ଅର୍ଦ୍ଧେନ୍ଦୁ ଦାସ ଙ୍କ ଗିରଫ କରାଯିବା ପରେ ଗୁଣୁପୁର ରେ ପ୍ରତିବାଦର ସ୍ଵର

155 0

ରାୟଗଡା :(ଅଞ୍ଜନ କୁମାର ନାଏକ) ଓଡିଶା ମିଡିଆ ଜଗତର ସାଲିସ୍ ବିହୀନ ବ୍ୟକ୍ତିତ୍ଵ ତଥା ବଡ଼ ଖବର ଟିଭି ର ମୁଖ୍ୟ ସମ୍ପାଦକ ଶ୍ରି ଅର୍ଦ୍ଧେନ୍ଦୁ ଦାସ ଙ୍କୁ ରାତି ଅଧରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଯୋଗୁଁ ତାଙ୍କୁ ତୁରନ୍ତ ନିର୍ଦ୍ଦୋଷରେ ରେ ଖଲାସ଼ କରିବା ପାଇଁ ଗୁଣୁପୁର ଠାରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ଯ ରେ ଗୁଣୁପୁର ପ୍ରେସ ୟୁନିଅନ ତରଫରୁ ଏକ୍ ଦାବିପତ୍ର ଭାରପ୍ରାପ୍ତ ଉପଜିଲ୍ଲାପାଳ ଲୋକନାଥ ଦଳବେହେରା ଙ୍କ ଜରିଆରେ ଦିଆଯାଇଛି l

ରାଜ୍ୟ ସରକାରଙ୍କ ସାମ୍ବାଦିକ ଙ୍କ ପ୍ରତି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ନିନ୍ଦା କରାଯାଇଛି l ସ୍ମାରକ ପତ୍ର ପ୍ରଦାନ ବେଳେ ଗୁଣୁପୁର ପ୍ରେସ ୟୁନିଅନ ର ପ୍ରମୋଦ ସାହୁ, ଜିତେନ୍ଦ୍ର ଶତପଥୀ, ଅନିଲ ସାହୁକାର, ଦେବୀ ମିଶ୍ର୍, ରବିନ୍ଦ୍ର ମୋହିନୀ ଙ୍କ ସମେତ ଅନ୍ୟାନ୍ୟ ସଦସ୍ଯ ମାନେ ଯୋଗ ଦେଇ ଏହାର ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଂଗଠନର ବରିଷ୍ଠ ସଦସ୍ଯ ମାନେ ନିଜ୍ ମତବ୍ୟକ୍ତ କରିଥିଲେ ।

Related Post

ଯାତ୍ରୀ ବହି ବସ ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତିଲେ ଯାତ୍ରୀ

Posted by - November 21, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ ନାନ୍ଦୁପଲା ଗ୍ରାମ ହରିଶଙ୍କର ସ୍ବାଗତ ଗ୍ୟାଟ ନିକଟ ରେ ଏକ ଯାତ୍ରୀ ବହି…

ନବରଙ୍ଗପୁର ସ୍ଥିତ ସାପ୍ତାହିକ ହାଟ ବଜାର ପରିସରରେ ସଫେଇ କାର୍ଯ୍ୟକ୍ରମ

Posted by - October 4, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ସ୍ଥିତ ସାପ୍ତାହିକ ହାଟ ବଜାର ପରିସରରେ ସଫେଇ କାର୍ଯ୍ୟକ୍ରମ ସ୍ବଛ ଭାରତ 0.2 ଭାରତ ସରକାରଙ୍କ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ “କ୍ଲିନ ଇଣ୍ଡିଆ…

ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରଶିକ୍ଷଣ ଶିବିର ଉଦଯାପିତ

Posted by - January 4, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ଠାରେ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରିକ୍ଷା ପାଇଁ ଦେୟ ମୁକ୍ତ ପ୍ରଶିକ୍ଷଣ…

ଫୁଲଝରି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

Posted by - August 13, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ) ହରଭଂଗା ବ୍ଳକ ପୁରୁଣାକଟକ କ୍ଲଷ୍ଟର ଅନ୍ତର୍ଗତ ଫୁଲଝରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ, ଜୋତା ଓ ମୋଜା ବଣ୍ଟନ କରା ଯାଇଥିଲା…