Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଯୌତୁକ ଯାତନା ରେ ପୁଣି ବିବାହିତ ମହିଳା

109 0

ମୁନିଗୁଡା:(ରମାକାନ୍ତ ପଡାଲ)ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେ ରୋଡ ସ୍ଥିତ ବି ସି ରୋଡ ରେ ରହୁଥିବା ବି ଭିମରାଜୁ ଙ୍କ ସ୍ତ୍ରୀ ବି ଇନ୍ଦୁ ଙ୍କ ଉପରେ ଆଜକୁ 3ଦିନ ହେବ ତାଙ୍କ ଶାଶୁ ବି ଜୟଲକ୍ଷ୍ମୀ ଓ ୨ ନଣନ୍ଦ ବି କମଳା ଓ ଅରୁଣା ଯୌତୁକ ନିର୍ଯାତନା ଦେଇ ମାଡ଼ ମାରୁଥିବା ଅଭିଯୋଗ ନେଇ ଚାନ୍ଦିଲି ଥାନା ରେ ଏତଲା ବି ଇନ୍ଦୁ ଦେଇଛନ୍ତି । ସୂଚନା ଅନୁଯାୟୀ ବି ଭିମାରଜୁ ଙ୍କ କହିବା ଅନୁଯାୟୀ ତାଙ୍କ ମାଆ ଓ ୨ ଭଉଣୀ ଆଜି ସକାଳେ ତାଙ୍କ ସ୍ତ୍ରୀ ଙ୍କୁ ରକ୍ତାକ୍ତ କରି ମାଡ଼ ମାରିଥିବା କହିଛନ୍ତି ଏହି ସମୟରେ ତାଙ୍କୁ ଓ ତାଙ୍କ ୨ ଝିଅ ଙ୍କୁ ବାହାର କରି ଘର ଭିତରେ ରଖି ତାଙ୍କ ସ୍ତ୍ରୀ ଙ୍କୁ କାଠ ଫାଳିଆ ସହ ମାଡ଼ ମାରିଥିବା ବେଳେ ଏଭଳି ଘଟଣା ଆଗରୁ ଘଟୁଥିଲେ ମଧ୍ୟ ବି ଇନ୍ଦୁ ନିଜଘର କଥା କହି ସମ୍ଭାଳି ଯାଉଥିଲେ , କିନ୍ତୁ ବାରମ୍ବାର ଏଭଳି ଘଟିବାରୁ ସେ ଆଜି କେସ ଦେଇଥିଲେ ବୋଲି କହିଛନ୍ତି।

ଥାନାରେ ଏତଲା ଦେବାକୁ ଯିବା ସମୟରେ ବି ଇନ୍ଦୁ ବେହୋସ ହୋଇ ପଡ଼ିଯାଇଥିଲେ । ଏହି ଘଟଣାର ମୁଖ୍ୟ କାରଣ ସବୁବେଳେ ତାଙ୍କ ଶାଶୁ ଓ 2 ନଣନ୍ଦ ବି ଇନ୍ଦୁ ଙ୍କୁ ତାଙ୍କ ମାଆ ଘରୁ ଯୌତୁକ ତଥା ଟଙ୍କା ଓ ବିଭିନ୍ନ ଜିନିଷ ଆଣିବାକୁ କହି ଯାତନା ଦେଉଥିବା କଥା ସେ କହିଛନ୍ତି ।

ଏ ବିଷୟରେ ଚାନ୍ଦିଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ବିଜୟ ଲକ୍ଷ୍ମୀ ହିକକା କହିଛନ୍ତି ଯେ କେସ ନଂ 94/03.07.22,ଏତଲା ରୁଜୁ ହୋଇଥିବ ବେଳେ 498A, 323,506,34, ଏବଂ RW ସେକ୍ସନ 4 ଡି ପି ଧାରା ରେ ମାମଲା ରୁଜୁ ହୋଇଥିବା ବେଳେ ଏଯାବତ୍ କାହାକୁ ଗିରଫ ହୋଇନଥିବା ଜଣା ପଡିଛି । ବର୍ତ୍ତମାନ ଉକ୍ତ ପୀଡ଼ିତା ମହିଳା କୋଲନରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସା ହେଉଛନ୍ତି।

Related Post

ଯୁବକଙ୍କୁ ଗିରଫ ଦାବିରେ ରାତି ସାରା ଧାରଣା ରେ ବସିଲେ ଗ୍ରାମବାସୀ

Posted by - April 10, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଗାଁ ରେ ଗଣ୍ଡଗୋଳ ସୃଷ୍ଟି କରୁଥିବା ଯୁବକଙ୍କୁ ଗିରଫ ଦାବିରେ ରାତି ସାରା ଧାରଣା ରେ ବସିଲେ ଗ୍ରାମବାସୀ। ଯାଜପୁର ଜିଲ୍ଲା…

ଖୋର୍ଦ୍ଧା ଆଦର୍ଶ ପୋଲିସ ଦ୍ବାରା ବ୍ରାଉନ ସୁଗାର ଜବତ ସହ ଜଣେ ଗିରଫ

Posted by - August 1, 2021 0
ଖୋର୍ଦ୍ଧା :(ଶୁଭଲକ୍ଷ୍ମୀ ସାମନ୍ତରା) ବିଶେଷ ସୂତ୍ରରୁ ସୂଚନା ପାଇଁ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା SDPO ଶ୍ରୀ ସୁରେସ ମିଶ୍ର OPSଓ ସଞ୍ଜୟ ପଟ୍ଟନାୟକ ଆଇଆଇସି…

ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ

Posted by - August 7, 2020 0
ଯାଜପୁର/ବିଂଝାରପୁର:ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ । ଯାଜପୁର ଜିଲା ବିଂଝାରପୁର ଥାନା ଅନ୍ତର୍ଗତ ସୟଦପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ…

ବାହାରକୁ କମ୍ପ୍ୟୁଟର ଦୋକାନ କିନ୍ତୁ ଭିତରେ ଗଞ୍ଜେଇ ଓ ଅଫିମ

Posted by - December 8, 2019 0
ଯାଜପୁର: କଲେଜ ନିକଟରେ କମ୍ପ୍ୟୁଟର ଦୋକାନରେ ଚଢ଼ାଉ କରି ଗଂଜେଇ ଓ ଅଫିମ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ଟାଉନ ଥାନା ପୁଲିସ…

ପୁଣି ଗୋଟିଏ ମୁଣ୍ଡ ନେଲା ଲାଲବାହିନୀ, ଜଣଙ୍କୁ ଗଳା କାଟି ହତ୍ୟା

Posted by - December 14, 2021 0
ମାଲକାନଗିରି:(ଅବଦୁଲ ଗନି)ମାଓବଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳା କାଟି ହତ୍ୟା କଲା ଲାଲବାହିନୀ । ମାଲକାନିଗିରି ସୀମାନ୍ତ ଛିତଶଗଡ଼ ସୁକୁମା ଜିଲ୍ଲାର…