ଭାରସାମ୍ୟ ହରାଇ ଓଲଟିଲା ତେଲ ଟ୍ୟାଙ୍କର

151 0

ସୋନପୁର :(ଅଜିତ କୁମାର ପୂଜାହାରୀ) ଭାରସାମ୍ୟ ହରାଇ ଓଲଟିଲା ତେଲ ଟ୍ୟାଙ୍କର । ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର କୁଲିପାଲିଠାରେ ଘଟିଛି ଅଘଟଣ ।ବିଶାଖାପାଟଣାରୁ ରାଜଗାଙ୍ଗପୁରକୁ ଯାଉଥିଲା ଟ୍ୟାଙ୍କର । ଡ୍ରାଇଭର ଓ ହେଲପର ଗୁରତର । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ବଲାଙ୍ଗିର ପଟୁ ଆସୁଥିବା ତେଲ ଟ୍ୟାଙ୍କରକୁ ଏକ କାର ଚକମା ଦେଇ ପଳାଇବାରୁ ଭାରସାମ୍ୟ ହରାଇ ତେଲ ଟ୍ୟାଙ୍କରଟି ଓଲଟି ପଡିଛି । ଫଳରେ ଡ୍ରାଇଭରର ହାତ ଭାଙ୍ଗିଯାଇଥିବା ବେଳେ ହେଲପର ସାମାନ୍ୟ ଆହତ ହୋଇଛନ୍ତି । ଉଭୟଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଉଭୟଙ୍କ ଅବସ୍ଥା ଏବେ ଠିକ ଥିବା ଜଣା ପଡିଛି । ଘଟଣା ସ୍ଥଳରେ ସୋନପୁର ପୋଲିସ ପହଂଚି ତଦନ୍ତ କରୁଛି ।

Related Post

ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ବରଙ୍ଗପୁର ଜିଲ୍ଲା ସାଧାରଣ ବୈଠକ ଅନୁଷ୍ଠିତ

Posted by - June 21, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ମହାମାରୀ କରୋନା କୁ ଦୃଷ୍ଟିରେ ରଖି ଆଜି ଭର୍ଚୁଅଲ ମାଧ୍ୟମରେ ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ଜିଲ୍ଲା ଶାଖା ନବରଙ୍ଗପୁର ସଭାପତି ଶ୍ରୀ ଆଶୁତୋଷ…

ଦେଉଲଗା ରେ ପ୍ରକଳ୍ପ ପ୍ରାରମ୍ଭିକ ସଭା,କାର୍ଯ୍ୟ ରେ ସ୍ବଚ୍ଛତା ସହିତ ଶ୍ରମିକ ମାନଙ୍କୁ ଅଧିକାର ମିଳିବା ଜରୁରୀ

Posted by - November 16, 2021 0
ପାଟଣାଗଡ:( ତାପସ ରଂଜନ ବେହେରା ) ପାଟଣାଗଡ଼ ବ୍ଲକ ଦେଉଲଗା ଠାରେ ମହତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ହେବାକୁ ଥିବା ହରିଜନ ମୁଣ୍ଡା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ବାର୍ଷିକ ଅବସରରେ ରୋଗୀଙ୍କୁ ଫଳ ବଣ୍ଟନ

Posted by - September 18, 2021 0
ବୌଦ୍ଧ: ( ଚିତ୍ତରଂଜନସିଂ)ମାନ୍ୟବର ଭାରତ ର ପ୍ରଧାନ ମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ଦାମୋଦର ଦାସ ମୋଦି ଜି ଙ୍କ 72ତମ ଜନ୍ମ ଦୀନ!ଏହି ଜନ୍ମ ଦୀନ ଅବସରରେ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ଚଢ଼ାଉ

Posted by - December 3, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଜମନକିରା ସେବା ସମବାୟ ସମିତି ର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ଫଣିନ୍ଦ୍ର କୁମାର ସାହୁ ଙ୍କ ସମ୍ବଲପୁର ସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ। ସେବା…

ସ୍ଵାସ୍ଥ୍ୟ ସଚେତନତା ପଥପ୍ରାନ୍ତ ନାଟକ

Posted by - September 29, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ଜିଲ୍ଳା ର ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଡୁମ୍ଵେରଖୋଲ ଗ୍ରାମରେ ସ୍ଵାସ୍ଥ୍ୟ ସଚେତନତା ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି । ମାଗୁଣୀ ମହାକୁଡ…