23 pmଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ 11:18 pmପିଏଚଡି କରିଥିବା କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟକା ,ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ:-ହାଇକୋର୍ଟ

ଜିଲ୍ଲାସ୍ତରୀୟ୧୦୮କୁଣ୍ତିୟଗାୟତ୍ରୀ ମହାଯଜ୍ଞ ର ପ୍ରସ୍ତୁତି ବୈଠକ

356 2

କେନ୍ଦୁଝର,୨୨/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ଗୋବର୍ଦ୍ଧନ ଗ୍ରାମରେ ହେବାକୁଥିବା ୧୦୮କୁଣ୍ତିୟ ଗାୟତ୍ରୀ ମହାଯଜ୍ଞ ପାଇଁ ଗୋବର୍ଦ୍ଧନ ଗ୍ରାମର ଶ୍ରୀ ଗଣେସ ଶିକ୍ଷାକେନ୍ଦ୍ର ପ୍ରାଗଣରେ ଜିଲ୍ଲା ସ୍ତରୀୟ୧୦୮କୁଣ୍ତିୟଗାୟତ୍ରୀ ମହାଯଜ୍ଞ ପୂର୍ବ ପ୍ରସ୍ତୁତି ବୈଠକ ସ୍ଥାନୀୟ ଅଧିବାସୀ ଏବଂ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଗାୟତ୍ରୀ ପରିଜନ ଭାଇ,ଭଉଣୀ ମାନଙ୍କ ମିଳିତ ସହଯୋଗରେ ହୋଇଯାଇଛି।ଏହି ବିଶାଳ ମହାଯଜ୍ଞ ତଥା ବିଭିନ୍ନ ସାମାଜିକ ସଂସ୍କାର ସହିତ କୃଷି ସ୍ବାସ୍ଥ୍ୟ ଉନ୍ନତି ବୃକ୍ଷରୋପଣ ନାରୀଜାଗରଣ ଯୁବସମ୍ମିଳନୀ ଆଦି ସମ୍ବଦ୍ଧରେ ଆଲୋଚ଼ିତ ହୋଇଥିଲା।ସୁ ବିଶାଳ ଯଜ୍ଞରେ ଉପସ୍ଥିତ ସଭ୍ୟ ସଭ୍ୟା ମାନେ ଏହାର ସଫଳତା ନିମନ୍ତେ ନିଜର ମନ୍ତବ୍ୟ ପ୍ରଦାନ ସହିତ ବିଭିନ୍ନ ଆର୍ଥିକ ସମୟ ଓ ଶ୍ରମଦାନ ପାଇଁ ସଦୟ ଅନୁମତି ପ୍ରଦାନ କରିଥିଲେ।ଯଜ୍ଞର ଉଦ୍ୟଶ୍ୟ ସଫଳତା ପ୍ରତି ପ୍ରାନ୍ତକୁ ବାର୍ତ୍ତା ପହଞ୍ଚାଇବା ପାଇଁ ସିଦ୍ଧାନ୍ତ ନିଆଯାଇଛିା।ଉକ୍ତ ବୈଠକରେ କେନ୍ଦୁଝର ଜିଲ୍ଲାର ପ୍ରମୁଖ କର୍ମକର୍ତ୍ତା ଡ଼ ଅରୁଣ ସାହୁ,ଜଗ ଦୀଶ,କଳ୍ପନା ତ୍ରୀପାଠୀ,ପ୍ରାସାଦ ଦାଶ,ଜିଲ୍ଲା ସଂଯୋଜକ ରମେଶ ଚନ୍ଦ୍ର ମିଶ୍ର,ଅଭିମନ୍ୟୁ ମହାନ୍ତ,ହରିଚ଼ନନ୍ଦନପୁର ରାଜକିଶୋର ମୋଦୀ ଘଟଗାଁ ଶାନ୍ତନୁ କୁମାର ସାହୁ,ସ୍ବାମ ପାଟଣା ପ୍ରତାପ ଚ଼ନ୍ଦ୍ର ମହାନ୍ତ,ସାହାରପଡ଼ା ପରନ୍ଦର ମହାନ୍ତ,ଚ଼ମ୍ପୁଆ ରବିନ୍ଦ୍ର ନାଥ ସାହୁ,ଗୋବର୍ଦ୍ଧନ ଗ୍ରାମର ଯୁବଗୋଷ୍ଠୀ ଓ ମା ଭଉଣୀ ମାନଙ୍କର ଉପସ୍ଥିତି ପୂର୍ଣ୍ଣସହଯୋଗ ପାଇଁ ନିବେଦନ କରାଯାଇଛି।

Related Post

ପର୍ବତ ରୋହଣ ପ୍ରଶିକ୍ଷଣରେ ବଡ଼ବିଲର ବିଷ୍ଣୁ ନାରାୟଣ ମହାନ୍ତ

Posted by - November 27, 2019 0
ବଡ଼ବିଲ,ତା ୨୫ ନଭେମ୍ବର (ସୀତାରାମ ଦୀକ୍ଷିତ) ପର୍ବତ ରୋହଣ ପ୍ରଶିକ୍ଷଣରେ କେନ୍ଦୁଝର ଜିଲ୍ଲା ବଡ଼ବିଲର ଜଗଦୀଶ ମହାନ୍ତଙ୍କ ପୁଅ ବିଷ୍ଣୁ ନାରାୟଣ ମହାନ୍ତ । ସେ ନେହରୁ…

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ମଧୁମେହ ପରୀକ୍ଷଣ ଶିବିର ଏବଂ ରାସନ ସାମଗ୍ରୀ ବଣ୍ଟନ

Posted by - January 19, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଲାୟନ୍ସ୍ କ୍ଲବ ତରଫରୁ ବୁଧୁବାର ସକାଳୁ ହାଟପଦା ପଡ଼ା ହନୁମାନ ମନ୍ଦିର ସମ୍ମୁଖରେ ନିଃଶୁଳ୍କ ମଧୁମେହ ପରିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା,…

ଦୃର୍ଘଟଣା ଗ୍ରସ୍ତ ସାମ୍ବାଦିକଙ୍କୁ ଆର୍ଥିକ ସହାୟତାର ହାତ ବଢାଇଲେ ୩ ମହିଳା ପୁଲିସ

Posted by - May 26, 2020 0
ବରୀ :(ସ୍ନେହଂଶୁ ଶେଖର ମହାନ୍ତି)ପଦପଦବି ଅପେକ୍ଷା ମଣିଷ ପଣିଆ ଓ ମାନବିକତା ସବୁବେଳେ ଉର୍ଦ୍ଧରେ ଥାଏ । ବିପଦ ଆପଦ ସମୟରେ ଅର୍ଥ ହେଉଛି ସବସ୍ୱ ।…

ସଂକୃତି ଓ ପରମ୍ପରାରେ ବନ୍ଧା ହିନ୍ଦୁ,ଜାଣନ୍ତୁ କେଉଠି ହୁଏ ଚମ୍ପା ଚଢେଇର ଲଢେଇ

Posted by - January 18, 2022 0
ମୁନିଗୁଡା:(ରମାକାନ୍ତ ପୋଢାଳ) ପବିତ୍ର ପୁଷ ପୁନେଇଁ , ଓଡ଼ିଶାରେ ବସବାସ କରୁଥିବା ହିନ୍ଦୁ ମାନଙ୍କ ବାରମାସ ରେ ତେର ପର୍ବ । ଏଇ ପୁଷ ପୁନେଇଁ ଅବସରରେ…

There are 2 comments

  1. Gişede büyük başarı sağlayan macera filmlerinin birçoğuna da
    çizgi romanlar ilham olur. Ayrıca çizgi roman ve karikatürün öncül ismi William
    Hogarth’ı (1697 – 1764) anmadan da geçmeyelim.
    Biz de hem meraklısına hem de bu alana yeni gireceklere bir derleme sunalım dedik.
    İşte 42 şahane çizgi roman! 1.

Leave a comment

Your email address will not be published.